ରୁଙ୍ଗଟା ପ୍ଲାଣ୍ଟରେ ଅଘଟଣ : ୨ ମୃତ
ଢେଙ୍କାନାଳ : ରୁଙ୍ଗଟା ପ୍ଲାଣ୍ଟରେ ଏକ ଅଘଟଣ ଘଟିଥିବାେ ଖବର ମିଳିଛି । ଏଠାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ କେତେକ ଶ୍ରମିକ ଆହତ ହୋଇଥିବା ଜଣାଯାଇଛି । ନୂତନ ପ୍ଲାଣ୍ଟର ଷ୍ଟ୍ରକଚର ଖସି ପଡ଼ିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି!-->…
Read More...
Read More...