Yearly Archives

2024

ମୁରିବାହାଲର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକର ବିଭିନ୍ନ ସ୍ଥାନରେ ସୋମବାର ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ବିଭିନ୍ନ ରୀତିନୀତି ସହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ଓ ଗୁଡ଼ିଘାଟ ବିଦ୍ୟୁତ ବିଭାଗର ଗ୍ରୀଡ଼ ସବଷ୍ଟେସନରେ ବିଶ୍ଵକର୍ମା ପୂଜା…
Read More...

ସୁନାମଧନ୍ୟ କୀର୍ତ୍ତନ ଗାୟକ ଇନ୍ଦ୍ରମଣୀ ପଧାନଙ୍କ ପରଲୋକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ଗାଁର ସୁନାମଧନ୍ୟ କୀର୍ତ୍ତନ ଗାୟକ ଗୁରୁଶ୍ରୀ ଇନ୍ଦ୍ରମଣୀ ପଧାନଙ୍କ ୬୧ ବର୍ଷ ବୟସରେ ପରଲୋକ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ ପଡ଼ିଆବାହାଲ ସ୍ଥିତ ବାସଭବନରେ ସୋମବାର ଦିନ ତାଙ୍କ…
Read More...

ଜସ୍ନେ ଇଦ୍‌ ମିଲାଦ ଉନ୍‌ ନବି ଅବସରରେ ମୁସଲିମ ସମ୍ପ୍ରଦାୟର ବିରାଟ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ଜସ୍ନେ ଇଦ୍ ମିଲାଦ ଉନ୍‌ ନବି ଅବସରରେ ଟିଟିଲାଗଡ଼ ହିନ୍ଦୀ ହାଇସ୍କୁଲ ପାଖରେ ଥିବା ମସ୍‌ଜିଦ ଠାରେ ପ୍ରଥମେ ସମସ୍ତ ମୁସଲମାନ ଭାଇମାନେ ଉପସ୍ଥିତ ରହି ସକାଳୁ ନମାଜ ପାଠ କରିଥିଲେ । ତା'ପରେ ସେଠାରୁ ବିଭିନ୍ନ ସାଜସଜ୍ଜା ଗାଡ଼ିରେ ସେମାନଙ୍କ…
Read More...

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ୩ ଆଦିବାସୀ ଛାତ୍ରଛାତ୍ରୀ ଡାକ୍ତର ହେବେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଦ୍ୱାରା ସବୁ କିଛି ସମ୍ଭବ ହୋଇଥାଏ । ଏଭଳି ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ୩ ଆଦିବାସୀ ଛାତ୍ରଛାତ୍ରୀ ଚଳିତ…
Read More...

ଭୁବନେଶ୍ୱର ଜାଭିୟର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟର ବାର୍ଷିକ ବ୍ୟବସାୟ ଉତ୍କର୍ଷ ସମ୍ମିଳନୀର ଷଷ୍ଠ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୩୭ ବର୍ଷର ସମୃଦ୍ଧ ପରମ୍ପରା ପାଳନ କରି ଭୁବନେଶ୍ୱର ଜାଭିୟର୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ୧୪ ସେପ୍ଟେମ୍ବରରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବାର୍ଷିକ ବ୍ୟବସାୟ ଉତ୍କର୍ଷ ସମ୍ମିଳନୀର ଷଷ୍ଠ ସଂସ୍କରଣ ଆୟୋଜନ କରୁଛି । ଚଳିତ ବର୍ଷର ଶିଖର ସମ୍ମିଳନୀ…
Read More...

ଛତ୍ରପୁର ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟରେ ବିଶ୍ଵକର୍ମା ପୂଜା ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ବିଦ୍ୟୁତ୍‌ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ପୂଜା ମଣ୍ଡପରେ ପବିତ୍ର ବିଶ୍ଵକର୍ମା ପୂଜା ଯଥାରୀତିରେ ବିଧିବଦ୍ଧ ଭାବେ ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି ।…
Read More...

ଟାଟାପାୱାରରୁ ଲଟେରୀ ମାଧ୍ୟମରେ ଉପହାର ପାଇବେ ଉପଭୋକ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଟାଟାପାୱାର ପାଇକମାଲ ସବଡ଼ିଭିଜନ୍‌ ଏସ୍‌ଡିଓ ମନରଞ୍ଜନ ନାୟକ ସୋମବାର ବିଶ୍ୱକର୍ମା ପୂଜା ଅବସରରେ ୩ ଜଣ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାର ପ୍ରତି ମାସ ଯେଉଁ ବିଦ୍ୟୁତ୍‌ ଉପଭୋକ୍ତା ଘରୋଇ ବିଦ୍ୟୁତ୍‌…
Read More...

ପାଇକମାଳ ଟାଟାପାୱାର କର୍ମଚାରୀଙ୍କ ବିଶ୍ୱକର୍ମା ପୂଜା ପାଳନ

ଅବସର କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଗ୍ରୀଡ଼ ସବଷ୍ଟେସନ୍‌ ପରିସରରେ ଟାଟାପାୱାର କର୍ମଚାରୀମାନେ ବିଶ୍ୱକର୍ମା ଦେବଙ୍କ ପୂଜନ ଉତ୍ସବ ବହୁତ ସୁନ୍ଦର ଭାବରେ ଅତିଥି ମାନଙ୍କ ସହ ପାଳନ କରିଛନ୍ତି । ଏକ ସୁନ୍ଦର ଭବ୍ୟ…
Read More...

ଆସୁଛନ୍ତି ମୋଦୀ : ବଢୁଛି ଉତ୍ସାହ

ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପଠାଇବା ନିରନ୍ତର ପ୍ରକ୍ରିୟାକୌଣସି ଫୋନ୍‌ କଲ୍‌ / ଫେକ୍‌ ଲିଙ୍କ୍‌କୁ ବିଶ୍ୱାସ ନକରିବାକୁ ପରାମର୍ଶ ଭୁବନେଶ୍ୱର : ରାଜ୍ୟରେ ‘ସୁଭଦ୍ରା’ ଯୋଜନାକୁ ନେଇ ଗାଁ ଗାଁରେ ଉତ୍ସାହ ବଢୁଛି । ଆସନ୍ତାକାଲି ତା.୧୭/୦୯/୨୦୨୪ରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
Read More...

୫୭ତମ ଇଞ୍ଜିନିୟରସ୍ ଦିବସ ପାଳିତ

ଇଞ୍ଜିନିୟର୍ସ ମାନେ ସୃଷ୍ଟି କର୍ତ୍ତା : ଶ୍ରୀ ଭୌମିକ ରାଉରକେଲା, (ସସ୍ମିତା ପ୍ରଧାନ) : ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ ରାଉରକେଲା ତରଫରୁ ୫୭ତମ ଇଞ୍ଜିନିୟରସ୍ ଦିବସ ପାଳନ ସ୍ଥାନୀୟ ସିଭିକ୍ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଇଂ ସନ୍ତୋଷ କୁମାର…
Read More...