Daily Archives

ଧୁମ୍‌ଧାମ୍‌ରେ ବଲାଙ୍ଗିର ଦିନ୍‌ ପାଳନ ପାଇଁ ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସନ୍ଧ୍ୟା ୬ଟା ସମୟରେ ବଲାଙ୍ଗିର ପିପି ଏକାଡେମୀ ସଭାଗୃହ ଠାରେ ବଲାଙ୍ଗିର ଦିନ ଆୟୋଜନ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଦିନକୁ ସରସ ସୁନ୍ଦର ଭାବରେ ପାଳନ କରିବା ପାଇଁ…
Read More...

ଫ୍ରାଙ୍କଫର୍ଟ ଆନ୍ତର୍ଜାତୀୟ ପୁସ୍ତକ ମେଳାରେ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଜର୍ମାନୀର ଫ୍ରାଙ୍କଫର୍ଟ୍ ଆନ୍ତର୍ଜାତୀୟ ପୁସ୍ତକ ମେଳାର ୭୫ତମ ସଂସ୍କରଣରେ କେନ୍ଦ୍ର ସାହିତ୍ୟ ଏକୋଡମୀ ଅଂଶଗ୍ରହଣ କରିଛି । ପୁସ୍ତକ ମେଳାର ପ୍ରଥମ ଦିନରେ ସାହିତ୍ୟ ଏକାଡେମୀ ପକ୍ଷରୁ ବିଭିନ୍ନ ଦେଶର ପ୍ରକାଶକଙ୍କ ସହ ଆଲୋଚନା କରାଯାଇଥିଲା । ଏଥି ସହିତ ଦୁଇଟି ସାହିତ୍ୟ…
Read More...

ବସ ଧକ୍କାରେ ବାଇକ ଚାଳକ ମୃତ

ବେଲପଡା, (ଅଶୋକ କୁମାର ବାଗ) : ବସ ଧକ୍କାରେ ବାଇକ ଚାଳକ ମୃତ । କଣ୍ଟାବାଞ୍ଜି-ପାଟଣାଗଡ଼ ମୁଖ୍ୟ ରାସ୍ତା ପୋଢ଼ଛାପର ନିକଟରେ ଘଟିଛି ଦୁର୍ଘଟଣା । ମୃତକ ହେଲେ ପୋଢ଼ଛାପର ଗାଁର ନିବାସ ଧରୁଆ । ନିବାସ ବାଇକ ଯୋଗେ ନିଜଗାଁରୁ ବେଲପଡା ଯାଉଥିବା ବେଳେ କଣ୍ଟାବାଞ୍ଜି ପଟୁ ଆସୁଥିବା ମା' ମଙ୍ଗଳା…
Read More...

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ବେଦବ୍ୟାସ ସ୍ଥିତ ଗୁରୁକୁଳ ଆଶ୍ରମ ଠାରେ ଅନ୍ତେବାସୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ରୋଟାରିଆନ୍‌ ବିଘ୍ନେଶ ପତିଙ୍କ ଉଦ୍ୟମ ଓ ଆଗ୍ରହ କ୍ରମେ ସେଠାରେ ରହୁଥିବା ବାଳ ବ୍ରହ୍ମଚାରୀଙ୍କ…
Read More...

ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସରେ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ହାର୍ଟ ଅଫ୍ ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ସେକ୍ଟର-୨୦ସ୍ଥିତ ପମ୍ପ ହାଉସ କଲୋନୀ ଠାରେ ଅନୁଷ୍ଠିତ…
Read More...

ମାଁ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା କରି ଜନକଲ୍ୟାଣ ସେବା ଟ୍ରଷ୍ଟର ୧୯ତମ ପ୍ରତିଷ୍ଠାତା ଦିବସ ପାଇଁ ନିମନ୍ତ୍ରଣ କଲେ…

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟର ୧୯ତମ ପ୍ରତିଷ୍ଠାତା ଦିବସ ଓ ନୂଆଁଖାଇ ଭେଟଘାଟ୍‌ କାର୍ଯ୍ୟକ୍ରମ ପାଇଁ ଆଜି ବରଗଡ଼ ସ୍ଥିତ ତଲିପଡା ସମଲେଶ୍ଵରୀ ମନ୍ଦିର ଠାରେ ଅନୁଷ୍ଠାନ ତରଫରୁ ପୂଜାର୍ଚ୍ଚନା କରି ମାଁଙ୍କୁ ନିମନ୍ତ୍ରଣ ପତ୍ର…
Read More...

ଫୁଲଟା ଅଞ୍ଚଳ ଅଶାନ୍ତ : ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପକଣ୍ଠ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଫୁଲଟା ପଞ୍ଚାୟତ ସରପଞ୍ଚ ମମତା ନାହାକଙ୍କ ଘରଉପରକୁ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଯାହାକି, ମଙ୍ଗଳବାର ଦିନ ରାତି ପ୍ରାୟ ସାଢେ଼ ୧୧ଟାରେ କିଛି ଦୁର୍ବୃତ୍ତତ୍ତ ବୋମା ମାଡ କରି ଫେରାର…
Read More...

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଏବଂ ପେନ୍‌ସନ୍‌ଭୋଗୀଙ୍କୁ ମହଙ୍ଗା ସହାୟତାରେ ଅତିରିକ୍ତ ତିନି ପ୍ରତିଶତ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନ୍‌ସନ୍‌ଭୋଗୀମାନଙ୍କୁ ମହଙ୍ଗା ସହାୟତା (ଡିଆର)ରେ ଅତିରିକ୍ତ କିସ୍ତି ବୃଦ୍ଧିକୁ ଅନୁମୋଦନ କରାଯାଇଛି ।…
Read More...

ସଟର ତାଡି ଚୋରି

ରାୟଗଡା, (କେପିଏନ୍‌ଏସ୍‌) : ସଟର ତାଡି ଚୋରି । ଏଭଳି ଘଟଣା ଘଟିଛି ରାୟଗଡା ସହର ଅଶୋକ ଟକିଜ୍ କମ୍ପ୍ଲେକ୍ସ ଶିରିଡି ସାଇ ହାର୍ଡୱେର ଦୋକାନରେ । ମାଲିକଙ୍କ କହିବା ଅନୁଯାୟୀ ଦଶହରା ପାଇଁ ଦୋକାନ ତିନି ଦିନ ହେବ ବନ୍ଦ ରହିଥିଲା । ଗତକାଲି ବିଳମ୍ବିତ ରାତିରେ ଦୋକାନ ପଛ ପାଖ ସଟର ତାଡି ଦୋକାନ…
Read More...

ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡ଼ିକାଲରେ ଭର୍ତ୍ତି ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରଙ୍ଗୁଣିବନ୍ଧ କେଉଟ ସାହି ପାର୍ଶ୍ଵବର୍ତ୍ତୀ ଛକ ଜେମା ଦେବୀ ପେଣ୍ଠ ସାହିରେ ଜଣେ ଲୁହାବେପାରୀକୁ ଦୁର୍ବୃତ୍ତ ମାନେ…
Read More...