Daily Archives

ଖପ୍ରାଖୋଲରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ସରପଞ୍ଚ ବେଟିଖାଇ ସେନ୍ଦ୍ରିଆଙ୍କ ପୌରୋହିତ୍ୟରେ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଓ ରୂପାନ୍ତିକରଣ କାର୍ଯ୍ୟକ୍ରମ ପଞ୍ଚାୟତସ୍ତରୀୟ
Read More...

ଏସ୍‌ୟୁଜେ(ଓ) ବଲାଙ୍ଗିର ଶାଖା ତରଫରୁ ‘ସାମ୍ବାଦିକ ସୁରକ୍ଷା ଆଇନ’ ଦାବିରେ ପ୍ରତୀକ ଗଣଧାରଣା ସହ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଷ୍ଟେଟ ୟୁନିୟନ୍ ଅଫ୍‌ ଜର୍ଣ୍ଣାଲିଷ୍ଟ (ଓ), ବଲାଙ୍ଗିର ଜିଲ୍ଲା ଶାଖାର ସାମ୍ବାଦିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବି ବିଶିଷ୍ଟ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ
Read More...

ବଲାଙ୍ଗିର ଜିଲ୍ଲା ଥୋରିଆ ସମାଜ ମହାସଭା ଉଦ୍‌ଯାପିତ

ଚୁଡାପାଲି, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଅନ୍ତର୍ଗତ ବିଡିଘାଟଠାରେ ବଲାଙ୍ଗିର ଜିଲ୍ଲା ଥୋରିଆ ସମାଜ ମହାସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ପାଞ୍ଚ ବର୍ଷ ଅନ୍ତରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥରେ ସାମାଜିକ ଥୋରିଆ ମହାସଭା ଅନୁଷ୍ଠିତ ହୋଇଥାଏ । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ
Read More...

ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମୁରିବାହାଲ ତହସିଲ୍‌ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ହେମଲେଟ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ତଥା ରେକର୍ଡ କିପର୍‌ ହେମଲେଟ୍‌ ବାର୍ଲା । ସୂଚନା ଅନୁସାରେ ୨୦୧୯ରେ ମ୍ୟୁଟେସନ୍‌ କେସ୍‌ ପଂଜିକୃତ ହୋଇଥିବା ବେଳେ ଅଭିଯୋଗକାରୀ
Read More...

ଗ୍ରୀସ୍ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତି

ନୂଆଦିଲ୍ଲୀ, (ପିଆଇବି) : ମହାମହିମ, ପ୍ରଧାନମନ୍ତ୍ରୀ ମିତ୍ସୋ-ତାକିସ୍,ଉଭୟ ଦେଶର ପ୍ରତିନିଧିମଣ୍ଡଳୀ,ମିଡିଆ ବନ୍ଧୁଗଣ, ନମସ୍କାର !ପ୍ରଧାନମନ୍ତ୍ରୀ ମିତସୋ-ତାକିସ୍ ଏବଂ ତାଙ୍କ ପ୍ରତିନିଧି ଦଳକୁ ଭାରତରେ ସ୍ୱାଗତ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ଗତବର୍ଷ ଗ୍ରୀସ୍ ଗସ୍ତ ପରେ ତାଙ୍କର
Read More...

ବେଲଘରରେ ଦୁଇ ଦିନିଆ ଡିମ୍ବୁଲି ମହୋତ୍ସବ ଉଦ୍‌ଯାପିତ : ୫ ଜିଲ୍ଲାରୁ ୨୦ ହଜାରରୁ ଅଧିକ କନ୍ଧ ଆଦିବାସୀଙ୍କ ସମାଗମ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବେଲଘର ନିକଟସ୍ଥ ଡିମ୍ବୁଲି ପାହାଡ ପାଦଦେଶ ତରଗାବାଲିଠାରେ ଡିମ୍ବୁଲି ମହୋତ୍ସବ ସମାରୋହ ସମିତି ପକ୍ଷରୁ ଡିମ୍ବୁଲି ମହୋତ୍ସବ ୨୦୨୪ ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ଉଦ୍‌ଯାପିତ ହୋଇଯାଇଛି ।
Read More...

ସମରେନ୍ଦ୍ରଙ୍କ ଯୁବ ସମ୍ବାଦ କାର୍ଯ୍ୟକ୍ରମ : ସାମିଲ ହେଲେ ୪ହଜାରରୁ ଅଧିକ ଯୁବକ ଯୁବତୀ

ଆମକୁ ଅନୁକମ୍ପା ନୁହେଁ ସ୍ୱାବଲମ୍ବୀ ହେବା ପାଇଁ ସୁଯୋଗ ଦରକାର : ସମରେନ୍ଦ୍ରସମାଜ ଓ ଶିକ୍ଷା ବ୍ୟବସ୍ଥାକୁ ଦୁଇ ଭାଗ କରିବା ଏ ସରକାରର ଏକ ବଡ ଶଡଯନ୍ତ୍ରନୂଆ ଓକୁ ନୂଆଁ ଜିରୋ ବୋଲି କଟାକ୍ଷ କଲେ ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମରେନ୍ଦ୍ରଙ୍କ ଯୁବ ସମ୍ବାଦ କାର୍ଯ୍ୟକ୍ରମରେ
Read More...

ସନ୍ଥ ଶିରୋମଣି ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ସନ୍ଥ ଶିରୋମଣି ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜଜୀ ସମାଧି ଲାଭ କରି ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ତାଙ୍କ ଜୀବନ ହେଉଛି ଗଭୀର ଜ୍ଞାନ, ଅସୀମ କରୁଣା ଏବଂ ମାନବିକତାର ଉନ୍ନତି ପାଇଁ ଅତୁଟ ପ୍ରତିବଦ୍ଧତାରେ ପରିପୂର୍ଣ୍ଣ । ମୁଁ ଅନେକ ଥର ତାଙ୍କ
Read More...

ଭକ୍ତ ଶିରୋମଣି ଦାସିଆଙ୍କ ମହାପ୍ରୟାଣ ଦିବସ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପୁରୀ ଜିଲ୍ଲାର ବାଲିଗ୍ରାମଠାରେ ପବିତ୍ର ମାଘ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରୟାଣ ଦିବସ ମହାସମାରୋହରେ ଭକ୍ତଦାସିଆ ସ୍ମୃତି କମିଟି ଆନୁକୂଲ୍ୟରେ ପାଳିତ ହୋଇଯାଇଅଛି । ଏହି
Read More...

କନ୍ୟା ସନ୍ତାନମାନଙ୍କ ସମାନତା ଓ ଶିକ୍ଷା ନିମନ୍ତେ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ହରିଶଙ୍କର ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ତରଫରୁ କନ୍ୟା ସନ୍ତାନମାନଙ୍କ ସମାନତା ଓ ଶିକ୍ଷା ନିମନ୍ତେ ନିରନ୍ତର ଗତିଶୀଳତା ଜାରି ରଖିବା ପାଇଁ ଧାର୍ମିକ ମୁଖିଆ,
Read More...