Daily Archives

ବାଇକ୍‌ରୁ ପଡ଼ି ୨ ସାଙ୍ଗ ଗୁରୁତର, ବିବିଏମ୍‌ସିଏଚ୍‌ରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଇକ୍‌ରୁ ପଡ଼ି ୨ ସାଙ୍ଗ ଗୁରୁତର ହୋଇପଡ଼ିଥିବା ବେଳେ ଦୁହିଁଙ୍କୁ ବିବିଏମ୍‌ସିଏଚ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପୁଇଁତଲା ଥାନା ରଣ୍ଡା ଗାଁର ଦୁଇଜଣ ସାଙ୍ଗ ସୁରେଶ ବୁଡେ଼କ(୨୩) ଓ ରବି ବେହେରା(୨୨) ଅନ୍ୟ ଜଣେ ସାଂଗଙ୍କୁ
Read More...

ଖଲ୍ଲିକୋଟ ରାଣୀସାହେବାଙ୍କ ଶେଷକୃତ୍ୟ ସମ୍ପନ୍ନ

କ୍ରନ୍ଦନର ରୋଳରେ ଖଲ୍ଲିକୋଟଗଡ଼ ଶୋକାଭିଭୂତ ହୋଇଉଠିଥିଲା ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଖଲ୍ଲିକୋଟ ରାଣୀସାହେବା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର ରବିବାର ପ୍ରାତଃରେ ଖଲ୍ଲିକୋଟ ନଗରୀରେ ପହଞ୍ଚିବା ପରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବହୁ
Read More...

ପଙ୍ଖାରେ ଶାଢ଼ୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅଞ୍ଚଳ ଡ଼ଙ୍ଗାବାହାଲ ଗ୍ରାମରେ ଜଣେ ଯୁବକ ପଙ୍ଖାରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ଯୁବକଙ୍କ ନାମ କୁଶ ଦୀପ (୨୯) ଗ୍ରାମ ଡ଼ଙ୍ଗାବାହାଲ ବୋଲି ଜଣାପଡିଛି । ପ୍ରକାଶ ଯେ, ଏହି ଫାଣ୍ଡି ଅଧୀନ
Read More...

ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ବଡ଼ମାଳ ଅଞ୍ଚଳରେ ସାମାନ୍ୟ ବଚସାକୁ ନେଇ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ଆକ୍ରମଣ ଅଭିଯୋଗରେ ଯୌତୁକ ପ୍ରଧାନ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଥାନା କେସ ନଂ ୬୧/୨୪ରେ ଏକ ମାମଲା ରୁଜୁ
Read More...

ଶିଶକେଲା ଓ କଅସର ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଶିଶକେଲା ଓ କଅସର ପଂଚାୟତର ଖେଳପଡିଆଠାରେ ରବିବାର ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଂଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରପଞ୍ଚ ହେମକାନ୍ତି ସାହୁଙ୍କ ତତ୍ୱାବଧାନରେ ସଇଁତଲା ବିଡ଼ିଓ ବିନୟ
Read More...

ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୩ରୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିସିଏଫ୍‌ଏ କଲେଜଛକ ବଲାଙ୍ଗିର ଆନୁକୁଲ୍ୟରେ ଆସନ୍ତା ୧୩ ତାରିଖ ମଙ୍ଗଳବାରଠାରୁ ସ୍ଥାନୀୟ ମିଶନ ହାଇସ୍କୁଲ ପଡିଆଠାରେ ଦ୍ୱିତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ସିସିଏଫ୍‌ଏ ବଲାଙ୍ଗିର ସଭାପତି ସୁରେନ୍ଦ୍ର ନାଗଙ୍କ ଅଧ୍ୟକ୍ଷତାରେ
Read More...

ବିଧାନସଭା ଶେଷ ଅଧିବେଶନ ପରେ ବଲାଙ୍ଗିର ଫେରିଲେ ନରସିଂହ

ସାଧାରଣ ଜନତା ଓ ଦଳିତ କର୍ମକର୍ତ୍ତା ଦେଲେ ଭାବବିହ୍ୱଳ ସମ୍ବର୍ଦ୍ଧନାବଂଚି ଥିବା ଯାଏଁ ଲୋକଙ୍କ ସେବା ପ୍ରଦାନ କରିବା ପାଇଁ ଦେଲେ ପ୍ରତିଶୃତି ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନ ୫ଟାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ରାଜନୈତିକ ଜୀବନର ଶେଷ ବିଧାନସଭା ଅଧିବେଶନ ସାରି
Read More...

ମୋବାଇଲ ଚାର୍ଜ କଲା ବେଳେ ବିଦ୍ୟୁତ ଆଘାତ ଲାଗି ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିକଟସ୍ଥ ସତିଘାଟ ଗ୍ରାମର କୈଳାସ ଜାନି ନାମକ ଜଣେ ଯୁବକ ମୁରିବାହାଲ ବ୍ଲକ ଯୁଗିରତା ଗ୍ରାମକୁ ନିଜର ଏକ ହୋଟେଲ ତିଆରି କରିବା ପାଇଁ ଅନ୍ୟ କିଛି ଲୋକଙ୍କୁ ନେଇ ସେଠାରେ ରହି ନିର୍ମାଣ କାମ କରୁଥିଲେ । ସେ ମୋବାଇଲ ଚାର୍ଜ କରିବା ବେଳେ ତାଙ୍କୁ
Read More...

ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଦ୍‌ଯାପିତ : କଣ୍ଟାବାଞ୍ଜି ରେଡ ବିଜେତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମଠାରେ ଓଡିଶା କ୍ରିକେଟ ଏସୋସିଏସନ୍‌ ଓ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଆଜିର ଏହି ଫାଇନାଲ ମ୍ୟାଚ୍‌ଟି ୪୦ ଓଭର ବିଶିଷ୍ଟ ହୋଇଥିଲା । ବଲାଙ୍ଗିର ଗ୍ରୀନ ଦଳ ଟସ୍‌ ଜିଣି
Read More...

ଟିଟିଲାଗଡ଼ ନିକଟସ୍ଥ ଲୁଥୁରବନ୍ଧ ଗ୍ରାମରେ ବିଜେପି ପକ୍ଷରୁ ଗାଁ କୁ ଗାଁ ଚାଲ ଓ ବୁଥସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଭାରତୀୟ ଜନତା ପାର୍ଟି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୁଥୁରବନ୍ଧ ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଲୁଥୁରବନ୍ଧ ଗୋଚର ପଡ଼ିଆଠାରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ କୁମାର ଜୈନଙ୍କ ନେତୃତ୍ଵରେ କର୍ମୀ ସମ୍ମିଳନୀ ସହିତ
Read More...