Monthly Archives

June 2026

ବିଶ୍ୱ ରକ୍ତଦାତା ଦିବସ -୨୦୨୬ ଅବସରରେ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟରେ ସମ୍ବର୍ଦ୍ଧନା ଓ ସଚେତନତା କାର୍ଯ୍ୟକ୍ରମ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଜୁନ ୧୪ ତାରିଖ ହେଉଛି ବିଶ୍ୱ ରକ୍ତଦାତା ଦିବସ । ଏହି ଅବସରରେ ଓଡ଼ିଶା ରକ୍ତକେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ, ଟିଟିଲାଗଡ଼ ପକ୍ଷରୁ ଏକ ସମ୍ବର୍ଦ୍ଧନା ଓ ସଚେତନତା କାର୍ଯ୍ୟକ୍ରମ ରବିବାର ସନ୍ଧ୍ୟାରେ ନୂତନ ଉପଖଣ୍ଡ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ବ୍ଲଡ
Read More...

ଅଜଣା ଗାଡି ଧକ୍କାରେ ଭାଲୁର ମୃତ୍ୟୁ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡ଼ାଗୁଡା ବିଜୁ ଏକ୍ସପ୍ରେସ ୱେରେ ରବିବାର ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ରାସ୍ତା ପାର ହେଉଥିବା ବେଳେ ଏକ ଭାଲୁର ମୃତ୍ୟୁ ଘଟିଛି । ସକାଳୁ ରାସ୍ତାକଡରେ ଭାଲୁର ମୃତଦେହ ପଡିଥିବା ଦେଖି ସ୍ଥାନୀୟ
Read More...

ଆୟୁଷ ମନ୍ତ୍ରଣାଳୟର ଐତିହାସିକ ସଫଳତା; ୟୁଟ୍ୟୁବ୍ ଲାଇଭ୍ ଯୋଗ ପ୍ରସାରଣରେ ଗିନିଜ୍ ବିଶ୍ୱ ରେକର୍ଡ

ଯୋଗ ପ୍ରତି ବିଶ୍ୱବ୍ୟାପୀ ଆଗ୍ରହର ପ୍ରମାଣ; ଅନଲାଇନ୍ ଯୋଗ କାର୍ଯ୍ୟକ୍ରମରେ ୪୩୫,୮୩୧ ଦର୍ଶକଙ୍କ ସହଭାଗିତା ନୂଆଦିଲ୍ଲୀ, (ପିଆଇବି) : ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ପୂର୍ବରୁ ଆୟୁଷ ମନ୍ତ୍ରଣାଳୟ ଏକ ଐତିହାସିକ ସଫଳତା ହାସଲ କରି ଆଜି ୟୁଟ୍ୟୁବ୍ରେ ସିଧାସଳଖ ଯୋଗ ପ୍ରସାରଣରେ ସର୍ବାଧିକ
Read More...

‘ଭାରତ ଇନୋଭେଟ୍ସ ୨୦୨୬’ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ନାଇସ୍ ସହରସ୍ଥିତ ପାଲାଇସ୍ ଡେସ୍ ଏକ୍ସପୋଜିସନ୍ସରେ ମିଳିତ ଭାବରେ "ଭାରତ ଇନୋଭେଟ୍ସ ୨୦୨୬"ର ଉଦଘାଟନ କରିଛନ୍ତି। ଏହି ତିନି ଦିନିଆ କାର୍ଯ୍ୟକ୍ରମ ଭାରତର ଡିପ୍-ଟେକ୍
Read More...

