Yearly Archives

2024

ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ଦ୍ଵାରା ହନୁମାନ ବାଟିକା ସତସଙ୍ଗ ଭବନରେ ଦିବ୍ୟ ଗୁରୁ ପୂର୍ଣ୍ଣିମା ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ପୂର୍ବାହ୍ନ ୯ ଟଶ ସମୟରେ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ରାଉରକେଲା ପକ୍ଷରୁ ସ୍ଥାନୀୟ ହନୁମାନ ବାଟିକା ସତସଙ୍ଗ ଭବନରେ ଦିବ୍ୟ ଗୁରୁ ପୂର୍ଣ୍ଣିମା ମହୋତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଉରକେଲା ଏବଂ ଆଖପାଖ ଅଞ୍ଚଳରୁ ସନ୍ଥ…
Read More...

ମାୟାବର୍ହା ହାଇସ୍କୁଲରେ ଜୁନିୟର୍‌ ରେଡ୍‌କ୍ରସ୍‌ ୟୁନିଟ୍‌ ଗଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ମାୟାବର୍ହାରେ ୨୦୨୪-୨୫ ଶିକ୍ଷା ବର୍ଷର ସ୍ୱେଚ୍ଛାସେବୀଙ୍କୁ ନେଇ ଜୁନିୟର୍‌ ରେଡ୍‌ କ୍ରସ୍‌ ୟୁନିଟ୍‌ ଗଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ…
Read More...

ସର୍ବ ଭାରତୀୟ ସିନିୟର କିକ୍‌ ବକ୍ସିଂରେ ଭାଗନେଲେ ବଲାଙ୍ଗିରର ୪ ପ୍ରତିଯୋଗୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୋଆରେ ଆସନ୍ତା ଜୁଲାଇ ୨୪ରୁ ୨୮ ପର୍ଯ୍ୟନ୍ତ ହେବାକୁ ଥିବା ସର୍ବ ଭାରତୀୟ ସିନିୟର କିକ୍‌ ବକ୍ସିଂ ଚମ୍ପିୟାନ୍‌ସିପ୍‌ରେ ଯୋଗ ଦେବାକୁ ବଲାଙ୍ଗିର ଜିଲ୍ଲାର ଆମେଚ୍ୟୁର କିକ୍‌ ବକ୍ସିଂ ସଂଘର ୪ ଖେଳାଳି ମନୋନିତ ହୋଇଛନ୍ତି । ବଲାଙ୍ଗିର କିକ୍‌ ବକ୍ସିଂ ସଂଘର…
Read More...

ମୁହଁରେ ପ୍ଲାଷ୍ଟିକ୍‌ ଡବା ଲାଗିଥିବା କୁକୁରକୁ ଉଦ୍ଧାର କଲେ ପ୍ରାଣୀ ବିଭାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତର ଲୁହାଖାନ ଗ୍ରାମରେ ଗୋଟିଏ ବୁଲା କୁକୁରର ମୁହଁରେ ଏକ ପ୍ଲାଷ୍ଟିକ ଡବା ପଶି ଯାଇଥିବାରୁ ଲୋକଙ୍କ କହିବା ଅନୁସାରେ ୧୫ ଦିନ ଧରି ନଖାଇ ଗ୍ରାମରେ ଘରକୁ ଘର ପଶି ଯାଉଥିଲା । ଆଖି ପର୍ଯ୍ୟନ୍ତ ଡବା ପଶି…
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ୍‌ ୨୧୬ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ତନ୍ମଧ୍ୟରୁ ପ୍ରାୟ ୧୨୦ଟି ଅଭିଯୋଗ କେବଳ…
Read More...

ବିଧାନସଭା ପ୍ରଥମ ଅଧିବେଶନରେ ଆଜି କକ୍ଷତ୍ୟାଗ କରିଛି ବିଜୁ ଜନତା ଦଳ

ଭୁବନେଶ୍ୱର : ବିଧାନସଭା ପ୍ରଥମ ଅଧିବେଶନରେ ଆଜି କକ୍ଷତ୍ୟାଗ କରିଛି ବିଜୁ ଜନତା ଦଳ । ଏହି କ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ସରକାରୀ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ବର୍ତ୍ତମାନର ସରକାର ଏ ପର୍ଯ୍ୟନ୍ତ…
Read More...

ବିଧାୟକଙ୍କ କରକମଳରେ ପୁସ୍ତକ ‘ଦାରୁବ୍ରହ୍ମ’ ଓ ‘ଧନ୍ୟବାଦ’ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶାର ଜଣାଶୁଣା ସାରସ୍ୱତ ସାଧକ ତଥା ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ୫୦ ଖଣ୍ଡ ପୁସ୍ତକର ସ୍ରଷ୍ଟା ଫକୀର ଚରଣ ପାଢ଼ୀଙ୍କର ଦୁଇଟି ପୁସ୍ତକ 'ଦାରୁବ୍ରହ୍ମ' ଓ 'ଧନ୍ୟବାଦ'କୁ ପିପିଲି ବିଧାୟକ ଆଶ୍ରିତ ପଟ୍ଟନୟକ ତା.…
Read More...

ବରଗଡ଼ ବିକାଶ ମଞ୍ଚ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ ବିକାଶ ମଞ୍ଚର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇ ବିଭିନ୍ନ ବିଭାଗ ବୁଲି ଦେଖିଥିଲେ । ମୁଖ୍ୟ ଚିକିତ୍ସାଳୟ ମେନେଜରଙ୍କ ସହ ଆଗରୁ ବାକି ରହିଥିବା କାର୍ଯ୍ୟ ଗୁଡିକ ମଧ୍ୟରୁ ୩ ଗୋଟି ଲିଫ୍ଟ କାର୍ଯ୍ୟକ୍ଷମ ହେବା,…
Read More...

ଧର୍ମ ପରାୟଣା ବାସନ୍ତୀ ଚନ୍ଦଙ୍କ ପରଲୋକ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଆରୁହାବୃତ୍ତି ନଂ -୧ ପଞ୍ଚାୟତ ସେହି ଗ୍ରାମର ଧର୍ମ ପରାୟଣା ମହିଳା ତଥା ଅଞ୍ଚଳବାସୀଙ୍କ ଆଦରଣୀୟା ବାସନ୍ତୀ ଚନ୍ଦଙ୍କ (୬୦) ପରଲୋକ ହୋଇଯାଇଛି । ଦିବଙ୍ଗତା ଚନ୍ଦ ଦୀର୍ଘ ଦିନ ଧରି ଯକୃତ ରୋଗରେ ପୀଡିତ ଥାଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତର…
Read More...

ଟିଟିଲାଗଡ଼ରେ ୧୩୨/୩୩ କେଭି ଗ୍ରୀଡ୍‌ ସ୍ଥାପନ ପାଇଁ ଶକ୍ତି ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ ଟିଟିଲାଗଡ଼ ବିଧାୟକ…

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅଞ୍ଚଳବାସୀ ଭୋଗୁଥିବା ବିଜୁଳି ସମସ୍ୟାକୁ ଦୂର କରିବା ପାଇଁ ଟିଟିଲାଗଡ଼ର ବିଧାୟକ ନବୀନ ଜୈନ ସୋମବାର ଦିନ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ୧୩୨/୩୩ କେଭି ଗ୍ରୀଡ୍‌ ନିର୍ମାଣ କରିବାକୁ ଏକ ଦାବିପତ୍ର…
Read More...