Monthly Archives

June 2026

ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ : ବିପୁଳ ପରିମାଣର ଗଞ୍ଜେଇ, ଦାମୀ କାର ଜବତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଗୋଟିଏ ଦିନରେ ଚଢାଉ କରି ଜିଲ୍ଲା ପୋଲିସ ପକ୍ଷରୁ ବିନିକା, ଉଲୁଣ୍ଡା ଓ ତରଭା ଥାନା ଅଞ୍ଚଳରେ ମୋଟ ୫ କୁଇଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ କରାଯାଇଛି । ଗଞ୍ଜେଇ ଚୋରାଚାଲାଣରେ ବ୍ୟବହୃତ ୨ ଗୋଟି ଦାମୀ
Read More...

ଆମ ଆଦମୀ ପାର୍ଟି ଅତାବିରା ବିଧାନସଭା ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଅତାବିରା, (ମୋହନ ସାହୁ) : ଆଜି ଅତାବିରା ଉଗ୍ରସେନ ଭବନ ଠାରେ ଅତାବିରା ବିଧାନସଭାର ସଭାପତି ଜୟକ୍ରିଷ୍ଣା ଛୁରିଆଙ୍କ ସଭାପତିତ୍ୱରେ ଆମ ଆଦମୀ ପାର୍ଟି ଅତାବିରା ବିଧାନସଭା ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ସହ ପ୍ରଭାରୀ ଟିଙ୍କୁ
Read More...

ଭାରତ ମାତା ସେବାନ୍ୟାସ ତରଫରୁ ୧୦୮ ଫୁଟ ଉଚ୍ଚ ଭଗୱା ଧ୍ୱଜ ଏବଂ ଭାରତ ମାତା ମନ୍ଦିର ନିର୍ମାଣର ଭୂମି ପୂଜନ ପାଇଁ ଦେବ…

ଅତାବିରା, (ମୋହନ ସାହୁ) : ଓଡ଼ିଶା ମାଟିର ସାଂସ୍କୃତିକ ଓ ରାଷ୍ଟ୍ରୀୟ ଜାଗରଣ ପାଇଁ "ଭାରତ ମାତା ସେବାନ୍ୟାସ" ତରଫରୁ ଆସନ୍ତା ୨୯ ଜୁନ୍ ସୋମବାର ଦିନ "ଭୂମି ପୂଜନ ଉତ୍ସବ" ରଖାଯାଇଛି । ସେହି ସଂକଳ୍ପର ପ୍ରଥମ ଚରଣ ସ୍ଵରୂପ ଆଜି ନ୍ୟାସର ସଂସ୍ଥାପକ, ମୁଖ୍ୟ ନ୍ୟାସୀ ଗଣ, ଉପଦେଷ୍ଟା ଗଣ ଓ
Read More...

ବେପରୁଆ ଗାଡି ଚାଳନା ଉପରେ ଅଙ୍କୁଶ ଲଗାଯାଉ : ବରଗଡ଼ ମହିଳା ସମିତିର ଦାବି

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରେ ଯୁବପିଢ଼ିଙ୍କ ଦ୍ୱାରା ବେପରୁଆ ଗାଡି ଚାଳନା ସମସ୍ୟା ବୃଦ୍ଧି ପାଉଥିବା ସମ୍ପର୍କରେ ବରଗଡ଼ ମହିଳା ସମିତି ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସମିତିର ଏକ ପ୍ରତିନିଧି ଦଳ ଏସ୍‌ପି ରବୀନ୍ଦ୍ର ଶତପଥୀଙ୍କୁ ଭେଟି
Read More...

ବରଗଡ଼ରେ ନିଶୁଳ୍କ ସହାୟକ ଉପକରଣ ବଣ୍ଟନ ଶିବିର : ୩୪୨ ଜଣ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ଉପକୃତ

ବରଗଡ଼, (ନିରୋଜ କୁମାର ପାଣୀ) : ଆଲିମକୋ ଏବଂ ବରଗଡ଼ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ସଦର ବ୍ଲକ ସ୍ଥିତ ପଞ୍ଚାୟତ ଭବନଠାରେ ବରଗଡ଼ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗ୍ରାମର ଦିବ୍ୟାଙ୍ଗ ବ୍ୟକ୍ତି ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ନିଶୁଳ୍କ ସହାୟକ ଉପକରଣ ବଣ୍ଟନ ଶିବିର ଆୟୋଜିତ
Read More...

ବାଲିଗୁଡାରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଆଗାମୀ ରଥଯାତ୍ରା ପାଳନ ନିମନ୍ତେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚଳିତ ବର୍ଷ କିପରି
Read More...

ବିଏସ୍‌ ଏରୋବିକ୍ ଏଣ୍ଡ ଫିଟନେସ୍ ଗ୍ରୀଷ୍ମ ଶିବିରର ସମାପନୀ ଉତ୍ସବ ଭବ୍ୟ ଭାବେ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଏସ୍‌ ଏରୋବିକ୍ ଏଣ୍ଡ ଫିଟନେସ୍ ପକ୍ଷରୁ ଆୟୋଜିତ ଗ୍ରୀଷ୍ମ ଶିବିରର ସମାପନୀ ଉତ୍ସବ ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦମୟ ପରିବେଶ ମଧ୍ୟରେ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ
Read More...

ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା : ବାଇକ ଚାଳକଙ୍କ ମୃତ୍ୟୁ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ପାଙ୍ଗାଲି ଗ୍ରାମରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପୋଷ୍ଟାଲ କାର୍ଯ୍ୟଳୟରେ ବ୍ୟବହାର ହେଉଥିବା ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକଙ୍କ ମୃତ୍ୟୁ
Read More...

ଅର୍ଥ ଆତ୍ମସାତ ମାମଲାରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଗାର୍ଡିଙ୍ଗିଆ ଶାଖା ଡାକଘରରେ ଏକ ବଡ଼ଧରଣର ଆର୍ଥିକ ହେରଫେର ଓ ସରକାରୀ ଅର୍ଥ ଆତ୍ମସାତ ମାମଲା ସାମ୍ନାକୁ ଆସିଛି । ଗ୍ରାହକଙ୍କ ସଞ୍ଚୟ ଖାତା ଟଙ୍କା ହଡ଼ପ କରିବା ସହ ଅଫିସ୍ ନଗଦ
Read More...

ଫଟାବାହାଲ ସ୍କୁଲପଡାରେ ବିଜୁଳି ସମସ୍ୟା

ନରସିଂହଙ୍କୁ ବାଟ ଓଗାଳି ଅଭିଯୋଗ କଲେ ମହିଳା ଗୋଷ୍ଠୀସମସ୍ୟାର ଶୀଘ୍ର ହେବ ସମାଧାନ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜୁଳି ସୁବିଧା ପାଇବା ଲୋକଙ୍କ ମୌଳିକ ଅଧିକାର କିନ୍ତୁ ବର୍ତ୍ତମାନ ଦେଖା ଦେଉଛି ସହର ହେଉ କି ଗାଁ ହେଉ କୌଣସି ଜାଗାରେ ବିନା ସମସ୍ୟାରେ ବିଜୁଳି ଯୋଗାଣ
Read More...