Yearly Archives

2024

ପୁରୀ ସମୁଦ୍ର କୂଳରେ କିଛି ସମୟ ବିତାଇଲେ ରାଷ୍ଟ୍ରପତି

ପର୍ବତ, ଜଙ୍ଗଲ, ନଦୀ ଓ ବେଳାଭୂମି ଆମ ଭିତରେ ଥିବା ଗଭୀରତାକୁ ଆକୃଷ୍ଟ କରିଥାଏ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର, (ପିଆଇବି) : ବାର୍ଷିକ ରଥଯାତ୍ରାରେ ଯୋଗଦେବାର ଗୋଟିଏ ଦିନ ପରେ ଆଜି (ଜୁଲାଇ ୮, ୨୦୨୪) ସକାଳେ ପବିତ୍ର ସହର ପୁରୀର ସମୁଦ୍ର ବେଳାଭୂମିରେ ରାଷ୍ଟ୍ରପତି…
Read More...

ଆନନ୍ଦ ଉଲ୍ଲାସର ସହ ଟିଟିଲାଗଡ଼ରେ ହେଲା ରଥଟଣା : ଭକ୍ତଙ୍କ ପ୍ରବଳ ଭିଡ଼ ଜମିଲା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ରଥଯାତ୍ରା ଉପଲକ୍ଷେ ଟିଟିଲାଗଡ଼ ଦଧିବାମନ ଓ ଧବଳେଶ୍ଵର ଟ୍ରଷ୍ଟ ତରଫରୁ ରୀତିନୀତି ଅନୁସାରେ ପ୍ରଥମେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ରଥକୁ ତିନି ଠାକୁରଙ୍କୁ ସେବାୟତ ମାନେ ଘଣ୍ଟଘଣ୍ଟାର ତାଳେ ତାଳେ ପାଛୋଟି ଆଣିଥିଲେ ।…
Read More...

ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ ପରିସରରେ ପ୍ରଥମ ଥର ପାଇଁ ରଥଯାତ୍ରା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ ପରିସରରେ ପ୍ରଥମ ଥର ପାଇଁ ରଥଯାତ୍ରା ପାଳନ ହୋଇଯାଇଛି । ଡାକ୍ତରୀ ଛାତ୍ରଛାତ୍ରୀ ଓ ମେଡ଼ିକାଲ କଲେଜ ପ୍ରଶାସନ ପକ୍ଷରୁ ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଥିବା…
Read More...

ବିଧାୟକ ଦୂର୍ଗା ଚରଣ ତନ୍ତୀଙ୍କ ଉପସ୍ଥିତିରେ ଜନ ଶୁଣାଣି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପୌରପାଳିକାର ସମ୍ମିଳନୀ କକ୍ଷରେ ରଘୁନାଥପଲ୍ଲୀ କ୍ଷେତ୍ର ଅନ୍ତର୍ଗତ ଇସ୍ପାତ ସହରାଞ୍ଚଳ ଓ ବନ୍ଧମୁଣ୍ଡାରେ ଥିବା ବିଭିନ୍ନ ବସ୍ତି ମାନଙ୍କରେ ଥିବା ବିଦ୍ୟୁତ୍ ସେବା ପ୍ରଦାନ, ଶୁଦ୍ଧ ପାନୀୟ ଜଳ ଯୋଗାଣ, ବର୍ଜ୍ୟଜଳ ନିଷ୍କାସନ ପାଇଁ ଆବଶ୍ୟକ ମୌଳିକ…
Read More...

କିଶୋର ଜେନା ଏବଂ ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ପ୍ୟାରିସ୍‌ ଅଲିମ୍ପିିକ୍ସରେ ଭାରତକୁ ପ୍ରତିନିଧିତ୍ଵ କରିବେ ଦୁଇ କ୍ରୀଡ଼ାବିତ୍‌ ଭୁବନେଶ୍ୱର : ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା କିଶୋର ଜେନା ଏବଂ ଅମିତ ରେହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ କରିବା…
Read More...

ପୁରୀ ରଥଯାତ୍ରା ସମୟରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ : ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଆହତ ମାନଙ୍କୁ ବିନା ମୂଲ୍ୟରେ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଭୁବନେଶ୍ୱର : ରଥଯାତ୍ରା ସମୟରେ ଭିଡ଼ ଯୋଗୁ ବଲାଙ୍ଗିର ସଇଁତଳାର ଜଣେ ଶ୍ରଦ୍ଧାଳୁ ଲଳିତ ବାଗର୍ତ୍ତୀଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତ ବ୍ୟକ୍ତିଙ୍କ…
Read More...

ଗୋ ଗ୍ରିନ୍ ଏବଂ ସହଯୋଗ ଫାଉଣ୍ଡେସନ୍ ୭୫ତମ ବନ ମହୋତ୍ସବ ଅବସରରେ ୭୫ଟି ଗଛ ଲାଗାଇଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୋ ଗ୍ରିନ୍ ଏବଂ ସହଯୋଗ ଫାଉଣ୍ଡେସନ୍ ୭୫ତମ ବନ ମହୋତ୍ସବ ଅବସରରେ ୭୫ଟି ଗଛ ଲାଗାଇ ପରିବେଶ ସୁରକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇଛନ୍ତି । ଏହି ଅବସରରେ ସୌମ୍ୟରଞ୍ଜନ ପଣ୍ଡା, ସହଦେବ ପ୍ରଧାନ ଏବଂ ଆର୍ତତ୍ରାଣ ପାଢିଙ୍କ ନେତୃତ୍ୱରେ ଏହି ବୃକ୍ଷରୋପଣ…
Read More...

ଶାନ୍ତି ଶୃଙ୍ଖଳାରେ ଖପ୍ରାଖୋଲ ବ୍ଲକରେ ରଥଯାତ୍ରା ପାଳିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରଥଯାତ୍ରା ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଆଷାଢ଼ ଶୁକ୍ଲ…
Read More...

ଟିଟିଲାଗଡ଼ ଆଇ ଲଭ୍‌ ଟିଟିଲାଗଡ଼ ପାର୍କ ନିକଟ ମହାରାଜ ସାଗର ଭିତରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୋମବାର ସକାଳୁ ଆଇ ଲଭ୍‌ ଟିଟିଲାଗଡ଼ ପାର୍କକୁ ପ୍ରାତଃ ଭ୍ରମଣରେ ବୁଲିବାକୁ ଆସିଥିବା କିଛି ଲୋକେ ମହାରାଜ ସାଗର ଭିତରେ କୌଣସି ବ୍ୟକ୍ତି ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ । ଖବର ପ୍ରଚାରିତ ହେବା ପରେ ଧିରେ ଧିରେ ଲୋକଙ୍କ ଭିଡ ଜମିଥିଲା ।…
Read More...

ବନ ମହୋତ୍ସବ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ଅତାବିରା ବ୍ଲକର କୁଲିତା ଟୁକୁରା ଗ୍ରାମ ପଞ୍ଚାୟତରେ ରବିବାର ଦିନ ଛୋଟ ମୋର ଗାଁଁ ଟି, ମାଉଣ୍ଟ ଏକ୍ସପ୍ଲୋର, ଏବଂ ମାଁ ପନ୍ଥେଇ ଚାରିଟେବୁଲ ଟ୍ରଷ୍ଟର ମିଳିତ ଉଦ୍ୟମରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ…
Read More...