ସାହୁ ସମାଜ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଥିବା ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ତୈଳିକ ବୈଶ୍ୟ ସାହୁ ଧର୍ମଶାଳାରେ ନୁଆଁଖାଇ ଭେଟଘାଟ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସାହୁ ସମାଜ ବ୍ଲକ ସଭାପତି ବଳରାମ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ ।!-->…
Read More...
Read More...