Monthly Archives

June 2026

ଟିଟିଲାଗଡ ବିଜେପି କାର୍ଯ୍ୟାଳୟରେ “କଳା ଦିବସ” ପାଳନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : 'ସମ୍ବିଧାନ ହତ୍ୟା ଦିବସ’ ଭାରତୀୟ ଗଣତନ୍ତ୍ରର ସେହି କଳା ଅଧ୍ୟାୟକୁ ସ୍ମରଣ କରାଏ । ଯେତେବେଳେ ୨୫ ଜୁନ ୧୯୭୫ରେ ଦେଶରେ ଜରୁରୀକାଳ ଲାଗୁ କରାଯାଇ ନାଗରିକ ସ୍ୱାଧୀନତା, ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ସାମ୍ବିଧାନିକ ଅଧିକାର ଉପରେ ବ୍ୟାପକ ପ୍ରତିବନ୍ଧକ
Read More...

କଣ୍ଟାବାଞ୍ଜିରେ ବିଜେଡିର ପ୍ରଶିକ୍ଷଣ ଶିବିର

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ନିର୍ବାଚନ ଆୟୋଗଙ୍କ ଦ୍ୱାରା ଚାଲିଥିବା ଏସ୍‌ଆଇଆର୍‌ କାର୍ଯ୍ୟକୁ ସୂଚାରୁ ରୂପେ କରିବା ନିମନ୍ତେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବୁଧବାର କଣ୍ଟାବାଞ୍ଜି ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବୁଥ୍‌ ସ୍ତର
Read More...

ଏସିସି ସିମେଣ୍ଟ ଫେକ୍ଟ୍ରି ପୁନଃରୁଦ୍ଧାର ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ, (ମୁନ୍ନା ସାହୁ) : ଏସିସି ସିମେଣ୍ଟ ଫେକ୍ଟ୍ରି ପୁନଃରୁଦ୍ଧାର ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଆସନ୍ତା ଅଗଷ୍ଟ ୧୯ରୁ ସିମେଣ୍ଟ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । କାରଖାନା କର୍ତ୍ତୃପକ୍ଷ ଏନେଇ ଗତ ୧୯ ତାରିଖ ଭାରତ ସରକାରଙ୍କ ଶ୍ରମ
Read More...

ବାଲେଶ୍ୱର ଜିଲ୍ଲାରେ ଛ’ ଜଣ ଦୁର୍ଦ୍ଦାନ୍ତ ଅପରାଧି ଗିରଫ

ବାଲେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ଜିଲ୍ଲାରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ଗତକାଲି ବିଳମ୍ବିତ ରାତ୍ରିରେ ଏହି ଜିଲ୍ଲା ଅନ୍ତର୍ଗତ ସହଦେବ ଖୁଣ୍ଟା ଥାନା ପୋଲିସ ରେଳ ଷ୍ଟେସନ ନିକଟରେ ଥିବା ମାଲଗୋଦାମ ଅଞ୍ଚଳରେ ଆଚାନକ ଚଢ଼ାଉ କରି ଛଅ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ
Read More...

ନୂଆପଡା ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି । ମୃତ ବ୍ୟକ୍ତି ଜଣକ ନେପାଳ ମାଝି ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଜଡ଼ାମୁଣ୍ଡା ଗାଁ ଗୋଲେଇପଡ଼ାର ନେପାଳ ଚଳିତ ରବିଋତୁରେ ୩ ଏକର
Read More...

ଓଡ଼ିଶାର ସାମ୍ବାଦିକମାନଙ୍କ ନ୍ୟାର୍ଯ୍ୟ ଦାବୀ ଉପରେ ରାଜ୍ୟ ସରକାର ବିଚାର କରୁଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ସାମ୍ବାଦିକମାନଙ୍କ ନ୍ୟାର୍ଯ୍ୟ ଦାବୀ ପେନସନ ପ୍ରୋଟେକସନ୍ ଏକ୍ରିଡେଶନ ପୂରଣ କରିବା ଦିଗରେ ରାଜ୍ୟ ସରକାରଙ୍କ ବିଚାର କରୁଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀଧନ ବିକାଶ ଏବଂ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପୋଲସରା ଠାରେ ଓୟୁଜେ
Read More...

ତୁଷୁରା କ୍ଲଷ୍ଟରସ୍ତରୀୟ “ଶିଖର” କାର୍ଯ୍ୟକ୍ରମର ଶୁଭାରମ୍ଭ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା କ୍ଲଷ୍ଟରସ୍ତରୀୟ ପ୍ରଧାନ ଶିକ୍ଷକ ବୈଠକ ସ୍ଥାନୀୟ ସରକାରୀ ବାଳିକା ନୋଡାଲ ହାଇସ୍କୁଲ ଠାରେ ସିଆର୍‌ସିସି ଜଗମୋହନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତୁଷୁରା ବାଳିକା ହାଇସ୍କୁଲର ନବାଗତ ପ୍ରଧାନ ଶିକ୍ଷକ ଡାକ୍ତର ବାଗ ଓ
Read More...

ସରଗମଳି ସାଂସ୍କୃତିକ ଅନୁଷ୍ଠାନ ଶରଧାପାଲି, ତରଫରୁ ଦୁର୍ଗେଶ୍ୱର୍ ବାଗଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ଗାଇସିଲାଟ, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଦ୍ୱାରା ସଂସ୍କୃତି ମନ୍ତ୍ରଣାଳୟର ସାଧନ ଓ ତାଲିମ୍ କେନ୍ଦ୍ର (ସିସିଆର୍‌ଟି) ପକ୍ଷରୁ ଚଳିତ ବର୍ଷ କନିଷ୍ଠ ଗବେଷଣା ବୃତ୍ତି ପାଇଁ ଗବେଷକ ଭାବେ ମନୋନୀତ ହୋଇଥିବା ଯୁବ କଳାକାର ତଥା ବିଶିଷ୍ଟ ନିଶାନ୍‌ ବାଦକ ଦୁର୍ଗେଶ୍ୱର୍ ବାଗଙ୍କୁ ସରଗମଳି
Read More...

ଜିଲ୍ଲାସ୍ତରୀୟ ଜୈବ କୃଷି ଓ ପ୍ରାକୃତିକ କୃଷି କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଟିର ଉର୍ବରତା ରକ୍ଷା କରିବା ସହ ମାନବ ସମାଜକୁ ବିଷମୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆ ଠାରେ ଚାଲୁଥିବା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ “ବିକାଶ ର ଧାରା, ଓଡ଼ିଶା ସାରା”ର ଦ୍ଵିତୀୟ ଦିନରେ ଜୈବ କୃଷି ଓ ପ୍ରାକୃତିକ କୃଷି
Read More...

ଠାକୁରାଣୀଙ୍କ ମନ୍ଦିର ପାଇଁ ଭୂମି ପୂଜା କଲେ ବିଧାୟକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତ କୁଶପଲ୍ଲୀ ହରିଜନ ସାହିରେ ନିର୍ମାଣ ହେବ ମା' ଠାକୁରାଣୀ ମନ୍ଦିର । ଏଥି ପାଇଁ ବୁଧବାର ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଭୂମି ପୂଜା କରିଛନ୍ତି । ଭୂମିପୂଜନ ବେଳେ ସମିତି ସଭ୍ୟାଙ୍କ ପ୍ରତିନିଧି ଲିଙ୍ଗରାଜ
Read More...