ଅବସରପ୍ରାପ୍ତ ଶିକ୍ଷକ ଭଗବାନ ନାଏକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ପାଟଣାଗଡ, (ସଦାଶିବ ସରାଫ) : ପାଟଣାଗଡ ଶିକ୍ଷକ ଭବନଠାରେ ଅବସରପ୍ରାପ୍ତ ଶିକ୍ଷକ ଭଗବାନ ନାଏକଙ୍କୁ ୨୦୦୧ ମସିହାରେ ନିଯୁକ୍ତ ଶିକ୍ଷକମାନଙ୍କ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ୨୦୦୧ ମସିହାରେ ନିଯୁକ୍ତ ଭଗବାନ ନାଏକ ଜଣେ ଆଦର୍ଶ ଓ ଛାତ୍ର ବତ୍ସଳ ଶିକ୍ଷକ ଅଟନ୍ତି । ଉଲବା!-->…
Read More...
Read More...