Yearly Archives

2023

ଜେବିବିଏସ୍‌ଏନ୍‌ରେ ଆନ୍ତର୍ଜାତୀୟ ଡାଉନ୍ ସିଣ୍ଡ୍ରୋମ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଜଗତବନ୍ଧୁ ବିଶ୍ଵ ଭାରତୀ ଶିକ୍ଷ୍ୟା ନିକେତନ ସ୍ଵତନ୍ତ୍ର ତାଲିମ କେନ୍ଦ୍ରରେ ମଙ୍ଗଳବାର ଦିନ ଆନ୍ତର୍ଜାତୀୟ ଡାଉନ୍ ସିଣ୍ଡ୍ରୋମ ଦିବସ ପାଳନ ହୋଇଯାଇଛି । ଅଧ୍ୟକ୍ଷ ଡ. ସୁଧାଂଶୁ ଭୂଷଣ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା : ଜନ ସାଧାରଣରେ ଅସନ୍ତୋଷ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରୁ କିଛି ଦୂରରେ ଗଢି ଉଠିଥିବା ସାତ ମହଲା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆରମ୍ଭ ହେବା ଦିନଠୁ କିଛିନା କିଛି ଅବ୍ୟବସ୍ଥା ଲାଗି ରହୁଛି । ସରକାରଙ୍କ ତରଫରୁ ସମସ୍ତ ଆନୁଷଙ୍ଗିକ ଉପକରଣ ଯୋଗାଇ ଦେଉଥିଲେ ସୁଦ୍ଧା ବିଭାଗୀୟ କର୍ମଚାରୀଙ୍କ
Read More...

ବସନ୍ତ ସମାରୋହର ତୃତୀୟ ସଂଧ୍ୟା

ମ୍ୟୁଜିକ ସର୍କଲ ରାଉରକେଲାର ସାଂସ୍କୃତିକ ପରିବେଶକୁ ପରିପୃଷ୍ଟ କରିଛି ରାଉରକେଲା, (ସସ୍ମିତା ପ୍ରଧାନ) : ବସନ୍ତ ଏକ ଚେତନା । ଜୀବନକୁ ଆନନ୍ଦମୟ କରିବାର ଏକ ମାଧ୍ୟମ । ମ୍ୟୁଜିକ ସର୍କଲ ରାଉରକେଲାର ସାଂସ୍କୃତିକ ପରିବେଶକୁ ପରିପୃଷ୍ଟ କରିଛି । ମ୍ୟୁଜିକ ସର୍କଲ ଆୟୋଜିତ ବସନ୍ତ ସମାରୋହର
Read More...

ବଙ୍ଗୋମୁଣ୍ଡା ଆମ୍ବେଦକର ଛକରେ ଶୌଚାଳୟ ନିର୍ମାଣ ଦାବୀ ନେଇ ଧାରଣା

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଗୋପାଳପୁର - ରାୟପୁର ୫୯ ନଂ ଜାତୀୟ ରାଜପଥର ବଙ୍ଗୋମୁଣ୍ଡା ଆମ୍ବେଦକର ଛକରେ ଏକ ଶୌଚାଳୟ ନିର୍ମାଣ ଦାବୀ ନେଇ ରାସ୍ତା ଉପରେ ଧାରଣା ଦିଆଯାଇଛି । ସ୍ଥାନୀୟ ସାମାଜିକ କର୍ମୀ ଚକ୍ରଧର ଜାନୀଙ୍କ ନେତୃତ୍ଵରେ ସ୍ଥାନୀୟ ଲୋକେ ଆମ୍ବେଦକର ଛକ ଉପରେ ଧାରଣାରେ
Read More...

