Yearly Archives

2024

ହାଇୱାକୁ ଧକ୍କା ଦେଲା ସ୍କର୍ପିଓ : ୩ ଜଣ ମୃତ, ୨ ଗୁରୁତର

ବଣାଇ : କୋଇଡା ଥାନା ରେଙ୍ଗାଲବେଡା ଠାରେ ଭୟଙ୍କର ଦୁର୍ଘଟଣା । ହାଇୱାକୁ ଧକ୍କା ଦେଲା ସ୍କର୍ପିଓ । ଘଟଣାସ୍ଥଳରେ ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ । ଦୁର୍ଘଟଣାରେ ୨ ଗୁରୁତର । ସୂଚନାନୁଯାୟୀ, ବାହାଘର ଭୋଜି ଖାଇ ଗୋଟିଏ ପରିବାର ଫେରୁଥିଲେ । ଏହି ସମୟରେ କୋଇଡ଼ା ଥାନା…
Read More...

ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ ୨୦୨୪ ପାଇଁ ଆବେଦନ ଶେଷ ତାରିଖକୁ ୧୫ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ବଢ଼ାଇଲା…

ଭୁବନେଶ୍ୱର, (ପିଆଇବି) : ଆନ୍ତର୍ଜାତିକ ଯୋଗ ଦିବସ ୨୦୨୪ର ପ୍ରଚାର ପ୍ରସାରରେ ଗଣମାଧ୍ୟମର ସକାରାତ୍ମକ ଭୂମିକା ଓ ଦାୟିତ୍ୱକୁ ସ୍ୱୀକାର କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତୃତୀୟ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଗଣମାଧ୍ୟମ ସମ୍ମାନ (ଏୱାଇଡିଏମ୍ଏସ୍) ୨୦୨୪ ପାଇଁ ଆବେଦନ ଦାଖଲର ଶେଷ ତାରିଖକୁ…
Read More...

ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଗୋସୀୟା ଇଂରାଜୀ ମିଡିଅମ୍ ସ୍କୁଲ କଲେ ଉଦ୍‌ଘାଟନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ହିନ୍ଦୀ ହାଇସ୍କୁଲ କଡରେ ଖୋଲିଲା ଗୋସୀୟା ଇଂରାଜୀ ମିଡିଅମ୍‌ ସ୍କୁଲ । ବୁଧବାର ସକାଳେ ଟିଟିଲାଗଡ଼ର ବିଧାୟକ ନବୀନ ଜୈନଙ୍କ କରକମଳରେ ଫିତା କାଟି ଉଦ୍‌ଘାଟନ କରିଛନ୍ତି । ଉଦ୍‌ଘାଟନ କରିବା ପରେ ସଭା ଗୃହକୁ ମୁସଲିମ ସମ୍ପ୍ରଦାୟର ଲୋକେ…
Read More...

ରାଉରକେଲାର ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ, ଏନ୍‌ଆଇଟି କ୍ୟାମ୍ପସ, ରାଉରକେଲା ବିଦ୍ୟାଳୟ ପ୍ରାଙ୍ଗଣରେ ବନ ବିଭାଗର ନୂତନ ଗାଇଡ୍‌ ଲାଇନ୍‌ ଅନୁସାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ୱରେ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଏବଂ…
Read More...

କଳିକେଶଙ୍କୁ ସମ୍ବର୍ଦ୍ଧନା ଦେଲା ବଲାଙ୍ଗିର ଓକିଲ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ କୃଷି ବିଶ୍ଵବିଦ୍ୟାଳୟ ଓ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକତା ରହିଥିବା କହିଛନ୍ତି ବିଧାୟକ କଳିକେଶ ନାରାୟଣ ସିଂହଦେଓ । ଜିଲ୍ଲା ଓକିଲ ସଂଘ ପକ୍ଷରୁ ସଭାପତି ଅମରେଶ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଧାୟକ…
Read More...

