କେୱାଇସି ପାଇଁ ଟିଟିଲାଗଡ଼ ଷ୍ଟେଟ୍ ବ୍ୟାଙ୍କରେ ଗ୍ରାହକଙ୍କ ପ୍ରବଳ ଭିଡ଼ : ଗୋଟିଏ କାଉଣ୍ଟରରେ ହେଉଥିବା ଯୋଗୁଁ ଗ୍ରାହକ…
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସରକାରୀ ଯୋଜନାର ସୁବିଧା ପାଇବାକୁ ହେଲେ ଆଜି କାଲି ସବୁ ବ୍ୟାଙ୍କ ଖାତାକୁ ସିଧସଳଖ ଯାଉଛି । ସେଥିପାଇଁ ବ୍ୟାଙ୍କ ମାନଙ୍କରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ସେପ୍ଟେମ୍ୱର ୧୭ ତାରିଖରୁ ସୁଭଦ୍ରା ଯୋଜନା ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ପଡ଼ିବ ।!-->…
Read More...
Read More...