Monthly Archives

June 2026

ବନ ଅଧିକାର ଆଇନ କାର୍ଯ୍ୟକାରୀ ଦାବିରେ ତହସିଲଦାରଙ୍କୁ ସ୍ମାରକପତ୍ର

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ବ୍ଲକର ଆଦିବାସୀ ଓ ଅଣଆଦିବାସୀ ପାରମ୍ପରିକ ଜଙ୍ଗଲବାସୀଙ୍କୁ ବନ ଅଧିକାର ଆଇନ-୨୦୦୬ ଅନୁଯାୟୀ ପଟ୍ଟା ପ୍ରଦାନ, ଜଙ୍ଗଲ ବସତିକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ଓ ଏଫ୍‌ଆର୍‌ଏ ସେଲ୍‌କୁ ପୁନଃ ସକ୍ରିୟ କରିବା ଦାବିରେ ଓଡ଼ିଶା ଜନତା କଂଗ୍ରେସ…
Read More...

୩ ମାସର ଭତ୍ତା ପ୍ରଦାନ ଦାବି : ଏନଏସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଗତ ୩ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇଁ ନାହାନ୍ତି ବୃଦ୍ଧବୃଦ୍ଧା ସହ ଅନେକ ହିତାଧିକାରୀ । ତେଣୁ ଆଜି କଣ୍ଟାବାଞ୍ଜି ଏନ୍‌ଏସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହିତାଧୀକାରୀ । ପୂର୍ବତନ କାଉନସିଲର ଦେବଦତ୍ତ ମଜଖଣ୍ଡଙ୍କ ନେତୃତ୍ୱରେ…
Read More...

ବଲାଙ୍ଗିରର ୯ ଟି ଶୀତଳଷଷ୍ଠୀ ଅନୁଷ୍ଠାନକୁ ୩୬ ଲକ୍ଷ ଟଙ୍କା ଅନୁଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରରେ ମୁଖ୍ୟତଃ ୯ ଗୋଟି ଅନୁଷ୍ଠାନ ଦ୍ୱାରା ଶୀତଳଷଷ୍ଠୀ ପୂଜା ଅନୁଷ୍ଠିତ କରାଯାଇଛି । ଏଥର ମୁଖ୍ୟମନ୍ତ୍ରୀ ଏହି ୯ ଗୋଟି ଅନୁଷ୍ଠାନକୁ ଶୀତଳଷଷ୍ଠୀ ପୂଜା ଆୟୋଜନ ପାଇଁ ୩୬ ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ…
Read More...

ଖଜୁରକଟା ବନ୍ଧର ପୁନଃରୁଦ୍ଧାର ଦାବି ନେଇ ଧାରଣା ଦେଲେ ଖଜୁରଟିକ୍ରାବାସୀ

ବରଗଡ, (ମୁନ୍ନା ସାହୁ ) : ଆଖି ଥାଇ ଅନ୍ଧ ପୌର ପ୍ରଶାସନ । ବରଗଡ଼ ଖଜୁରକଟା ବନ୍ଧର ପୁନଃରୁଦ୍ଧାର ଦାବି ନେଇ ଆଖିରେ କଳାପଟି ବାନ୍ଧି ବରଗଡ଼ ପୌର ପରିଷଦ କାର୍ଯ୍ୟାଳୟରେ ଧାରଣା ଦେଲେ ଖଜୁରଟିକ୍ରାବାସୀ । ଗତ ୧୧ ତାରିଖ ବରଗଡ଼ ଛାତ୍ର କଂଗ୍ରେସ ଉପସଭାପତି ଗୌରବ ପତି ଆଜାଦ ଖଜୁରକଟା ବନ୍ଧର…
Read More...

କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣଙ୍କ ବିରୋଧରେ ଥାନାରେ ଏତଲା

ଆଦିବାସୀ ସମାଜକୁ ଅପମାନ ଅଭିଯୋଗ : କଣ୍ଟାବାଞ୍ଜି ବିଧାୟକଙ୍କ ବିରୋଧରେ ଥାନାରେ ଏତଲା ତୁରେକେଲା, (ପିତାମ୍ବର ଦିପ) : ଆଦିବାସୀ ସମାଜ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ବିରୋଧରେ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଛି…
Read More...

