Daily Archives

ନୂଆଦିଲ୍ଲୀରେ ରବିବାର ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶରେ ବନ୍ୟା ପରିଚାଳନା ଓ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିର ସମୀକ୍ଷା…

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଭାରତ ସରକାର ବିପର୍ଯ୍ୟୟ ପରିଚାଳନା ପାଇଁ 'ସମ୍ପୂର୍ଣ୍ଣ ସରକାରୀ' ଆଭିମୁଖ୍ୟ ଗ୍ରହଣ କରିଛନ୍ତିକେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦେଶ ଭିତରେ ବିପର୍ଯ୍ୟୟ ପରିଚାଳନା
Read More...

ଅବସର ପରେ ମଧ୍ୟ କ୍ଷମତାରେ ରହି କୁଳପତି ଭାବେ ଭୋଗ କରୁଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୀର୍ଘଦିନ ଧରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦୁର୍ନୀତିର ପିଛା ଛାଡ଼ୁନାହିଁ । ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ ଏଜୁକେସନର ଜଣେ ପୂର୍ବତନ ଅଧ୍ୟାପକ ବିଭୁ କଲ୍ୟାଣ ସାମନ୍ତ ଆଉ ଏକ ଗମ୍ଭୀର ଅଭିଯୋଗ ଆଣି ବିଶ୍ୱବିଦ୍ୟାଳୟରେ ବର୍ତ୍ତମାନ
Read More...

ମାନବିକତା ଦେଖାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ : ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ପଠାଇଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଡ଼କ ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଦେବଦୂତ ସାଜିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ । ଗୁର୍ଜିଭଟା ଛକ ନିକଟରେ ଦୁର୍ଘଟଣାର ଶିକାର
Read More...

ନୂତନ ଅବକାରୀ ନୀତି ଜାରି ହୋଇ ଏକ ମାସ ଅତିକ୍ରାନ୍ତ ପରେ ମଧ୍ୟ ଓଏସ୍‌ ଆଉଟ୍-ଷ୍ଟିଲ୍ ଦୋକାନ ଗୁଡ଼ିକ ପାଇଁ ପ୍ରକାଶ…

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡ଼ିଶା ସରକାର ଗତ ୨୬ ମାର୍ଚ୍ଚ ୨୦୨୬ରେ ନୂତନ ଆବକାରୀ ନୀତି ଜାରି କରିଥିଲେ ଏବଂ ୧ ଏପ୍ରିଲରୁ ଏହା କାର୍ଯ୍ୟକାରୀ ହୋଇଛି । କିନ୍ତୁ ଏକ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ରାଜ୍ୟର ମହୁଆ ଫୁଲ ଆଧାରିତ ଆଉଟ୍-ଷ୍ଟିଲ୍ (ଓଏସ୍‌) ଦୋକାନଗୁଡ଼ିକ ପାଇଁ
Read More...

ଓଡିଶା ସରକାରଙ୍କ ମହିଳା ଓ ଶିଶୁମାନଙ୍କ ପାଇଁ “ଜୁଭେଣ୍ଟିକା” କାର୍ଯ୍ୟକ୍ରମ

କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡ଼ିଶା ସରକାରଙ୍କ ଅଭିନବ ପ୍ରୟାସ ଥାନା ପରିସରରେ ମହିଳା ଓ ଶିଶୁମାନଙ୍କ ସଚେତନତା ପାଇଁ “ଜୁଭେଣ୍ଟିକା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୟୁନିସେଫ ଓ ପୋଲିସର ମିଳିତ ସହଯୋଗରେ ରାଜ୍ୟର ସମସ୍ତ ଥାନାରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ
Read More...

ପ୍ରଫେସର ଅସୀମା ସାହୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅସ୍ଥାୟୀ ଭାବେ କୁଳପତି ଦାୟିତ୍ୱ ତୁଲାଇବେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅସୀମା ସାହୁ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ନିର୍ବାହ କରିବେ ବୋଲି ଜଣାଯାଇଛି । ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଅସୀମା ସାହୁ ବ୍ରହ୍ମପୁର
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏମ୍‌ଆର୍‌ପି ଉପରେ ନୀତି ନିର୍ଦ୍ଧାରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗ୍ରାହକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ କେନ୍ଦ୍ରୀୟ କାର୍ଯ୍ୟାଳୟ ନୂଆଦିଲ୍ଲୀର ପ୍ରସ୍ତୁତି ଓ ଆହ୍ଵାନ କ୍ରମେ ସମ ଗ୍ର ଦେଶରେ ଥିବା ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ସମସ୍ତ ଜିଲ୍ଲାରେ ଦାବୀପତ୍ର ଦେବା ସ୍ଥିର ହୋଇଛି । ଏଣୁ, ଆଜି ଏଠାରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ
Read More...

ରାଉରକେଲାରେ ବିଶ୍ୱ ରେଡକ୍ରସ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ରେଡକ୍ରସ ସୋସାଇଟି ରାଉରକେଲା ସିଟି ଶାଖା ପକ୍ଷରୁ ଆଜି ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଉଦିତନଗରସ୍ଥିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷ ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅତିରିକ୍ତ
Read More...

ଲାଇବ୍ରେରୀଏନ୍ ଡକ୍ଟର ଶିବପ୍ରସାଦ ତ୍ରିପାଠୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ୧୯.୧୦ ୧୯୮୪ରୁ ଆଜିଯାଏଁ କାର୍ଯ୍ୟରତ ଥିବା ଲୋଇସିଂହା କଲେଜର ଗ୍ରନ୍ଥାଗାରିକ (ଲାଇବ୍ରେରୀଏନ୍) ଡ଼. ଶିବ ପ୍ରସାଦ ତ୍ରିପାଠୀ ଆଜି କର୍ମ କ୍ଷେତ୍ରରୁ ଅବସର ଗ୍ରହଣ କରିଛନ୍ତି । ସେ ଜଣେ ମିଷ୍ଟଭାଷୀ, ପର ଉପକାରୀ ଏବଂ ସ୍ନେହ ବତ୍ସଲ୍ୟ ବ୍ୟକ୍ତିତ୍ଵ । ତାଙ୍କର
Read More...

ଯୁଭେଣ୍ଟିକା କାର୍ଯ୍ୟକ୍ରମରେ ଯୋଗଦେଲେ କିଶୋରୀ ବାଳିକା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଲମପୁର ଥାନା ପରିସରରେ ଶୁକ୍ରବାର ଓଡିଶା ପିଲିସ ପକ୍ଷରୁ ଯୁଭେଣ୍ଟିକା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କଲମପୁର ଆଇଆଇସି ସୁନିଲୋ କଣ୍ଡାଗୋରିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ସାଇବର ସଚେତନ କାର୍ଯ୍ୟକ୍ରମରେ ବ୍ଲକ ଅନ୍ତର୍ଗତ ବିଭିନ୍ନ
Read More...