Yearly Archives

2024

ଭି. କେ. ପାଣ୍ଡିଆନଙ୍କ ରାଉରକେଲାରେ ପ୍ରଚାର

ରାଉରକେଲା, (ସସ୍ମିତା ପ୍ରଧାନ) : ନବୀନ ଓଡ଼ିଶା ଅଧ୍ୟକ୍ଷ ତଥା ବିଜେଡିର ଷ୍ଟାର୍‌ ପ୍ରଚାରକ ଭି. କେ. ପାଣ୍ଡିଆନ୍‌ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀର ସେକ୍ଟର -୨ ଦୁର୍ଗାପୂଜା ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେଇଥିଲେ । ଏହି ଅବସରରେ ନିଜ ଅଭିଭାଷଣରେ ନବୀନ ବାବୁଙ୍କ ରଘୁନାଥପାଲିକୁ ଭଲ…
Read More...

ନରସିଂହଙ୍କ ୧୦ ବର୍ଷର ବିକାଶ ସପକ୍ଷରେ ଭୋଟ ହେବ – ସମରେନ୍ଦ୍ର

ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀଙ୍କ ଫମ୍ପା ପ୍ରତିଶୃତିରେ ଲୋକେ ଭୋଟ ଦେବେ ନାହିଁ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଲୋକେ ବଲାଙ୍ଗିରର ବିକାଶ ସପକ୍ଷରେ କଂଗ୍ରେସ ଦଳର ହାତଚିହ୍ନରେ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ ବୋଲି ସମରେନ୍ଦ୍ର କହିଛନ୍ତି…
Read More...

କନ୍ଧମାଳରୁ ମୋଦୀଙ୍କ ଦମ୍ଭୋକ୍ତି : ଓଡ଼ିଶାରେ ହେବ ଡବଲ୍‌ ଇଞ୍ଜିନ୍‌‌ ସରକାର

ମୁଖ୍ୟମନ୍ତ୍ରୀ ବିନା କାଗଜରେ ୩୦ ଜିଲ୍ଲାର ନାଁ କୁହନ୍ତୁ କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳରେ ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କନ୍ଧମାଳ ଷ୍ଟାଡିୟମରେ ଆୟୋଜିତ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ…
Read More...

ଲୋୟର ସୁକତେଲକୁ ୬ ବର୍ଷ ହେଲା କେନ୍ଦ୍ରୀୟ ପାଣ୍ଠି ଶୂନ – ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ପ୍ରକଳ୍ପକୁ ଗତ ୨୦୧୬-୧୭ ଆର୍ଥିକ ବର୍ଷରୁ କେନ୍ଦ୍ରୀୟ ସହୟତା ବନ୍ଦ ଥିବା କଥା ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଜଣାଇଛନ୍ତି । ସୂଚନା ଅଧିକାର ଆଇନ ବଳରେ ରାଜ୍ୟ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ…
Read More...

ନିର୍ବାଚନ ଗାଇଡ୍‌ଲାଇନ୍‌ର ପାଳନକୁ ସୁନିଶ୍ଚିତ କରିବା ସହ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନିମନ୍ତେ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଜିଲ୍ଲାର ୧୦ ସଂସଦୀୟ କ୍ଷେତ୍ର ସହ ୬୪ ବିଧାନସଭା ନିର୍ବାଚନ ମଣ୍ଡଳୀ ବୀରମହାରାଜପୁର ଓ ୬୫ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପ୍ରସ୍ତୁତି ଓ ପ୍ରଶାସନିକ ପଦକ୍ଷେପ ଉପରେ ତର୍ଜମା କରିବା ପାଇଁ…
Read More...

ବଲାଙ୍ଗିର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଦିନିଆ ଓଡିଶା ଗସ୍ତରେ ଗତ ରାତିରେ ଭୁବନେଶ୍ୱରରେ ବିଶାଳ ରୋଡ୍‌ ସୋ' ପରେ ଆଜି ଫୁଲବାଣୀ, ବଲାଙ୍ଗିର ଓ ବରଗଡ ଠାରେ ବିଜେପି ତରଫରୁ ଶ୍ରୀ ମୋଦୀଙ୍କୁ ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ପ୍ରଧାନମନ୍ତ୍ରୀ…
Read More...

ରାଧାରାଣୀପଡା ଓ କଂସାରିପଡା ଶୀତଳଷଷ୍ଠୀ ପୂଜା କମିଟି ତରଫରୁ ଥାଳଉଠା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ସନ୍ଧ୍ୟା ଗୋଧୂଳି ଲଗ୍ନରେ ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରା ପାଇଁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସ୍ଥାନୀୟ ସନାତନ ମନ୍ଦିର ପରିସରରେ ରାଧାରଣୀପଡା ଶୀତଳଷଷ୍ଠୀ ପୂଜା କମିଟି ଓ କଂସାରିପଡା ପୂଜା କମିଟି ମିଳିତ ଆନୁକୁଲ୍ୟରେ ଦେବଦମ୍ପତ୍ତିଙ୍କ…
Read More...

୩୬ତମ ଏବିଏସ୍‌ଏସ୍‌ ଶୀତଳଷଷ୍ଠୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୩୬ତମ ଏବିଏସ୍‌ଏସ୍‌ ଶୀତଳଷଷ୍ଠୀ ଯାତ୍ରାର ଆଜି ଶୁଭାରମ୍ଭ ହେଲା ଥାଳ ଲାଗିଲା ଶ୍ରୀ ଶ୍ରୀ ସିଦ୍ଧେଶ୍ଵର ବାବାଙ୍କର ନୃସିଂହ ମନ୍ଦିର ପ୍ରାଙ୍ଗଣରେ କନ୍ୟା ପିତା ଗୋପାଳ ବରାଇ ଓ ତାଙ୍କର ଧର୍ମ ପତ୍ନୀ ସୁଷମା ବରାଇ, ବରପିତା ସନ୍ତୋଷ ପଟ୍ଟନାୟକ ଓ ତାଙ୍କ ଧର୍ମ…
Read More...

କବି ଜୟଦେବଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଅକ୍ଷୟ ତୃତୀୟା ଶୁକ୍ରବାର ସନ୍ଧ୍ୟା ୭ଟା ସମୟରେ ଶବରୀ ନାରାୟଣ ଧର୍ମଶାଳା, ଇନ୍ଦିରାନଗର ବଲାଙ୍ଗିର ଠାରେ କବିଶ୍ରୀ ଜୟଦେବଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ମହାପ୍ରଭୁ ଶବରୀ ନାରାୟଣ ଓ କବି ଶ୍ରୀ ଜୟଦେବଙ୍କ ଫଟୋଚିତ୍ରରେ…
Read More...

ବଲାଙ୍ଗିର ବିଜେଡି ପକ୍ଷରୁ ମୁସଲିମ୍‌ ସମ୍ପ୍ରଦାୟ ଲୋକଙ୍କ ସହ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜେଡି ପକ୍ଷରୁ ମୁସଲିମ୍‌ ସମ୍ପ୍ରଦାୟ ଲୋକଙ୍କ ସହ ଏକ ବନ୍ଧୁ ମିଳନ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ପ୍ରଦାୟର ବିଭିନ୍ନ ଦାବି ପୂରଣ କରିବା ସହ ସବୁ ସୁବିଧା ସୁଯୋଗ ଆଗକୁ ମଧ୍ୟ ଏଭଳି ଜାରି ରହିବ ବୋଲି କହିଛନ୍ତି ବିଜେଡି ଯୁବନେତା…
Read More...