ଜୟପାଟଣାରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଳିତ
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର ସୁନ୍ନି ଜୁମ୍ମା ମସ୍ଜିଦ୍ ପରିସରରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ସୁନ୍ନି ସମ୍ପ୍ରଦାୟଙ୍କ ଦ୍ଵାରା ମହାସମାରୋହରେ ପାଳିତ ହୋଇଯାଇଛି । ଶତାଧିକ ସଂଖ୍ୟକ ମୁସଲମାନ୍ ଶ୍ରଦ୍ଧାଳୁ ବିଭିନ୍ନ ଅଂଚଳରୁ ଆସି ଜୟପାଟଣା ମହାବୀର ପଡା ସ୍ଥିତ ଜୁମା!-->…
Read More...
Read More...