ଲାମ୍ବେରି ଗ୍ରାମରେ ଝାଡ଼ାବାନ୍ତି ରୋଗରେ ୪ ମୃତ ଏବଂ ଅନେକ ଆକ୍ରାନ୍ତ
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଝାଡ଼ାବାନ୍ତି ରୋଗରେ ୪ ମୃତ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି । ଏ ହେଉଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସେରିଗୁମା ପଞ୍ଚାୟତର ଲାମ୍ବେରି ଗ୍ରାମର ଘଟଣା । ସୂଚନା ଅନୁଯାୟୀ ଆଜିକୁ ୭ ଦିନ ହେବ ୪ ଜଣଙ୍କ ମୃତ୍ୟୁ!-->…
Read More...
Read More...