ଅନୁପ ଦାସଙ୍କ ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ : ଜେଲରୁ ଆସି ଶବ ଦାହରେ ସାମିଲ ହେଲେ ଆଲୋକ ଦାସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ହାଟପଦା ପଡ଼ା ଦୁର୍ଗା ପୂଜା କମିଟିର ଦୀର୍ଘ ଦଶ ବର୍ଷରୁ ଅଧିକ ସମୟ ଧରି ସମ୍ପାଦକ ଦାୟିତ୍ଵ ତୁଲାଉଥିବା ତଥା ପଡ଼ାର ଭାଇଚାରାକୁ ସଂଗଠିତ କରୁଥିବା ସଂଗଠକ ସ୍ୱର୍ଗତ ସଚ୍ଚିକାନ୍ତ ଦାସଙ୍କ ଦ୍ୱିତୀୟ ପୁଅ ଅନୁପ ଦାସଙ୍କ ରାୟପୁରରେ ଚିକିତ୍ସାଧୀନ…
Read More...

ସିନ୍ଧେକେଲା ସେବା ସମବାୟ ସମିତି ଲିଂ ଚାଷୀଙ୍କୁ ଠିକ୍‌ ସମୟରେ ଋଣ ଅର୍ଥ ଆଦାୟ ସୂଚନା ନଦେବାରୁ ଚାଷୀ ବାଧ୍ୟ ହୋଇ ଅଧିକ…

ବାଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲାର ଚାଷି ମକୁନ୍ଦ ଥନାପତି ଓ ସେବେନ୍ଦ୍ର ଦଲାଇ ଚଳିତ ୨୦୨୪ ଖରିପ ଋତୁ ଆର୍ଥିକ ବର୍ଷରେ ଠିକ୍‌ ସମୟ ଅନୁଯାଇ ଋଣ ପ୍ରତିଶୋଧ ସୂଚନା ନପାଇ କୃଷି ଋଣ ସୁଝିବାରେ ବାଧ୍ୟ ହୋଇଛନ୍ତି ଦୁଇ ଚାଷୀ…
Read More...

ମାଣ୍ଡୋସିଲ୍‌ରେ ଜଘନ୍ୟ ହତ୍ୟାକାଣ୍ଡ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ମାଣ୍ଡୋସିଲ୍‌ ଅଞ୍ଚଳରେ ହତ୍ୟାକାଣ୍ଡ । ଜଣକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ସୂଚନା । ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ମାଣ୍ଡୋସିଲ୍‌ ଗାଁର ପିଙ୍କୁ ସାହୁଙ୍କୁ ବିଳମ୍ବିତ ରାତ୍ରିରେ କିଛି ଯୁବକ…
Read More...

କଣ୍ଟାବାଞ୍ଜି ବିଧାୟକ ଓ ଜିଲ୍ଲା ବିଜେପି ସଭାପତିଙ୍କୁ ରାଣୀପୁର ଝରିଆଲ ଟ୍ରଷ୍ଟ କମିଟି ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ଡବଲ ଇଞ୍ଜିନ୍‌ ସରକାର ପୀଠର ବିକାଶ କରିବ : ଜିଲ୍ଲା ସଭାପତି ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଥିବା ସର୍ବପ୍ରାଚୀନ ତଥା ଦେଶର ଅନନ୍ୟ ଯୋଗିନୀ ପୀଠ ରାଣୀପୁର ଝରିଆଲରେ ମନ୍ଦିର ଟ୍ରଷ୍ଟ କମିଟି ତରଫରୁ ନବନିର୍ବାଚିତ…
Read More...

ସାହିତ୍ୟ ସଂସ୍କୃତିର ବାର୍ତ୍ତାବହ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରାଉରକେଲା ସାହିତ୍ୟ ସଂସଦ ଦ୍ୱାରା କୁଆଁରମୁଣ୍ଡା କାଚାରୁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ ଓ ବନ ମହତ୍ସୋବ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ…
Read More...