ବିଲେଇସର୍ଡା ଗ୍ରାମରେ ବିମଲେଇ ମହୋତ୍ସବ ଉଦ୍ଯାପିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଲେଇସର୍ଡା ଗ୍ରାମର ମିନି ଷ୍ଟାଡିୟମଠାରେ ବିଗତ ତିନି ଦିନ ଧରି ଚାଲିଥିବା ପ୍ରଥମ ବିମଲେଇ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ବିମଲେଇ ମହୋତ୍ସବର ସଭାପତି ଭରତ ଭୂଷଣ ପ୍ରଧାନ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପରିଷଦ!-->…
Read More...
Read More...