Monthly Archives

May 2026

ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କ ହୃଦଘାତରେ ପରଲୋକ

ବଲାଙ୍ଗିରରେ ଶୋକର ଛାୟାବଲାଙ୍ଗିରକୁ ହୃଦ୍‌ରୋଗ ବିଶେଷଜ୍ଞ ନିଯୁକ୍ତି ଦାବି ବଲାଙ୍ଗିର, (କେପିଏନ୍ଏସ୍‌) : ବଲାଙ୍ଗିର ସହର ପାଇଁ ଗତ ତିନି ଚାରି ଦିନ ତଳେ ଅତ୍ୟନ୍ତ ଦୁଃଖଦାୟକ ଏବଂ ଆଘାତପୂର୍ଣ୍ଣ ଘଟଣା ଘଟିଛି । ସହରର ଦୁଇ ଜଣ ପ୍ରମୁଖ ତଥା ଜଣାଶୁଣା ବ୍ୟକ୍ତିତ୍ୱଙ୍କର ହୃଦଘାତ ଯୋଗୁଁ
Read More...

ପ୍ରଥମ ପର୍ଯ୍ୟାୟ ସମାରୋହରେ ପଦ୍ମ ପୁରସ୍କାର ୨୦୨୬ ପ୍ରଦାନ କଲେ ରାଷ୍ଟ୍ରପତି

ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ, ଭାଷାବିତ୍ ତଥା ଲୋକକଥାକାର ଡକ୍ଟର ମହେନ୍ଦ୍ର ମିଶ୍ର ପାଇଲେ ପଦ୍ମଶ୍ରୀ ପୁରସ୍କାର ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ପ୍ରଥମ ପର୍ଯ୍ୟାୟ ବେସାମରିକ ଅଳଙ୍କରଣ ସମାରୋହରେ ୨୦୨୬ ବର୍ଷ ପାଇଁ ପଦ୍ମ ବିଭୂଷଣ, ପଦ୍ମ
Read More...

ଦେଓଗାଁରେ ବ୍ଲକ ସ୍ତରୀୟ କେମ୍ପ କୋର୍ଟ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ କେମ୍ପ କୋର୍ଟ ୨୦୨୬ ଅନୁଷ୍ଠିତ ହୋଇଯାଇଛି । ୨୦୨୫ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ଦ୍ୱାରା ଓରଫାନ୍ ସର୍ଭେ ଅନୁସାରେ ପିତୃ-ମାତୃ ହୀନ ଶିଶୁମାନଙ୍କୁ ଶିଶୁ ମଙ୍ଗଳ ସମିତିରେ ହାଜର କରି ଉପସ୍ତାପନା
Read More...

କାଳବୈଶାଖୀ ଝଡ଼ରେ ସୁନ୍ଦରଗଡ଼ ଏବଂ ବରଗଡ଼ ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିରେ ଭୟାବହ କ୍ଷତି : ଦ୍ରୁତଗତିରେ ବିଦ୍ୟୁତ…

ବରଗଡ଼/ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) :ସୋମବାର ଅପରାହ୍ନରେ ଆସିଥିବା ଭୟଙ୍କର କାଳବୈଶାଖୀ ଝଡ଼ ଯୋଗୁଁ ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହି ଝଡ଼ ଫଳରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିଡବ୍ଲୁଓଡିଏଲ୍)ର ବିତରଣ ଅଞ୍ଚଳରେ ଥିବା
Read More...

ପାଇକମାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଜୟଦେବ ପ୍ରଧାନଙ୍କ ସଭାପତିତ୍ୱରେ ବାର୍ଷିକ ପରୀକ୍ଷାରେ ୬୦%ରୁ ଉର୍ଦ୍ଧ୍ୱ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଅଧ୍ୟାପିକା ସବିତା ଭୋଇ ଅତିଥି ପରିଚୟ ଓ
Read More...

