Monthly Archives

January 2025

୩ୟ ରାଜ୍ୟସ୍ତରୀୟ ମାଁ ପାଟଖଣ୍ଡା କପ୍ ଫୁଟବଲ୍ ପ୍ରତିଯୋଗିତା

ରୋମାଞ୍ଚକ ଭାବେ ୧-୦ରେ ସମ୍ବଲପୁରକୁ ହରାଇଲା ନୂଆପଡ଼ା ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ସ୍ଥିତ ଲାଲ ଜଗନ୍ନାଥ ପ୍ରସାଦ ମିନି ଷ୍ଟାଡିୟମରେ ବ୍ରଜେନ୍ଦ୍ର ନାରାୟଣ ଏଥଲେଟିକ ଏସୋସିଏସନ୍ (ବିଏନ୍‌ଏଏ) ଜରାସିଂହା ଆନୁକୂଲ୍ୟରେ ତୃତୀୟ ମାଁ ପାଟଖଣ୍ଡା କପ୍
Read More...

ସି.ଏମ୍‌ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍‌ ୨୦୨୫ର ଚତୁର୍ଥ ଦିବସ

ପାଟଣାଗଡ ଏଫ୍‌ସି ଓ ଜରାସିଂହା ଏଫ୍‌ସି ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ସିଏମ୍‌ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ବାଳକ ବିଭାଗ ୧୫ ବର୍ଷରୁ କମ୍‌ ଚମ୍ପିୟାନସିପ୍‌ ୨୦୨୫ ଚତୁର୍ଥ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ‘ପ୍ରତିଭା ଅନେକ ଲକ୍ଷ୍ୟ ଏକ’
Read More...

ବିନା କାଗଜପତ୍ରରେ ବାଲି ଚୋରାଚାଲାଣ : ହାଇୱା ଧରିଲେ ବଲାଙ୍ଗିର ଜିଲ୍ଲା ମାଇନ୍ସ ଅଧିକାରୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଖୋଲାନ ରାସ୍ତା ମଝିରେ ଗୋଟିଏ ହାଇୱା ଯାଉଥିବା ବେଳେ ବଲାଙ୍ଗିର ଜିଲ୍ଲା ମାଇନ୍ସ ଅଧିକାରୀ ଚନ୍ଦ୍ରକାନ୍ତ ମହନ୍ତ ଓ ତାଙ୍କ କର୍ମଚାରୀ ମାନେ ଏକ ହଇୱା ଗାଡ଼ି ନମ୍ବର ଓଡ଼ି୦୩ ଟି ୫୦୨୪ ବିଶିଷ୍ଟ ଗାଡ଼ି ଅଟକାଇ କାଗଜପତ୍ର ମାଗିଥିଲେ । ହାଇୱା
Read More...

ଓଶୋ ଜୀବନ ଜାଗୃତି କେନ୍ଦ୍ରର ନିଶୁଳ୍କ ଧ୍ୟାନ ସମାଧି ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଶୋ ଜୀବନ ଜାଗୃତି କେନ୍ଦ୍ର ରାଉରକେଲା ତରଫରୁ ୩ ଦିନ ବ୍ୟାପୀ ଧ୍ୟାନ ସାଧନା ଶିବିର ଭଞ୍ଜଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଗୁରୁ ଆଚାର୍ଯ୍ୟ ଶ୍ରୀ ଜଗନ୍ନାଥଙ୍କ ଦ୍ୱାରା ଏହି କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଏହି
Read More...

ସ୍ୱାମୀତ୍ୱ ଯୋଜନାରେ ହିତାଧିକାରୀଙ୍କୁ ସମ୍ପତି ପତ୍ର ପ୍ରଦାନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ସ୍ୱତନ୍ତ୍ର ସ୍ୱାମୀତ୍ୱ ଯୋଜନାର ଇ-ସମ୍ପତି କାର୍ଡ ବିତରଣର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ଭାରତର ୫୦ ହଜାର ଗ୍ରାମରୁ ୬୫ ଲକ୍ଷ ହିତାଧିକାରୀ ସମ୍ପତି କାର୍ଡ ପାଇବେ ।
Read More...

ସିଂଘିଯୁବା ହାଇସ୍କୁଲର ବାର୍ଷିକ ଉତ୍ସବ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସ୍ଥାନୀୟ ଆଂଚଳିକ ଉଚ୍ଚ ବିଦ୍ୟାଳୟ, ସିଂଘିଯୁବା ପ୍ରାଙ୍ଗଣରେ ମହାସମରୋହରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରମୋଦ ପଣ୍ଡା ସଭାରେ ଅଧ୍ୟକ୍ଷତା ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି
Read More...

ଆଗଲପୁର ବ୍ଲକସ୍ତରୀୟ ପ୍ରାଥମିକ ଶିକ୍ଷକ ସମାବେଶ ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକର ଡୁଡୁକାସ୍ଥିତ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଅନ୍ତର୍ଗତ ପ୍ରାଥମିକ ଶିକ୍ଷକ ସମାଜର ଏକ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । "ଶିକ୍ଷାର ବିକାଶରେ ଶିକ୍ଷକ ଓ ଶିକ୍ଷାୟତନର ଭୂମିକା "ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଆଲୋଚନାଚକ୍ର ଏହାର ମୁଖ୍ୟ
Read More...

ଟାଲରେ କଳସ ଯାତ୍ରା ସହ ଆରମ୍ଭ ହେଲା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଟାଲ ଗ୍ରାମ ଠାରେ କଳସ ଯାତ୍ରା ସହ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଯାତ୍ରା ଗାଁର ବଡ ପୋଖରୀରୁ ଗାଁ ପରିକ୍ରମା କରି ଶତାଧିକ ମହିଳା ଓ ପୁରୁଷ କଳସ ଧରି ପୂଜା ମଣ୍ଡପକୁ ଆଣିଥିଲେ । ଏହି
Read More...

ଜିଲ୍ଲା କଂଗ୍ରେସ ତରଫରୁ ନୂଆ ବର୍ଷ ପାଳନ ଓ ବନ୍ଧୁ ମିଳନ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ୱରେ ନୂଆବର୍ଷ ଉପଲକ୍ଷେ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସଦସ୍ୟମାନେ ପରସ୍ପରକୁ ନୂଆବର୍ଷର ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ଭାଇଚାରା ବଜାୟ
Read More...

ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କୁ ଭବାନୀପାଟଣା ସର୍କିଟ ହାଉସରେ ସାକ୍ଷାତ କରି ଏକ ୧୦ ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରମୁଖ ଦାବୀ ମାନଙ୍କ ମଧ୍ୟରେ ୨୦୦୮
Read More...