Yearly Archives

2023

ବଲାଙ୍ଗିରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତର ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏହି ଲୋକ ଅଦାଲତରେ ଜିଲ୍ଲା ନ୍ୟାୟାଧିଶ ଲଲାଟେନ୍ଦୁ ଜେନା, ବିକ୍ରମ…
Read More...

୪୦ଟି ବ୍ୟାଗରୁ ବାହାରିଛି ୪୬ କୋଟି ଟଙ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ୪୦ଟି ବ୍ୟାଗରୁ ବାହାରିଛି ୪୬ କୋଟି ଟଙ୍କା । ସମୁଦାୟ ୧୭୬ଟି ଟଙ୍କା ବ୍ୟାଗ୍‌ ବଲାଙ୍ଗିର ସୁଦପଡ଼ା ମଦଭାଟିରୁ ଆଇଟି ବିଭାଗ ଜବତ କରିଥିବା ବେଳେ ଏହାର ପରିମାଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ । ଆଜି ଟଙ୍କା ଗଣିବା ପାଇଁ ବଲାଙ୍ଗିର ଏସ୍‌ବିଆଇ…
Read More...

ବ୍ରହ୍ମଗିରି ରେଞ୍ଜ ଅଞ୍ଚଳରୁ ୧୪ ବିଦେଶାଗତ ମୃତ ପକ୍ଷୀ ଜବତ

ବ୍ରହ୍ମଗିରି : ପ୍ରତିବର୍ଷ ଭଳି ଚଳିତ ବର୍ଷ ଶୀତ ଋତୁରେ ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳିଲାଣି । ଚିଲିକା ସହିତ ଚିଲିକା ଉପକୂଳ ବିଲ ଏବଂ ଜଳାଶୟମାନଙ୍କରେ ପକ୍ଷୀ ଆସି ଖାଦ୍ୟ ସଂଗ୍ରହ କରିଥାନ୍ତି । ବିଦେଶାଗତ ପକ୍ଷୀଙ୍କ ଆଗମନ ଦେଖି ପକ୍ଷୀ ଶିକାରୀ ମଧ୍ୟ ସକ୍ରିୟ…
Read More...

୩ବସ୍ତା ଗଞ୍ଜେଇ ସହ ଜଣେ ଗିରଫ

କଳାହାଣ୍ଡି : ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ । ୩ ବସ୍ତା ଗଞ୍ଜେଇ ଜବତ ସହ ଜଣେ ଗିରଫ । ସୂଚନାଯୋଗ୍ୟ ଯେ ଶନିବାର ସକାଳେ ମୋହନଗିରିରୁ ମଦନପୁର ରାମପୁରକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ବିଶ୍ୱସ୍ତ ସୂତ୍ରରୁ ପାଇବା ପରେ ତୁଜୁଙ୍ଗ ନିକଟରେ ଅବକାରୀ ବିଭାଗ ଚଢ଼ାଉ କରିଥିଲେ ।…
Read More...

ଜୟପାଟଣାଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା କୋର୍ଟ ପରିସର ମଧ୍ୟରେ ତାଳୁକ୍‌ ଆଇନ ସେବା ସମିତି ଜୟପାଟଣା ଆନୁକୁଲ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିତେନ୍ଦ୍ରିୟ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ଅଦାଲତରେ ତିନୋଟି ଦେୱାନୀ ମୋକଦ୍ଦମା, କୋଡ଼ିଏଟି…
Read More...

ଅର୍କେଶ ଓ ଲକ୍ଷ୍ମଣଙ୍କୁ ଧରି ଭୀମଡୁଙ୍ଗୁରୀ ପରିଦର୍ଶନ କଲେ ରାଜ୍ୟ ପର୍ଯ୍ୟଟନମନ୍ତ୍ରୀ : ସରକାର ଦେଇଥିବା ୭କୋଟି ଟଙ୍କା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାକୁ ରାଜ୍ୟ ଅବକାରୀ, ପର୍ଯ୍ୟଟନ ଓ ଭାଷାସାହିତ୍ୟ ବିଭାଗର ମନ୍ତ୍ରୀ ଅଶ୍ୱିନୀକୁମାର ପାତ୍ରଙ୍କ ଦିନିକିଆ ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ସେ ଆଜି ପ୍ରଥମେ ବଲାଙ୍ଗିର ସହରର ସମଲେଶ୍ୱରୀ ଓ ପାଟଣେଶ୍ୱରୀ ମନ୍ଦିର ପରିଦର୍ଶନ ପରେ ଦେଓଗାଁ…
Read More...

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ “ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା” ପଞ୍ଚମ ଦିବସରେ ପାରମ୍ପରିକ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ “ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା” କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ଶୋଭେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କର କ୍ରୀଡା ଓ…
Read More...

ବିଏସ୍‌ଏଚ୍‌ ଦଳ ପକ୍ଷରୁ ହଷ୍ଟେଲ ଛାତ୍ରୀମାନଙ୍କୁ ଶୁଖିଲା ଖାଦ୍ୟ, ଖାତା କଲମ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ କସ୍ତୁରବା ଗାନ୍ଧୀ ବାଳିକା ହଷ୍ଟେଲଠାରେ ବିଏସ୍ଏଚ୍‌ ଦଳ ତରଫରୁ ଶତାଧିକ ଛାତ୍ରୀମାନଙ୍କୁ ଶୁଖିଲା ଖାଦ୍ୟ, ଖାତା କଲମ ବଣ୍ଟନ କରାଯାଇଛି । ଏହି ସଭା କାର୍ଯ୍ୟ ବିଏସ୍‌ଏଚ୍‌ର ବରିଷ୍ଠ କର୍ମକର୍ତ୍ତା…
Read More...

ଜିଲ୍ଲାସ୍ତରୀୟ ବିଜ୍ଞାନମେଳାର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ (ଆଦିବାସୀ କଲ୍ୟାଣ ବିଭାଗ) ପରିସରରେ ବରଗଡ଼ ଜିଲ୍ଲାସ୍ତରୀୟ ବିଜ୍ଞାନମେଳାର ପ୍ରସ୍ତୁତି ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅତିରିକ୍ତ ଜିଲ୍ଲା…
Read More...

ଟିଟିଲାଗଡରେ ଆୟକର ବିଭାଗର ହୋଇଥିବା ଚଢଉରେ ମିଳିଛି ୧୧ କୋଟି ଟଙ୍କା : ସୂଚନା ଦେଲେ ଏସ୍‌ବିଆଇ ଉପ ମହାପ୍ରବନ୍ଧକ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟରେ ହଟ ଚମଟ ସୃଷ୍ଟି କରିଥିବା ମଦ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢଉ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଦିନକୁ ଦିନ ଚଢ଼ାଉ ଟଙ୍କା ପରିମାଣ ଜାଣି ଲୋକେ ହତବାକ ହେଉଛନ୍ତି । ରାଜ୍ୟର ୮୪ଟି ସ୍ଥାନରେ ଆୟକର ବିଭାଗର ଚଢଉ କରାଯାଇଥିବା ବେଳେ…
Read More...