Yearly Archives

2024

ବିଏସ୍‌ଏଫ ଯବାନଙ୍କୁ ସ୍ୱାଗତ କଲେ ବେଲପଡା ଗ୍ରାମବାସୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ଗ୍ରାମର ଜଣେ ବିଏସ୍‌ଏଫ ଯବାନଙ୍କୁ ଗ୍ରାମବାସୀ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେ ଗାଁକୁ ଆସିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଲି ଯାଇଛି । ସୂଚନା ଅନୁସାରେ, ବେଳପଡ଼ା…
Read More...

ଇଲେକ୍ସନ୍‌ ଡ୍ୟୁଟି ସାରି ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ : ଜଣେ ପୋଲିସ କର୍ମଚାରୀ ଆହତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଇଲେକ୍ସନ୍‌ ଡ୍ୟୁଟିରେ ଲାଗିଥିବା ଏକ ଘରୋଇ ବସ୍ ମହାବୀର ଟ୍ରାଭେଲସ୍ ବସ୍‌ଟି ଛତ୍ରପୁର ଡି. ଆର୍‌. ଡି. ଏ. ଛକ ନିକଟରେ ଡିଭାଇଡର୍‌କୁ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି ।…
Read More...

ବରିଷ୍ଠ ଅଭିନେତା ବିଜୟ ପଟ୍ଟନାୟଙ୍କ ପରଲୋକ

ଭୁବନେଶ୍ୱର : ଓଲିଉଡ୍ ପାଇଁ ଆଉ ଏକ ଦୁଃଖ ଖବର । ଆଉନାହାନ୍ତି ବରିଷ୍ଠ ଅଭିନେତା ବିଜୟ ପଟ୍ଟନାୟ । ୭୮ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି । ବିଜୟଙ୍କ ମୃତ୍ୟୁ ଖବର ଶୁଣି ଓଲିଉଡ୍‌ରେ ଖେଳିଯାଇଛି ଶୋକର ଛାୟା । ସାଥୀ କଳାକାରଙ୍କ ପକ୍ଷରୁ ବିଜୟଙ୍କ…
Read More...

ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌ : ୨ ମୃତ

କଟକ : କଟକ ବାଲିକୁଦା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଖବର ଅନୁଯାୟୀ, କଟକ ବାଲିକୁଦା ଛକ ନିକଟରେ ସ୍କୁଟିରେ ଯାଉଥିବା ସମୟରେ ଧକ୍କା ଦେଇଥିଲା ଟ୍ରକ୍‌ । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ସେପଟେ…
Read More...

ବ୍ରିଜ୍‌ ତଳକୁ ଖସିଲା ବସ୍ : ୨ ମୃତ, ୪୧ ଜଣ ଆହତ

ରାଜଗଡ଼ : ମଧ୍ୟପ୍ରଦେଶରେ ରାଜଗଡ଼ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବ୍ରିଜ୍‌ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଫଳରେ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତି ୨.୩୦ ସମୟରେ ଇନ୍ଦୋରରୁ ଅଶୋକନଗର ଅଭିମୁଖେ ଯାତ୍ରା କରୁଥିବା…
Read More...

ହାତୀ ଆକ୍ରମଣରେ ଚାଲିଗଲେ ଦୁଃଶାସନ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଆଜି ସକାଳେ ହାତୀ ଆକ୍ରମଣରେ ତୁଳସୀପାଳ ଗ୍ରାମର ଦୁଃଶାସନ ଗୋଛାୟତଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ଦୁଃଶାସନ (୫୫) ଆଜି ପାହାନ୍ତାରେ ଘର ବାହାରକୁ ଯାଇଥିବା ବେଳେ ହଠାତ୍ ଏକ ହାତୀ ତାଙ୍କୁ ପାଦରେ ଦଳିଦେଇଥିଲା । ଯାହାଫଳରେ ତାଙ୍କର…
Read More...

ବାଇକ୍‌ ଦୁର୍ଘଟଣାରେ ଜଣେ ଗୁରୁତର

ଉଲୁଣ୍ଡା : ଉଲୁଣ୍ଡା ଥାନା ଅନ୍ତର୍ଗତ ଝାରବାହାଲି ରାସ୍ତାରେ ବାଇକ୍‌ ଦୁର୍ଘଟଣାରେ ଗ୍ରାମର ସୁଦର୍ଶନ ଭୋଇ ଗୁରୁତର ଆହତ ହୋଇଛନ୍ତି । ଆଜି ଅପରାହ୍ନରେ ସେ ଏକ ବାଇକ୍‌ ଯୋଗେ ନିଜ ଗ୍ରାମକୁ ଯାଉଥିଲେ । ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଲୁଣ୍ଡା…
Read More...

ଆଜି ପୁଣି ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର : ଆଜି ପୁଣି ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ୪ଟି ସ୍ଥାନରେ ଶାହ କରିବେ ଜୋରଦାର ପ୍ରଚାର । ଦିନ ସାଢେ ୧୧ଟାରେ ସେ ସମ୍ବଲପୁର ଯିବେ । ସେଠାରେ ରେମେଡ ଗ୍ରାଉଣ୍ଡରେ ଆୟୋଜିତ ବିରାଟ ଜନସଭାକୁ ସମ୍ବୋଧନ କରିବେ । ସମ୍ବଲପୁର ସଭାରେ ରାଜ୍ୟ ସଭାପତି ମନମୋହନ ସାମଲ,…
Read More...

ଭୋଟ ବର୍ଜନ କଲେ ଦାବଯୁରୀ, ଭଣ୍ତାରବାଞ୍ଜି ଓ ଭିର୍କାପଡ଼ା ଗ୍ରାମବାସୀ

ସଇଁତଲା : ମୌଳିକ ସମସ୍ୟାର ସମାଧାନ ନହେବାରୁ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ସଇଁତଲା ବ୍ଲକ୍‌ କରମତଲା ପଞ୍ଚାୟତର ଦାବଯୁରୀ, ଭଣ୍ତାରବାଞ୍ଜି ଓ ଭିର୍କାପଡ଼ା ଗ୍ରାମବାସୀ ଭୋଟ୍‌ ବର୍ଜନ କରିଛନ୍ତି ଏବଂ ଗୋଟିଏ ବି ଭୋଟ୍‌ ପଡ଼ିନଥିବା ଜଣାପଡ଼ିଛି । ଖବର…
Read More...

ବିଶ୍ୱ ଧ୍ୟାନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଧ୍ୟାନ ଦ୍ୱାରା ଶାରୀରିକ ସୁସ୍ଥତା ମାନସିକ ବିକାଶ ଏବଂ ଆଧ୍ୟାତ୍ମିକ ସିଦ୍ଧି ସମ୍ଭବ ହୋଇଥାଏ । ୧୯୯୫ ମସିହା ଠାରୁ ମେ ୨୧ରେ 'ବିଶ୍ୱ ଧ୍ୟାନ ଦିବସ' ପାଳନ କରାଯାଉଛି । ଧ୍ୟାନ ହେଉଛି ଏଭଳି ଏକ କୌଶଳ ଯାହା ଚେତନ ଅବସ୍ଥାକୁ ଏକ ଉଚ୍ଚ ସୋପାନରେ ପହଞ୍ଚାଇ…
Read More...