ଭିଜିଲାନ୍ସ ଜାଲରେ ଚଣ୍ଡୀଗାଁ ସେବା ସମବାୟ ସମିତି ସମ୍ପାଦକ ତପନ ନାୟକ
ଭଦ୍ରକ : ଜଣେ ଚାଷୀଙ୍କ ଧାନ କିଣିବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଭଦ୍ରକ ଜିଲ୍ଲା ଚଣ୍ଡୀଗାଁ ସେବା ସମବାୟ ସମିତିର ସମ୍ପାଦକ ତପନ ନାୟକ । ୯ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା ଅନୁସାରେ ଚଣ୍ଡୀଗାଁର ଚାଷୀ ଶ୍ରୀଧର ସାମଲ!-->…
Read More...
Read More...