ଦୀପକ ମୁଦୁଲିଙ୍କ ଆୟୋଜିତ ଠାକୁରାଣୀ ଯାତ୍ରା ବେଶ୍ ଉତ୍ସବ ମୁଖର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମାଜସେବୀ ଦୀପକ ମୁଦୁଲିଙ୍କ ଦ୍ଵାରା ଆୟୋଜିତ ଠାକୁରାଣୀ ଯାତ୍ରାର ୨୪ ତାରିଖ ସନ୍ଧ୍ୟାର ଘଟଯାତ୍ରା ବର୍ଣ୍ଣାଢ୍ୟ ଶୋଭାଯାତ୍ରା ବାହାରିଥିଲା । ବିବିଧ ପ୍ରଦର୍ଶନର ପଟୁଆର, ମେଢ଼ ନୃତ୍ୟ, ନବଦୁର୍ଗା, ବାଡ଼ି ନାଚ, ମଲ୍ଲଯୁଦ୍ଧ, ଶିଙ୍ଗବାଦ୍ୟ, ଆନ୍ଧ୍ର
Read More...

ସୁଶୀଲ ମିଶ୍ର ଏବଂ ଅଚ୍ୟୁତ ପୁରୋହିତଙ୍କୁ ଝାଏଁରେ ସମ୍ମାନ

ସମ୍ବଲପୁର, (କେପିଏନ୍‌ଏସ୍‌) : ବ୍ୟଙ୍ଗ ହେଉଛି ଅନ୍ଧାରକୁ ଭେଦ କରିବାର ଏକ ଆଲୋକିତ ତୀର । ଆମେ ହସୁଛୁ କାରଣ ଆମେ ଭାବୁ‌ଛୁ, ଆମେ ବ୍ୟଙ୍ଗ କରୁଛୁ କାରଣ ଆମେ ପରିବର୍ତ୍ତନ ଚାହୁଁଛୁ । ତେବେ ନିଜ ପ୍ରତି ବ୍ୟଙ୍ଗ କରିପାରିଲେ ଜଣେ ସଫଳ ବ୍ୟଙ୍ଗକାର ହୋଇପାରିବୁ । ରଚନା ଶୈଳୀ, ଶବ୍ଦ
Read More...

ବିପ୍ର ଫାଉଣ୍ଡେସନ ଓ ବିପ୍ର ମହିଳା ପ୍ରକୋଷ୍ଠ ଟିଟିଲାଗଡ଼ ଶାଖାର ଏକ ସଂଯୁକ୍ତ ସାଧାରଣ ସଭା ଓ ପଦଭାର ଗ୍ରହଣ ସମାରୋହ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ସନ୍ଧ୍ୟାରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ବିପ୍ର ଫାଉଣ୍ଡେସନର ସଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଅତ୍ୟନ୍ତ କମ୍‌ ସମୟର ସୂଚନା ସତ୍ତ୍ୱେ ମଧ୍ୟ ସମାଜର ବନ୍ଧୁମାନଙ୍କର ବହୁ ସଂଖ୍ୟକ ଉପସ୍ଥିତି ଦେଖିବାକୁ
Read More...

ବଲାଙ୍ଗିର ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ପରିଚୟ ପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ ପକ୍ଷରୁ ସ୍ଥାନୀୟ ଟାଉନ ଥାନା ଠାରେ ବରିଷ୍ଠ ନାଗରିକଙ୍କ ପରିଚୟ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଖୋଦ୍ ବଲାଙ୍ଗିର ଏସପି ଅଭିଳାଷ ଜି ଯୋଗଦେଇ ଏହି ପରିଚୟ ପତ୍ର ବରିଷ୍ଠ ନାଗରିକମାନଙ୍କୁ ବଣ୍ଟନ କରିଥିଲେ । ଏହି କାର୍ଡ ଦ୍ୱାରା
Read More...

ସୁବର୍ଣ୍ଣରେଖା ଆନୁକୂଲ୍ୟରେ ଦହିପଣା ବଣ୍ଟନ ଓ ଅଂଶୁଘାତ ସଚେତନତା ଶିବିର ଆୟୋଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ "ସୁବର୍ଣ୍ଣରେଖା" ତରଫରୁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଛେଣ୍ଡ ସାପ୍ତାହିକ ପରିବା ହାଟରେ ସାଧାରଣ ଜନତା ତଥା ପଥଚାରୀ ମାନଙ୍କୁ ସୁସ୍ଵାଦୁ, ରୁଚିକର, ଶୀତଳ ଦହିପଣା ବଣ୍ଟନର ବ୍ୟବସ୍ଥା କରାଯାଇଥିଲା । ତତ୍
Read More...