୮୮ତମ ଉତ୍କଳ ଦିବସ ପାଳନ ଓ ନୂତନ ଶିକ୍ଷାବର୍ଷରକୁ ସ୍ୱାଗତ କାର୍ଯ୍ୟକ୍ରମ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହା ସହିତ ନୂତନ ଶିକ୍ଷାବର୍ଷ ୨୦୨୩-୨୪କୁ ସ୍ୱାଗତ କରାଯାଇ ଶିଶୁ ଓ ଅଭିଭାବକଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।!-->…
Read More...
Read More...