Yearly Archives

2024

ତୁରେକେଲା ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁରେକେଲା ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗରେ ପାଠଚକ୍ର କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅର୍ଥନୀତି ବିଭାଗର ସମ୍ମିଳନୀ ପ୍ରକୋଷ୍ଠରେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡ. ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ଏକ ସଂପାନ୍ନ ଅନୁଷ୍ଠିତ ହୋଇଯାଇଛି । ସଂପାନ୍ନର ଶୀର୍ଷକ 'ଭାରତୀୟ ଅର୍ଥନୀତିରେ ସମସ୍ୟା ଏବଂ ଆହ୍ୱାନ' ଥିଲା । ପ୍ରଥମେ ବିଭାଗୀୟ ମୁଖ୍ୟ
Read More...

ତାର ଲୁଟେରାଙ୍କ ପ୍ରାଦୁର୍ଭାବ : ଉଠାଜଳସେଚନ ପ୍ରକଳ୍ପରୁ ବିଦ୍ୟୁତ୍‌ ତାର ଚୋରି

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲାରେ ବିଦ୍ୟୁତ୍‌ ତାର ଲୁଟେରା କାୟା ବିସ୍ତାର କଲେଣି । ରାତି ଅଧରେ ବିଦ୍ୟୁତ୍‌ କାଟି ୩ ଫେଜ୍‌ ଆଲୁମିନିୟମ ତାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ରାମଗଡ ଗ୍ରାମର ମହାନଦୀ କୂଳରେ ଚାଷ କାର୍ଯ୍ୟ ପାଇଁ ମା' ବାଉରୀ
Read More...

ସୋସିଆଲ ମିଡିଆରେ ଗଣମାଧ୍ୟମକୁ ଅଶାଳିନ ମନ୍ତବ୍ୟ : ଥାନାର ଦ୍ୱାରସ୍ଥ ସାମ୍ୱାଦିକ

ନୂଆପଡା, (ଅଜିତ ବେହେରା) : ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମାଜିକ ଗଣମାଧ୍ୟମରେ ଅଶାଳିନ ମନ୍ତବ୍ୟ ନେଇ ସିନାପାଲି ସାମ୍ୱାଦିକ ସଂଘ ତରଫରୁ ସିନାପାଲି ଥାନାରେ ଲିଖିତ ଅଭିଯୋଗ ହୋଇଛି । ପ୍ରକାଶ ଯୋଗ୍ୟ ଯେ, ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳରେ 'ଆମର ସିନାପାଲି' ନାମକ ଏକ ସାମାଜିକ
Read More...

ବଲାଙ୍ଗିର ଜିଲ୍ଲା ବନ୍ଧପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ “ବ୍ଲକସ୍ତରୀୟ ରଗବୀ ଫୁଟବଲ ଚୟନ ଶିବିର”…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବନ୍ଧପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ରଗବୀ ଫୁଟବଲ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ । ଶିବିରରେ ଦଶପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତପନ
Read More...

ବକଟି ସ୍କୁଲର ପ୍ରିୟଙ୍କା ଦ୍ୱାରୀ ଓ ରୁକ୍ମଣୀ ମଟାରୀ ରାଜ୍ୟସ୍ତରୀୟ ବିଦ୍ୟାଳୟ ଦୌଡକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ…

ଲୋଇସିଂହା, (କେପିଏନ୍‌ଏସ୍‌) : ଷ୍ଟାଡିୟମ ଠାରେ ଚଳିତ ଅକ୍ଟୋବର ୨୧ ରୁ ୨୩ ତାରିଖ ୩ ଦିନ ଧରି ଅନୁଷ୍ଠିତ ହୋଇଥିବା ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୁହ ଦୌଡକୁଦ ପ୍ରତିଯୋଗିତାରେ ଉଷାଦେବୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବକଟିର ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରିୟଙ୍କା ଦ୍ୱାରୀ ୧୪
Read More...

ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଜୁନିୟର ରେଡ୍‌କ୍ରସ୍‌ ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡ୍‌କ୍ରସ୍‌ କାଉନ୍‌ସିଲର ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ପଦ୍ମପୁର, ପାଇକମାଲ ଓ ଝାରବନ୍ଧ ବ୍ଲକର ସମୁଦାୟ ୩୬ ଜଣ କାଉନ୍‌ସିଲର ଏହି ଶିବିରରେ ପ୍ରଶିକ୍ଷଣ ଲାଭ କରିଥିଲେ । ମୁଖ୍ୟ
Read More...

ବଲାଙ୍ଗିର ମିଶନ ପଡିଆରେ ସଫେଇ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କିଛି ଯୁବକ ମିଶନ ପଡିଆରେ ସଫେଇ କାର୍ଯ୍ୟକ୍ରମ କରିଛନ୍ତି । କିଛି ଲୋକ ରାତିରେ ଆସି ସେଠାରେ ମଦ ମାଂସ ଖାଇ ପଡିଆରେ କାଚ୍‌ ବୋତଲ, ପ୍ଲାଷ୍ଟିକ, ଜରି ବିଭିନ୍ନ ପ୍ରକାରର ଆବର୍ଜନା କରି ପକାଇ ଚାଲି ଯାଉଛନ୍ତି । ସହରରେ ମିଶନ ପଡିଆ ପାଖା ପାଖି
Read More...

ଆନ୍ତର୍ଜାତୀୟ କଳାକାର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅକ୍ଟୋବର ୨୫ରେ ଆମେ 'ଆନ୍ତର୍ଜାତୀୟ କଳାକାର ଦିବସ' ପାଳନ କରୁ । ଏକ ସୃଜନଶୀଳ ମାନବ ଅଭିବ୍ୟକ୍ତି ଭାବରେ କଳା ଅଗଣିତ ଜିନିଷକୁ ଆବଦ୍ଧ କରିଥାଏ । ଏହା ଜୀବନର ସୌନ୍ଦର୍ଯ୍ୟ ବା ତିକ୍ତ ବାସ୍ତବତାକୁ ଚିତ୍ରଣ କରେ । ଏହା ଇତିହାସ, ବିପ୍ଳବ, ବିଦ୍ରୋହକୁ
Read More...

ରାସ୍ତା ଶୋଚନୀୟ ଥିବା ଯୋଗୁଁ ପୋଲରେ ଅଟକିଲା ସ୍କୁଲ ଗାଡ଼ି

ନୂଆପଡ଼ା, (ଅଜିତ ବେହେରା) : ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ମାନଙ୍କର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆଜିବି କିଛି ଗାଁ ରହିଛି ଯେଉଁ ଠାରେ ବିକାଶ ବହୁତ ଦୂର ରାସ୍ତା ଶୋଚନୀୟ ଥିବା ଯୋଗୁଁ ବିଭିନ୍ନ ସମସ୍ୟା ଉପୁଜିଛି । ଯାହା ଦେଖିବାକୁ ମିଳିଛି
Read More...