ଗୋହିରାପଦରରେ ମହାଲକ୍ଷ୍ମୀ ସ୍ନାନ ଉତ୍ସବ ଓ ଜଗନ୍ନାଥଙ୍କ ମୁଖ୍ୟସେବକଙ୍କୁ ରାଜ୍ୟାଭିଷେକ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗୋହିରାପଦର ଗାଁରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ରଜସଂକ୍ରାନ୍ତି ସମ୍ପନ୍ନ ପରେ ମହାଲକ୍ଷ୍ମୀଙ୍କ ସ୍ନାନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ବେଶ୍‌ ଚର୍ଚ୍ଚାରେ ସରପଞ୍ଚ ବନମାଳୀ : ପକ୍ଷୀଙ୍କ ପାଇଁ ଗଛେ ଗଛେ ପାଣି ବ୍ୟବସ୍ଥା, ମାନବିକତାର ଅନନ୍ୟ ଉଦାହରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖରା ପାଇଁ ବଲାଙ୍ଗିର ଜିଲ୍ଲା କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଦେଶରେ ପରିଚିତ । ପ୍ରତିବର୍ଷ ଗ୍ରୀଷ୍ମ ଋତୁ ଆସିଲେ ଏଠାରେ ତାପମାତ୍ରା ୪୫ ଡିଗ୍ରୀ ସେଲସିଅସ୍‌ ଛୁଇଁବା ସାଧାରଣ କଥା। ପ୍ରଚଣ୍ଡ ଗରମ ଓ ଅସହ୍ୟ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ ।…
Read More...

ଖଣି ଲିଜ୍‌ ସମୟସୀମା ବଢେଇବା ଆଇନ ସମ୍ମତ ନୁହେଁ

ହାଇକୋର୍ଟଙ୍କ ରାୟ ରଦ୍ଦ ପାଇଁ ସୁପ୍ରିମକୋର୍ଟ ଯାଆନ୍ତୁ ରାଜ୍ୟ ସରକାର - ନରସିଂହମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାର ଯେଉଁ ଖଣି କଂପାନୀକୁ ଯେତେ ବର୍ଷ ପାଇଁ ଲିଜ୍‌ ଦେଇଛନ୍ତି ସେହି ସମୟସୀମା ପୂରଣ ହୋଇଗଲେ ରାଜ୍ୟ ସରକାର…
Read More...

ବାସନ୍ତୀ ପାଠାଗାରରେ “ରଜ ଉତ୍ସବ ଓ ମଉଜ” ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ ବିଜୟିନୀ ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମହା ଆଡମ୍ବର ସହକାରେ…
Read More...

ଚତୁର୍ଥ ଦିନରେ ବସୁମତୀ ସ୍ନାନ ସହିତ ଶେଷ ହେଲା ରଜ ପର୍ବ : ମା’ ଇନ୍ଦିରା ମହିଳା ସମିତି ପକ୍ଷରୁ ବସୁମତୀ ସ୍ନାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ସଂସ୍କୃତି ଓ ପରମ୍ପରାର ପର୍ବ ରଜର ଚତୁର୍ଥ ଦିନରେ ବସୁମତୀ ସ୍ନାନ ସହିତ ଶେଷ ହେଲା ରଜପର୍ବ । ଏହି ଅବସରରେ ଆଜି ସିଭିଲ୍ ଟାଉନ୍‌ସିପ୍ ସ୍ଥିତ ମା' ଇନ୍ଦିରା ମହିଳା ସମିତିର ସମସ୍ତ ସଦସ୍ୟାମାନେ ସଭାପତି ପୁଷ୍ପା ଲେଙ୍କାଙ୍କ ଅଧ୍ୟକ୍ଷତାରେ ବସୁମତୀ…
Read More...