Yearly Archives

2023

ସିଜିମାଳି ଖଣି ପ୍ରଭାବିତ ଅଞ୍ଚଳରେ ପଲ୍ଲୀସଭା ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ରାୟଗଡା ଓ କଳାହାଣ୍ଡି ସୀମାନ୍ତରେ ଥିବା ସିଜିମାଳି ଖଣି ଖନନ ନିମନ୍ତେ ଜଙ୍ଗଲ ଜମି କିସମ ପରିବର୍ତ୍ତନ ପାଇଁ ପଲ୍ଲୀସଭା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିଲା । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଲାମ ପଦର ପଞ୍ଚାୟତର ତିଜମାଳି ଓ ଚୁଲବାଡି…
Read More...

“ହବସ” ଚଳଚ୍ଚିତ୍ରକୁ ପାଞ୍ଚଟି ବିଭାଗରେ ଶ୍ରେଷ୍ଠ ମାନ୍ୟତା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିଆର ଇଣ୍ଟରନେସନାଲ ଫିଲ୍ମ ପ୍ରଡକ୍ସନ୍‌ ଓ ଲେନ୍ସ ଫେମ୍‌ ଇଣ୍ଟରନେସ୍‌ନାଲ ଫିଲ୍ମ ଫେଷ୍ଟିଭାଲ -୨୦୨୩, ମୁମ୍ବାଇ (ମହାରାଷ୍ଟ୍ର)ର ମିଳିତ ଆୟୋଜନରେ ହୋଇଥିବା ଆନ୍ତର୍ଜାତୀୟ ଚଳଚିତ୍ର ସମାରୋହରେ ପରଭାଫୋକ୍‌ ଅନୁଷ୍ଠାନ, କୁଟେନପାଲି, ବଲାଙ୍ଗିର ୟୁଟ୍ୟୁବ…
Read More...

ବାର୍ଥଡେ କ୍ୟାଣ୍ଡେଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ୬ ଶ୍ରମିକ ଜୀବନ୍ତ ଦଗ୍ଧ

ମୁମ୍ବାଇ : ମହାରାଷ୍ଟ୍ରର ପୁଣେରେ ଥିବା ଏକ କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ । ନିଆଁ ଏତେ ଭୟାନକ ଥିଲା ଯେ ଭତରକୁ ଯିବା ଅସମ୍ଭବ ଥିଲା । ଅଗ୍ନିକାଣ୍ଡ ଯୋଗୁଁ ୬ ଜଣ ଶ୍ରମିକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ପୁଣେର ପିମ୍ପରି ଚିଞ୍ଚୱାଡ ସହରରେ ଏହି ଘଟଣା ଘଟିଛି। ପିମ୍ପରି ଚିଞ୍ଚୱାଡର…
Read More...

ଶୌଚ ପାଇଁ ଯିବାବେଳେ ଭାଲୁ ଆକ୍ରମଣରେ ଜଣେ ମୃତ

ନବରଙ୍ଗପୁର : ଶୌଚ ପାଇଁ ଯିବାବେଳେ ଭାଲୁ ଆକ୍ରମଣରେ ଜଣେକ ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କ ନାଁ ବ୍ରିଜେଶ ଦ୍ଵିବେଦୀ । ନବରଙ୍ଗପୁର ଵ୍ଳକ ଭତରାସିଉନି ପଞ୍ଚାୟତ ଦେଇ ଯାଇଥିବା ଭାରତମାଳା ପ୍ରକଳ୍ପର ରାୟପୁର-ବିଶାଖାପାଟଣମ ନିର୍ମାଣଧିନ ଜାତୀୟ ରାଜପଥରେ ପେଟି ଠିକାଦାର ଭାବେ ନିୟୋଜିତ…
Read More...

ପୁରୀ ଗସ୍ତରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍

ପୁରୀ : ପୁରୀରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ । ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଥିଲେ । ଏହି ଗସ୍ତ ଅବସରରେ ପୁରୀ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
Read More...

ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ଅଷ୍ଟମ ସନ୍ଧ୍ୟା : ଆମେ ନାଟୁଆ ତରଫରୁ ନାଟକ ମହାଶୂନ୍ୟ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଅଷ୍ଟମ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ଆମେ ନାଟୁଆ ତରଫରୁ ନାଟକ ମହାଶୂନ୍ୟ ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ନାଟ୍ୟକାର ଗଙ୍ଗାଧର ଜେନା ରଚନା ଓ ନିର୍ଦ୍ଦେଶନା ଦେଇଥିଲେ । ଏହି ନାଟକରେ…
Read More...

ଆର୍ମି ଯବାନ ହତ୍ୟାକାଣ୍ଡ ରହସ୍ୟର ଫର୍ଦ୍ଦାଫାସ କଲା ଗଞ୍ଜାମ ପୋଲିସ : ହତ୍ୟାକାଣ୍ଡ ସମ୍ପୃକ୍ତିରେ ୫ଜଣ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଚମାଖଣ୍ଡି ଥାନା ଅନ୍ତର୍ଗତ ଛତ୍ରପୁର ବ୍ଲକ କାଳୀପଲ୍ଲୀ ଗ୍ରାମର ମାଟିର ମାଆ ପାଇଁ ସେବାରେ ନିୟୋଜିତ ଆର୍ମି ଯବାନ ଜେ.ଦିଲେଶ୍ୱର ପାତ୍ର ହତ୍ୟାକାଣ୍ଡର ରହସ୍ୟ ଶୁକ୍ରବାର ସନ୍ଧ୍ୟାରେ ଫର୍ଦ୍ଦାଫାସ କରିଛି ଗଞ୍ଜାମ ପୋଲିସ ପ୍ରଶାସନ ।…
Read More...

ଆଜି ଚତୁର୍ଥ ଦିନରେ ବଲାଙ୍ଗିର ସୁଦପଡ଼ା ମଦଭାଟିରେ ଚାଲିଛି ଆଇଟି ଚଢାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଚତୁର୍ଥ ଦିନରେ ବଲାଙ୍ଗିର ସୁଦପଡ଼ା ମଦଭାଟିରେ ଚାଲିଛି ଆଇଟି ଚଢାଉ । ବ୍ୟାଙ୍କରେ ଗଣା ଚାଲିଛି ଟଙ୍କା । ଏପଟେ ଜାରି ରହିଛି ଚଢାଉ । ୫ଟି ଇନୋଭା ଗାଡିରେ ଆସି ଆଇଟି ଅଧିକାରୀମାନେ ସୁଦପଡ଼ା ମଦଭାଟିରେ ଡେରା ପକାଇଛନ୍ତି । ପ୍ରଥମେ ଟ୍ରକ୍‌ରେ ବଲାଙ୍ଗିର…
Read More...

ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦ୍‌ଘାଟନ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଙ୍କୁ ବେଣ୍ଡବାଜା ସହ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା । ଅଧ୍ୟକ୍ଷ…
Read More...

ତୁରେକେଲା ବ୍ଲକରେ କେନ୍ଦ୍ର ସରକାରଙ୍କ ଆମ ସଂକଳ୍ପ ବିକଶିତ ଭାରତ ରଥର ଶୁଭାରମ୍ଭ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକରେ କେନ୍ଦ୍ର ସରକାରଙ୍କ ଆମ ସଂକଳ୍ପ ବିକଶିତ ଭାରତ ରଥ ପରିକ୍ରମା ଶୁକ୍ରବାର ଦିନ କରିଛି । ପ୍ରଥମ ପର୍ଯ୍ୟାୟରେ ବ୍ଲକର ଝରଣି ଓ ତୁରେକେଲା ସଦର ପଂଚାୟତରେ ପରିକ୍ରମା କରିଛି । ଏହି ରଥ କେନ୍ଦ୍ର ସରକାରଙ୍କ ବିଭିନ୍ନ ସରକାରୀ…
Read More...