Yearly Archives

2025

ଅସ୍ତିତ୍ୱର ଦ୍ୱିତୀୟ ବାର୍ଷିକୋତ୍ସବ

ମହିଳା ସଶକ୍ତିକରଣ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅସ୍ତିତ୍ୱର ଦ୍ୱିତୀୟ ବାର୍ଷିକୋତ୍ସବ ସେକ୍ଟର ୫ସ୍ଥିତ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ଅସ୍ତିତ୍ୱର ସଭାପତି ସୁଶ୍ରୀ ଇପ୍ସିତା ବିଶ୍ୱାଳଙ୍କ
Read More...

ବଙ୍ଗୋମୁଣ୍ଡାର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀ : ସ୍ୱାସ୍ଥ୍ୟ ସେବା ସୁଧାର ନ ହେଲେ ଆନ୍ଦୋଳନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା କୁ ନେଇ ସାମ୍ବାଦିକ ସମ୍ମିଳନୀରେ ବଙ୍ଗୋମୁଣ୍ଡା ସରପଞ୍ଚ ତଥା ପୂର୍ବତନ ବିଜେଡି ଯୁବ ସମ୍ପାଦକ ଅଜିତ କୁମାର ଯୋଶୀ । ବଙ୍ଗୋମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ
Read More...

ଟ୍ରଲର୍‌ ଧକ୍କାରେ ମହିଳା ପୋଲିସ ମୁତ୍ୟୁ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଚାନ୍ଦିଲି ଥାନା ଅନ୍ତର୍ଗତ ଗୁନାଖାଲ ପିଣ୍ଡାପଦର ଛକଠାରେ ଏକ ସ୍କୁଟିରେ ଯାଉଥିବା ମହିଳା ପୋଲିସଙ୍କୁ ଜେକେପୁର ପଟୁ ଆସୁଥିବା ବାଇକ୍ ଧକ୍କା ଦେଇଥିଲା । ଫଳରେ ମହିଳା ପୋଲିସ ଜଣକ ଭାରସାମ୍ୟ ହରାଇ ତଳେ ପଡି ଯାଇଥିଲେ । ଉକ୍ତ ସମୟରେ ସ୍କୁଟି ପଛପଟରୁ
Read More...

କୋକସରାରେ ମହାପ୍ରଭୁଙ୍କ ନିଆରା ବାହୁଡ଼ା ଯାତ୍ରା : ଦେବାଦେବୀଙ୍କ ଲାଠିଯାତ୍ରାରେ ବାହୁଡ଼ିଲେ ତିନି ଠାକୁର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଗୋତୋମୁଣ୍ଡା ଗ୍ରାମରେ ନିଆଁରା ପରମ୍ପରାରେ ବାହୁଡ଼ା ଯାତ୍ରା ସମାପନ ହୋଇଛି । ଗ୍ରାମବାସୀଙ୍କ କହିବାନୁସାରେ, ଏହି ଅଞ୍ଚଳରେ ରଥଯାତ୍ରା ପାଳନ ହେବା ପଛରେ ଏକ କାହାଣୀ ରହିଛି । ବହୁ ବର୍ଷ ଆଗରୁ ଜଣେ ବୈଷ୍ଣବ
Read More...

କୋରାପୁଟ ସୁନାବେଡ଼ା ସ୍ଥିତ ବିମାନ ଇଞ୍ଜିନ ଓ ଯନ୍ତ୍ରାଂଶ କାରଖାନା ‘ହାଲ୍’ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

କୋରାପୁଟରେ ଆର୍ଥିକ ଅଭିବୃଦ୍ଧି ସହ ରୋଜଗାର ବଢାଇବା ପାଇଁ ହାଲ୍ଆଧାରିତ ଏମଏସଏମଇ କ୍ଲଷ୍ଟର ବିକଶିତ ହେଉ - ଧର୍ମେନ୍ଦ୍ର ପ୍ରଧାନ• ଏହା ସ୍ଥାନୀୟ ଲୋକମାନଙ୍କ ପାଇଁ ବୃହତ ନିଯୁକ୍ତି ଏବଂ ଉଦ୍ୟମିତା ସୁଯୋଗ ସୃଷ୍ଟି କରିବ• କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ାର ସ୍କୁଲଗୁଡ଼ିକରେ
Read More...

