Monthly Archives

June 2026

ଏଡ୍ରେସ ପଚାରିବା ପଡ଼ିଲା ମହଙ୍ଗା : କୁରିଅର ଡେଲିଭରି ଯୁବକଙ୍କ ଉପରେ ଚାକୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଭାନପୁର ପଞ୍ଚାୟତର ଝାଙ୍କରପାଲି ଗ୍ରାମରେ ସୋମବାର ସକାଳେ ଘଟିଥିବା ଏକ ଚାକୁ ଆକ୍ରମଣ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ଭୟର ବାତାବରଣ ସୃଷ୍ଟି କରିଛି । ଜଣେ କୁରିଅର ଡେଲିଭରି କର୍ମଚାରୀ କେବଳ ଠିକଣା
Read More...

ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡାର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସପ୍ତଶଯ୍ୟା ମହୋତ୍ସବ ଓଡ଼ିଶାର ଏକ ପ୍ରସିଦ୍ଧ ଧାର୍ମିକ ଓ ସାଂସ୍କୃତିକ ଉତ୍ସବ । ଏହା ଢେଙ୍କାନାଳ ଜିଲ୍ଲାର ଐତିହାସିକ ଓ ପବିତ୍ର ସପ୍ତଶଯ୍ୟା ପୀଠରେ ପାଳିତ ହୋଇଥାଏ । ଏହି ମହୋତ୍ସବକୁ ଦିବ୍ୟାଂସୀ ଡ୍ୟାନ୍ସ ଏକାଡେମୀ ତରଫରୁ ଭୁବନେଶ୍ୱର ସ୍ଥିତ
Read More...

ବଲାଙ୍ଗିର ଜିଲ୍ଲା ଏମବିଏମଏମର ସାଂଗଠନିକ ବୈଠକ : ସରୋଜ କୁମାର ମେଶ୍ଵା ଜିଲ୍ଲା ସଭାପତି ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୂଲନିବାସୀ ବହୁଜନ ମିଳିତ ମହାସଂଘ (ଏମବିଏମଏମ)ର ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ସ୍ଥାନୀୟ ସୁଦପଡାସ୍ଥିତ ଢୋଲମୁହୁରୀ କଳା ପରିଷଦ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ମହାସଂଘର ସଭାପତି ତରଣୀସେନ ଦିପ ସଭାପତିତ୍ୱ
Read More...

ବକଟୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଜାତୀୟସ୍ତରରେ ମାନ୍ୟତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନସ୍ଥ ବକଟୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଜାତୀୟସ୍ତରରେ ମାନ୍ୟତା ମିଳିଛି । ଏଥିପାଇଁ ସାରା ଓଡ଼ିଶାର ଯୋଗ୍ୟ ବିବେଚିତ ପାଞ୍ଚଟି ଅନୁଷ୍ଠାନ ମଧ୍ୟରେ ସର୍ବାଧିକ ୯୪.୫ ପ୍ରତିଶତ ସ୍କୋର ସହ
Read More...

ରଣମାଲ ମଣ୍ଡିରେ ଚାଷୀଙ୍କ ଧାରଣା : ବିଧାୟକ ଓ ପ୍ରଶାସନର ହସ୍ତକ୍ଷେପ ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ ଅନ୍ତର୍ଗତ ରଣମାଲ ମଣ୍ଡିରେ ଧାନ ଉଠାଣରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଚାଷୀମାନେ ମେ' ୨୦ ତାରିଖରୁ ଟୋକନ୍ ପାଇଥିଲେ ମଧ୍ୟ ଏଠାରେ ଅତି ମନ୍ଥର ଗତିରେ ଧାନକିଣା ଚାଲିଥିବା ଅଭିଯୋଗ ହୋଇଛି । ପ୍ରଶାସନିକ ଉଦାସୀନତା,
Read More...

ରାଜ୍ୟ ହୋଟେଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟରେ ପଢିବେ ୨ ଆଶ୍ରମର ବାଳିକା

ରାଉରକେଲା, (ସସ୍ମିତା ପ୍ରଧାନ) : ଉଭୟ ପିତା ମାତା ହରାଇଥିବା ଓ ସେମାନଙ୍କ ଶିକ୍ଷାକୁ ସୁନିଶ୍ଚିତ ଓ ଶୈଶବକୁ ସ୍ୱଭାବିକ କରିବା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜଗଦା ସ୍ଥିତ ଆଶ୍ରମ ମାନବ ସେବା ପ୍ରତିଷ୍ଠାନର ଦୁଇ ଜଣ ବାଳିକା ସୁଶ୍ରୀ ନନ୍ଦିନୀ ନାଏକ ଓ
Read More...

ବାସନ୍ତୀ ସାଂସ୍କୃତିକ ପରିଷଦର ୪୧ ତମ ବାର୍ଷିକ ଉତ୍ସବ ଓ ରଜଉତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବାସନ୍ତୀ ସାଂସ୍କୃତିକ ପରିଷଦର ୪୧ ତମ ବାର୍ଷିକ ଉତ୍ସବ ଓ ରଜଉତ୍ସବ ୨୦୨୬ ପାଳନ ଆରମ୍ଭ ହୋଇଯାଇଛି । ପରିଷଦର ସଭାପତି ଶ୍ରୀବତ୍ସ କୁଅଁର ଫିତାକାଟି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ
Read More...

ହିନ୍ଦ୍ ମଜଦୁର ସଭାର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବଲପୁରର ଓଡ଼ିଶା ସାଂସ୍କୃତିକ ସମାଜ ପ୍ରେକ୍ଷାଳୟରେ ହିନ୍ଦ୍ ମଜଦୁର ସଭାର କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ହିନ୍ଦ୍ ମଜଦୁର
Read More...

ମହାଦେବ ଆଉ ମା’ ପାର୍ବତୀଙ୍କ ବାହାଘର ପାଇଁ ପ୍ରସ୍ତୁତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଉ ଦୁଇ ଦିନ ପରେ ଦେବାଧିଦେବ ବାବା ମହାଦେବ ଆଉ ମା' ପାର୍ବତୀଙ୍କ ବାହାଘର । ଆଉ ଏଥିପାଇଁ ଏବେଠୁ ପ୍ରସ୍ତୁତି ଜୋର ସୋର ହେଲାଣି । ବଲାଙ୍ଗିର ରାଧାରାଣୀପଡ଼ାରେ ପ୍ରସ୍ତୁତି ଜୋରସୋର ଚାଲିଥିବା ଦେଖିବାକୁ ମିଳିଛି । ଚନ୍ଦ୍ରଶେଖର ବାବାଙ୍କ ବିବାହ ଉପଲକ୍ଷେ ମା'
Read More...

ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ‘ରଜପର୍ବ’ ଉପଲକ୍ଷେ ସାରସ୍ୱତ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସଂଗଠନ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ପବିତ୍ର ରଜପର୍ବ ଅବସରରେ ବରିଷ୍ଠ ନାଗରିକମାନଙ୍କର ସମୂହ ମିଳନ ହୋଇ ରଜ ପୋଡପିଠା, ଆରିସା, କାକରା ଆଦି ମିଠା
Read More...