Daily Archives

ଆନ୍ତର୍ଜାତୀୟ ମାତୃଭାଷା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଫେବୃଆରୀ ୨୧ ଆନ୍ତର୍ଜାତୀୟ ମାତୃଭାଷା ଦିବସ । ପ୍ରଥମ ବା ସ୍ଥାନୀୟ ଭାଷା ଉପରେ ଆଧାରିତ ବହୁଭାଷୀ ଶିକ୍ଷାର ଭୂମିକାକୁ ୟୁନେସ୍କୋ କ୍ରମାଗତ ଭାବରେ ଆଲୋକିତ କରିଛି । ଯାହାକୁ ମାତୃଭାଷା କିମ୍ବା ଘରୋଇ ଭାଷା ମଧ୍ୟ କୁହାଯାଏ । ଘରୋଇ ଭାଷା ଏବଂ
Read More...

ସ୍କୁଲ ଛାତ୍ର ଦୀପ୍ତିରଞ୍ଜନ ପରିଡାଙ୍କ ଅକାଳ ବିୟୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ଗ୍ରାମର ସ୍ୱର୍ଗତ ଧରଣୀଧର ପରିଡାଙ୍କ ଏକ ମାତ୍ର ପୁତ୍ର ତଥା ଘୋରଡ଼ିଆ ନୋଡାଲ ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଦୀପ୍ତିରଞ୍ଜନ ପରିଡା (୧୪) ଆଜି ସକାଳେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି ।
Read More...

ଦ୍ୱି-ଦିବସୀୟ ଇଂରାଜୀ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବରମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଦ୍ୱି-ଦିବସୀୟ ଇଂରାଜୀ ପ୍ରଶିକ୍ଷଣ ଶିବିର ବୁଧବାର ଉଦଘାଟିତ ହୋଇଯାଇଛି । ବାନ୍ଦୁପାଲି କ୍ଲଷ୍ଟରର ସିଆର୍‌ସିସି ସୀତାରାମ ଦୀପଙ୍କ
Read More...

ପୋଲିସ ହାତରେ ଧରାପଡିଲେ ନକଲି ଭିକାରି

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମହଙ୍ଗା ପଡ଼ିଲା ଭିନ୍ନକ୍ଷମ ବେଶରେ ଭିକ ମାଗିବା । ଶେଷରେ ନକଲି ଭିନ୍ନକ୍ଷମ ଭିକାରି ଗିରଫ ହୋଇଛି । ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁରର ଟାଟାବେଞ୍ଜ ଓ କମାପଲ୍ଲୀରୁ ଭିକ ମାଗି ଉତ୍ତରପ୍ରଦେଶର ୪ ଜଣ ନକଲି ଭିକାରି ଗିରଫ ହୋଇଛନ୍ତି । ଗିରଫ୍‌ ହୋଇଥିବା
Read More...

ବିବେକାନନ୍ଦ ପବ୍ଲିକ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ବିବେକାନନ୍ଦ ପବ୍ଲିକ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ ଏବଂ ଜୁପିଟର ଶିକ୍ଷାନୁଷ୍ଠାନ ରୌପ୍ୟ ଜୟନ୍ତୀ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଦିବାହାଲ ପଞ୍ଚାୟତର ଭାଲୁପାଲି ଏବଂ କଦଳୀପାଲି ଗାଁ ଓ କନ୍ଦାଜୁରୀ ଗାଁରେ ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଭ୍ୟ ତଥା ଲୋଇସିଂହା ନିର୍ବାଚନ
Read More...

ଗୁଡିଘାଟର ପୂର୍ବତନ ସରପଞ୍ଚଙ୍କ ମାତୃ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ବିଜେଡି ନେତା ଶେଷଦେବ ସା(ପପ୍ପୁ)ଙ୍କ ମାତା ସୂର୍ଯ୍ୟକାନ୍ତି ସା(୬୫)ଙ୍କ ମଙ୍ଗଳବାର ସକାଳ ୮ଘଣ୍ଟା ସମୟରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନରୁ
Read More...

ବିଦ୍ୟାନଗରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସମ୍ପନ୍ନ

ସଂସ୍କାର ପାଇନଥିବା ପିଲା ଦୁନିଆରେ ଘୃଣିତ ହୁଅନ୍ତି : ଶ୍ରୀ ସ୍ୱାଇଁ ରାଉରକେଲା, (ସସ୍ମିତା ପ୍ରଧାନ) : ସଂସ୍କାର ପାଇନଥିବା ପିଲା ଦୁନିଆରେ ଘୃଣିତ ହୁଅନ୍ତି ଓ କର୍ମ ସବୁବେଳେ ମଣିଷକୁ ପୁରସ୍କାର ଦେଇଥାଏ ବୋଲି ବିଶ୍ରା ବ୍ଲକ ଶିକ୍ଷାଧିକାରୀ ବେଣୁଧର ସ୍ୱାଇଁ ବିଦ୍ୟାନଗରୀ ସରକାରୀ
Read More...

ଓଡ଼ିଆ ଭାଷା ବିକାଶ ମଞ୍ଚର ବିଶ୍ୱ ମାତୃଭାଷା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ଆମ୍ବାଗନସ୍ଥିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିର ପାଦଦେଶରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଏବଂ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମାତୃଭାଷା ଦିବସ ପାଳିତ
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଶିବପ୍ରସାଦ ବାରିକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମାତୃଭାଷା ଦିବସ ସମ୍ପର୍କରେ ଗୁରୁମା ସଙ୍ଗୀତା ସାହୁ,
Read More...