କାର୍‌ – ବାଇକ୍‌ ମୁହାଁମୁହିଁ ଧକ୍କା : ଜଣେ ଗୁରୁତର, ୨ ଆହତ

କଟକ : କଟକ ସାଲେପୁର ମୁଖ୍ୟ ରାସ୍ତା ନାନ୍ଦୋଳ ଗଡା ପେଟ୍ରୋଲ ଟାଙ୍କି ନିକଟରେ ଦୁର୍ଘଟଣା । କାର୍‌ ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ଜଣକ ହେଉଛନ୍ତି ଜପକୁଦ ଫାଣ୍ଡି ଗରୁଡ଼ପୁର ଗାଁର ପଦ୍ମଲୋଚନ ବେହେରା ବୋଲି ଜଣା
Read More...

ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍ : ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର : ବାଜିଲା ସାଇରନ୍, ଖୋଲିଲା ହୀରାକୁଦ ଗେଟ୍ । ଜଳଭଣ୍ଡାରୁ ଛଡ଼ାଗଲା ଚଳିତ ବର୍ଷ ପ୍ରଥମ ବନ୍ୟା ଜଳ । ପ୍ରଥମେ ୭ ନମ୍ବର ଗେଟ୍ ନେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଯାହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳକୁ ଖାଲି କରାଯାଇଛି । ଆଉ ମହାନଦୀ ତଳିଆ ଅଞ୍ଚଳରେ ଥିବା ୧୨ ଜିଲ୍ଲାପାଳଙ୍କ
Read More...

ନୂଆପଡାରେ ଜିଲ୍ଲା ରାଜସ୍ୱ ଅଧିକାରୀ ବୈଠକ ଅନୁଷ୍ଠିତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ରାଜ ସ୍ୱଅଧିକାରୀମାନଙ୍କ ତଥା ରାଜସ୍ୱ ସଂଗ୍ରହ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବନଖଣ୍ଡ ଅଧିକାରୀ ଖରୀଆର ଅଜିଜ ଖାନ, ଅତିରିକ୍ତ
Read More...

ଗୁଜରାଟର ଆଣନ୍ଦରେ ଦେଶର ପ୍ରଥମ ସମବାୟ ବିଶ୍ୱବିଦ୍ୟାଳୟ ‘ତ୍ରିଭୁବନ ସହକାରୀ ୟୁନିଭର୍ସିଟି’ ପାଇଁ ଭୂମି ପୂଜନ କଲେ ଅମିତ…

●ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତ୍ରିଭୁବନ୍ଦ ପଟେଲ ଜୀଙ୍କୁ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି●ଏହି ବିଶ୍ୱବିଦ୍ୟାଳୟ ସମବାୟ କ୍ଷେତ୍ରରେ ପରିବାରବାଦକୁ ସମାପ୍ତ କରିବ, ସ୍ୱଚ୍ଛତା ଆଣିବ ଏବଂ ଯେଉଁମାନେ ସମବାୟ ବିଶ୍ୱବିଦ୍ୟାଳୟରୁ ତାଲିମ ନେବେ ସେମାନେ ହିଁ ନିଯୁକ୍ତି
Read More...

ସାଂସ୍କୃତିକ ବିଦ୍ଭବତା ମଧ୍ୟରେ ଛତ୍ରପୁର ସହରରେ ବାହୁଡ଼ା ଯାତ୍ରା ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାଂସ୍କୃତିକ ବିଦ୍ଭବତା ସାଂଗକୁ ଆନନ୍ଦ ଉଲ୍ଲାସ ଉତ୍ସାହ ଭରା ମଧ୍ୟରେ ଛତ୍ରପୁର ସହରରେ ବାହୁଡ଼ା ଯାତ୍ରା ଶୃଙ୍ଖଳିତ ଭାବେ ଶନିବାର ସମାହିତ ହୋଇଯାଇଛି । ରବିବାର ହରିଶୟନ (ବଡ) ଏକାଦଶୀ ତିଥିରେ ଭୋର୍ ପ୍ରାତଃ ୫ଘଣ୍ଟା ସମୟରୁ ରାଜାଘର ଶ୍ରୀ ଶ୍ରୀ
Read More...