ବନପାଳଙ୍କୁ ମୋହନଗିରି ଅଞ୍ଚଳବାସୀଙ୍କ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା
ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ମ.ରାମପୁର ବନାଞ୍ଚଳର ମୋହନଗିରି ସେକ୍ସନ ବନପାଳ ବିଶ୍ୱଜିତ ଠାକୁରଙ୍କୁ ମୋହନଗିରି ଅଞ୍ଚଳର ବିଭିନ୍ନ ସାମାଜିକ, ଧାର୍ମିକ ଅନୁଷ୍ଠାନ, ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ତରଫରୁ ଏକ ନିଆରା ଢଙ୍ଗରେ ରବିବାର ଦିନ ଏକ ବିଦାୟକାଳୀନ!-->…
Read More...
Read More...