Yearly Archives

2024

ବିଧାୟିକା ବର୍ଷାଙ୍କ ସହ ସାମ୍ବାଦିକଙ୍କ ସୌଜନ୍ୟମୂଳକ ସାକ୍ଷାତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହାଙ୍କୁ ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ମାନେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ନୃସିଂହନାଥ ବିନ୍ଧ୍ୟବାସିନୀ ଅତିଥି ଭବନରେ ସୋମବାର ଝାରବନ୍ଧ, ପାଇକମାଲ, ପଦ୍ମପୁରର ସାମ୍ବାଦିକ ପ୍ରତିନିଧି ତାଙ୍କୁ ଉପଢୌକନ…
Read More...

ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ ‘ଏକ ପେଡ୍‌ ମା’ କେ ନାମ’ ଅନ୍ତର୍ଗତ ବୃକ୍ଷରୋପଣ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଦେଶବ୍ୟାପୀ 'ଏକ ପେଡ୍‌ ମା' କେ ନାମ' କାର୍ଯ୍ୟକ୍ରମ ସାରା ଦେଶରେ କରାଯାଉଥିବା ବେଳେ ସୋମବାର ଦିନ ଟିଟିଲାଗଡ଼ ସହରର ପିପଲପଦର ସ୍ଥିତ ପ୍ରଭାବତୀ ପବ୍ଲିକ ସ୍କୁଲରେ ଏହି କାର୍ଯ୍ୟକ୍ରମ ସ୍କୁଲ…
Read More...

ପଦ୍ମପୁରରେ ରଥଯାତ୍ରା ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ରାଜପଡା ଠାରୁ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହୋଇ ରାଜପଡା କମିଟି ଓ ପଦ୍ମପୁର ସହିତ ଆଖପାଖ ଗାଁର ଶ୍ରଦ୍ଧାଳୁ ରଥ ଟାଣି ନେଇଥିଲେ । ଝିପି ଝିପି ବର୍ଷା ସତ୍ୱେ ବହୁତ ଭିଡ଼ ପରିଲକ୍ଷିତ ହୋଇଥିଲା । ସନ୍ଧ୍ୟାରେ ଭେଉଁରିଆ ଛକ ରଥ…
Read More...

ସାଂସଦ ପ୍ରଦୀପ ପୁରୋହିତଙ୍କୁ ପଦ୍ମପୁର ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘର କର୍ମକର୍ତ୍ତା ମାନେ ଭେଟିଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ତାଙ୍କ ପାଇକମାଲ ବାସ ଭବନରେ ପଦ୍ମପୁର ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘର କର୍ମକର୍ତ୍ତା ମାନେ ସୋମବାର ସାକ୍ଷାତ କରି ଉପଢୌକନ ସହ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ହଠାତ୍‌ ସାମ୍ବାଦିକ ମାନଙ୍କୁ ତାଙ୍କ ବାସ…
Read More...

ସମ୍ବାଦ ସାହିତ୍ୟଘର ଗୁଡଭେଲା ତରଫରୁ ୭୫ତମ ବନ ମହୋତ୍ସବ ପାଳିତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟଘର ଗୁଡଭେଲା, ଜିଲ୍ଲା ବଲାଙ୍ଗିର ତରଫରୁ ଜୁଲାଇ ୮ ତାରିଖ ପୂର୍ବାହ୍ନ ୯ଟା ସମୟରେ ୭୫ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଦସ୍ୟବୃନ୍ଦ ତୁଷୁରା ଏନ୍.ଏ.ସି ସଂଲଗ୍ନ ପଡିଆରେ ଆମ୍ବ, ନିମ୍ବ, ଖଇର, ଚାକୁଣ୍ଡା, ଅଁଳା, କରଞ୍ଜ, ଶାଳ,…
Read More...

‘ଦାରୁବ୍ରହ୍ମ ସାଂସ୍କୃତିକ ପରିଷଦ’ ଆନୁକୂଲ୍ୟରେ ଭଜନ ସଂଧ୍ୟାର ଆୟୋଜନ

ରାଉରକେଲା, (ସସ୍ମିତା ପ୍ରଧାନ) : 'ଦାରୁବ୍ରହ୍ମ ସାଂସ୍କୃତିକ ପରିଷଦ' ଆନୁକୂଲ୍ୟରେ ଘୋଷଯାତ୍ରା ଅବସରରେ ଆଜି ସେକ୍ଟର ୨୦ ଗୁଣ୍ଡିଚା ମନ୍ଦିରଠାରେ ଏକ ମନୋଜ୍ଞ ଭାବପୂର୍ଣ୍ଣ ଭଜନ ସଂଧ୍ୟାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହରର ପ୍ରତିଷ୍ଠିତ ବାଦ୍ୟ ଶିଳ୍ପୀ ଓ କଣ୍ଠଶିଳ୍ପୀ ମାନେ…
Read More...

ଲଣ୍ଡନରେ ରଥଯାତ୍ରା

ଲଣ୍ଡନ : ଲଣ୍ଡନରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଓ ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେର କାର୍ଯ୍ୟକର୍ତ୍ତାମାନେ ଲଣ୍ଡନର ସାଉଥଲରେ ରଥଯାତ୍ରାର ଏକ ବିଶାଳ ଉତ୍ସବ ଆୟୋଜନ କରିଥିଲେ । ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ସୁସଜ୍ଜିତ ରଥରେ ଭକ୍ତମାନେ ଟାଣି ଟାଣି ନେଇଥିଲେ ।…
Read More...

ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ହଟିବ ଜବରଦଖଲ ଭୁବନେଶ୍ୱର : ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି…
Read More...

ବୁନ୍ଦି ଲଡ଼ୁ ଖାଇବାକୁ ଦେଇ ବାଳକର ତଣ୍ଟି କାଟିଦେଲା ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁନ୍ଦି ଲଡ଼ୁ ଖାଇବାକୁ ଦେଇ ପଡ଼ିଶା ଘରର ବାଳକକୁ ଦା’ରେ ତଣ୍ଟି କାଟିଦେଲା ଦୁର୍ବୃତ୍ତ । ଏଭଳି ଏକ ଘଟଣା ଆଜି ସଇଁତଲା ବ୍ଲକ୍‌ ଶିଶ୍‌କେଲା ପଞ୍ଚାୟତର ଭୋଇପଡ଼ାରେ ଘଟିଛି । ଗୁରୁତର ବାଳକଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି…
Read More...

ଦିବ୍ୟ କଳା ମେଳାରେ ଦିବ୍ୟାଙ୍ଗ ଶିଳ୍ପୀ ଓ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦର ବଢ଼ୁଛି ଚାହିଦା

ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଦିବ୍ୟ କଳା ମେଳା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବଦିବ୍ୟାଙ୍ଗ କାରୀଗର ଓ ଶିଳ୍ପୀଙ୍କ ପ୍ରତିଭା ଏବଂ ସୃଜନଶୀଳତା ମେଳାକୁ ଆସୁଥିବା ଲୋକଙ୍କୁ ପ୍ରଭାବିତ କରୁଛି ଭୁବନେଶ୍ୱର, (ପିଆଇବି) : ଗୁଜରାଟ ସୁରଟର ଦିବ୍ୟାଙ୍ଗ ପଚ୍ଚଗରଙ୍କ…
Read More...