ଦାମୀ କାର୍ରେ କରୁଥିଲେ ଗଞ୍ଜେଇ ଚାଲାଣ : ଧରିଲା ଅବକାରୀ ବିଭାଗ
ବଲାଙ୍ଗିର, (କେପିଏନ୍ଏସ୍) : ଦାମୀ କାର୍ରେ କରୁଥିଲେ ଖେଳ । ଧରିଲା ବଲାଙ୍ଗିରର ଅବକାରୀ ବିଭାଗ । ଅବକାରୀ ଟିମ୍ ଫିଲ୍ମ ଷ୍ଟାଇଲରେ ଧଳା ରଙ୍ଗର ଦାମୀ ଥାର୍ ଗାଡ଼ିକୁ କାବୁ କରି ଧରିବାରେ ସଫଳ ହୋଇଛି । ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବଡ଼ ସୂଚନା ଦେଇଛନ୍ତି ଇନ୍ଚାର୍ଜ!-->…
Read More...
Read More...