ମାଛ ଧରିବାକୁ ପୋଖରୀ ଶୁଖାଇବା ବେଳେ ନରକଙ୍କାଳ ଉଦ୍ଧାର
ଜଳେଶ୍ଵର : ବାଲେଶ୍ଵର ଜିଲ୍ଲା ସିଂଲା ଥାନା ପାଣିଶୁଳିଆ ଦୁରୁଣ୍ଡି ଖାଲରୁ ଏକ ନରକଙ୍କାଳ ଉଦ୍ଧାର ହୋଇଥିବା ଜଣାପଡିଛି । ଗାଁ ପୋଖରୀରୁ ବସ୍ତାରେ ଭର୍ତ୍ତି ହୋଇଥିବା ନରକଙ୍କାଳ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ ଯେ, ଶନିବାର ସକାଳେ ବାଲେଶ୍ଵର ଜିଲ୍ଲା ସିଂଲା ଥାନା ପାଣିଶୁଳିଆ ଗ୍ରାମର!-->…
Read More...
Read More...