ବଲାଙ୍ଗିର ସହରର ଡେଲି ମାର୍କେଟଠାରେ ବାଇକ୍ ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆପଣ ଡେଲି ମାର୍କେଟକୁ ବଜାର କରିବା ପାଇଁ ଆସୁଛନ୍ତି କି ? ଯଦି ଆସୁଛନ୍ତି ତା'ହେଲେ ହୋଇଯାଆନ୍ତୁ ସାବଧାନ । ଡେଲି ମାର୍କେଟକୁ ବଜାର କରିବା ପାଇଁ ଆସି ଆଜି ଜଣେ ବ୍ୟକ୍ତି ତାଙ୍କ ବାଇକ୍‌ ହଜି ଯାଇଥିବା ନେଇ ବଲାଙ୍ଗିର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି
Read More...

ଆନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ଭିଜନ ୨୦୩୬ ଆଲୋଚନାଚକ୍ର

ପ୍ରଥମ ବିଶ୍ୱ ଓଡ଼ିଆ ସ୍ଵାଭିମାନ ସମ୍ମିଳନୀ ଆୟୋଜନ ନେଇ ଆଲୋଚନା ରାଉରକେଲା, (ସସ୍ମିତା ପ୍ରଧାନ) : ଦଳମତ, ସଂଗଠନ ଓ ଆଞ୍ଚଳିକ ଭେଦଭାବ ଭୁଲି ବିଶ୍ୱରେ ପ୍ରତି କୋଣରେ ଥିବା ସମସ୍ତ ଓଡିଶାବାସୀ ମିଳିମିଶି, ମାଟି ମା' ମାତୃଭାଷା ନିମନ୍ତେ କାର୍ଯ୍ୟ କଲେ ବିଶ୍ଵ ଦରବାରରେ ଓଡିଶା ସ୍ଵତନ୍ତ୍ର
Read More...

ସୌନ୍ଦର୍ଯ୍ୟକରଣ ନାଁରେ କୋଟି କୋଟି ଟଙ୍କା ବ୍ୟୟ କାହା ସ୍ୱାର୍ଥରେ : ରବି ରଥ

ବ୍ରହ୍ମପୁରବାସୀଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ବିଇଏମ୍‌ସି ବିଫଳ : ରବି ରଥ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସୌନ୍ଦର୍ଯ୍ୟକରଣ ନାଁରେ ବିଇଏମ୍‌ସି କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ବ୍ରହ୍ମପୁରବାସୀଙ୍କୁ ମୌଳିକ ସମସ୍ୟା ସମାଧାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବରିଷ୍ଠ
Read More...

ବଲାଙ୍ଗିର ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ

– ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୋଷ୍ଠୀ ସହଭାଗିତା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଭୀମ ଭୋଇ ମେଡିକାଲ କଲେଜ ପ୍ରେକ୍ଷାଳୟଠାରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ବଲାଙ୍ଗିର ଜିଲ୍ଲାର ଜାମପଦର ଗାଁଠାରେ ଗଛର ଡାଳ ପଡି ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଜାମପଦର ଗାଁଠାରେ ଗଛର ଡାଳ ପଡି ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ ହେଲେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜାମପଦର ଗାଁର ନରହରି ହତୀ(୪୩) । ସୂଚନା
Read More...

ଦାଦନ ଖଟିବାକୁ ଯାଇ ଫେରିଲେ ଶବ ହୋଇ

କଳାହାଣ୍ଡି, (ପ୍ରଦିପ କୁମାର ସାହୁ) : ରାଜ୍ୟରେ ଦାଦନ ଶ୍ରମିକ ସମସ୍ୟା ଦିନକୁ ଦିନ ବଢି ଚାଲିଛି ସିନା ଥମିବାର ନାଁ ଧରୁନାହିଁ । କିଏ ଶବ ହୋଇ ଫେରିଛନ୍ତି ତ' ଆଉ କାହାର ଶବକୁ ଅନ୍ୟ ରାଜ୍ୟରେ ଅର୍ଥ ଅଭାବରୁ ଅନ୍ତିମ ସଂସ୍କାର କରାଯାଉଛି । ଏଭଲି ଏକ ହୃଦୟ ବିଦାରକ ଅଘଟଣ ଦେଖିବାକୁ ମିଳିଛି
Read More...