ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ
ପୁରୀ : ପୁରୀ ରେଳ ଷ୍ଟେସନରେ ଅଘଟଣ । ୧୫୪୨୪୨ ନଂ ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ମାଳତୀପାଟପୁରରୁ ପୁରୀ ଆସିବା ବେଳେ ଏହି ଅଘଟଣ ଘଟିଛି । ସଟିଂ କରୁଥିବା ବେଳେ ଦୁଇଟି କୋଚ ଲାଇନଚ୍ୟୁତ ହୋଇଥିଲା । ପୁରୀ-ଗୁଣୁପୁର!-->…
Read More...
Read More...