କୁକୁଡ଼ା ଫାର୍ମରେ ନିଆଁ ଲାଗି ୩ ହଜାରରୁ ଅଧିକ କୁକୁଡ଼ା ଜୀବନ୍ତ ଦଗ୍ଧ
 

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୂଜା ଗ୍ରାମ ପଞ୍ଚାୟତର ଗୁହୁରିଆପଦର ଗ୍ରାମ ନିକଟରେ ଥିବା କାଶୀ ସାହୁଙ୍କ କୁକୁଡ଼ା ଫାର୍ମରେ କୌଣସି କାରଣ ବଶତଃ ନିଆଁ ଲାଗିଯିବାରୁ ୩ ହଜାରରୁ ଉର୍ଦ୍ଧ୍ଵ ସୁନେଲି ଦେଶୀ କୁକୁଡ଼ା ମରିବା ସହିତ
Read More...

ଶିଶୁ ସ୍ୱାସ୍ଥ୍ୟ ମେଳା ଏବଂ ରଜ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୱାଇସିଡିଏ ଦ୍ୱାରା ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର ଆଟଗାଁ ଗ୍ରାମରେ ଶିଶୁ ସ୍ୱାସ୍ଥ୍ୟ ମେଳା ଏବଂ ରଜ ଉତ୍ସବ, କେ.ପି.ଜେଡ୍‌ ଏବଂ ଦେଶାଇ ଫାଉଣ୍ଡେସନ ଟ୍ରଷ୍ଟଙ୍କର ମିଳିତ ସହାୟତାରେ ଆୟୋଜିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ୱାଇସିଡିଏର ଜିଲ୍ଲା
Read More...

ବିଶ୍ୱ ରକ୍ତଦାତା ଦିବସରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବିଶ୍ୱ ରକ୍ତଦାତା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାଲିଗୁଡ଼ାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ "ବିପଦର ବନ୍ଧୁ" ର ସମସ୍ତ ସଦସ୍ୟ,ସଦସ୍ୟା
Read More...

ନିଷ୍ଠା ପରିବାରର ୧୭ତମ ପ୍ରତିଷ୍ଠା ଦିବସ ଓ ବିଶ୍ୱ ରକ୍ତଦାତା ଦିବସ ଅବସରରେ ୬୨ ୟୁନିଟ୍ ରକ୍ତ ସଂଗୃହୀତ

ବରଗଡ, (ମୁନ୍ନା ସାହୁ) : ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଞ୍ଚାୟତର ଆନ୍ଧ୍ର କ୍ୟାମ୍ପଠାରେ ଗଢ଼ିଉଠିଥିବା ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରର ୧୭ତମ ପ୍ରତିଷ୍ଠା ଦିବସ ଏବଂ ବିଶ୍ୱ ରକ୍ତଦାତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ
Read More...

ବିଧାୟକ କଳିକେଶଙ୍କ ଦ୍ୱାରା ବଲାଙ୍ଗିର ସହରରେ ଟ୍ରାଫିକ ସେଡ଼୍‌ ଉଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କଚେରୀ ଛକ ସ୍ଥିତ ଟ୍ରାଫିକ ପୋଷ୍ଟରେ ସ୍ଥାୟୀ ସେଡ ଉଦଘାଟନ କରିଛନ୍ତି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ । ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ବଲାଙ୍ଗିରର ପ୍ରତ୍ୟେକ ଟ୍ରାଫିକ ଛକରେ ଏହି ଟ୍ରାଫିକ ସେଡର ବ୍ୟବସ୍ଥା କରାଯାଇଛି ।
Read More...

ବଲାଙ୍ଗିର ଜିଲ୍ଲା ଏମ୍‌ବିଏମ୍‌ଏମ୍‌ର ସାଂଗଠନିକ ବୈଠକ : ସରୋଜ କୁମାର ମେଶ୍ଵା ଜିଲ୍ଲା ସଭାପତି ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁଲନିବାସୀ ବହୁଜନ ମିଳିତ ମହାସଂଘ (ଏମ୍‌ବିଏମ୍‌ଏମ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ସୋମବାର ଦିନ ସ୍ଥାନୀୟ ସୁଦପଡାସ୍ଥିତ ଢୋଲମୁହୁରୀ କଳା ପରିଷଦ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ମହାସଂଘର ସଭାପତି ତରଣୀସେନ
Read More...