Yearly Archives

2023

କୃତି ଶିକ୍ଷକ ଦ୍ୱାଦଶ ପ୍ରଧାନଙ୍କୁ ରାଜ୍ୟ ପୁରସ୍କାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ୮୮ତମ ଓଡ଼ିଶା ଦିବସ ତଥା ବରଗଡ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ବିଦ୍ୟାଳୟ ଓ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନଙ୍କୁ ରାଜ୍ୟ
Read More...

ବିଜେଡି ପକ୍ଷରୁ ସମ୍ବାଦିକ ସମ୍ମିଳନୀ : ଜାଲ୍‌ ସାର୍ଟିଫିକେଟ ର‍୍ୟାକେଟ ସହ ବିଜେଡିର କୌଣସି ସଂପୃକ୍ତି ନାହିଁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜାଲ୍ ସାର୍ଟିଫିକେଟ ଘଟଣାରେ ବିରୋଧୀ ଦଳମାନେ ବିଜେଡିର ସଂପୃକ୍ତି ଥିବା ଅଭିଯୋଗ କରିବା ସଂପୂର୍ଣ୍ଣ ଭିତ୍ତିହୀନ । ବିଭିନ୍ନ କାର୍ଯ୍ୟକ୍ରମର ଫଟୋ ଦେଖାଇ କୌଣସି ଘଟଣାରେ ସେହି ବ୍ୟକ୍ତି ସହ ରାଜନେତାଙ୍କ ସଂପୃକ୍ତି ଦାବୀ କରିବା ହାସ୍ୟାସ୍ପଦ । ଜାଲ୍
Read More...

ମହନିଲହରୁ ତୁରେକେଲା ରୋଡ୍‌ ରେଲୱେ ଷ୍ଟେସନକୁ ପକ୍କା ସଡକ ନିର୍ମାଣ ପାଇଁ ଦାବୀ

କଂଟାବାଂଜି, (ଗୁରୁଦୟାଲ ହଂସ) : ମହନିଲହରୁ ତୁରେକେଲା ରୋଡ୍‌ ରେଲୱେ ଷ୍ଟେସନକୁ ପକ୍କା ସଡକ ନିର୍ମାଣ ପାଇଁ ଦାବୀ ହୋଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ତୁରେକେଲା ସଦର ପଂଚାୟତର ମହନିଲହ ଗ୍ରାମରୁ ତୁରେକେଲା ରୋଡ୍‌ ରେଲୱେ ଷ୍ଟେସନକୁ ସଂଯୋଗ କରୁଥିବା ପଂଚାୟତ
Read More...

ଚର୍ଚ୍ଚାରେ କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜନୀତିରେ ପାଦ ଦେବାର ମାତ୍ର ଗୋଟାଏ ବର୍ଷ ହୋଇଛି ହେଲେ ତାଙ୍କୁ ନେଇ ଚର୍ଚ୍ଚା ଏବେ ଖୁବ୍ । ଏ ଚର୍ଚ୍ଚା କେବଳ ତାଙ୍କ ନିଷ୍ଠା, ପରିଶ୍ରମ ଓ କାମ ପାଇଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ନିଜ ଅଞ୍ଚଳରେ ତାଙ୍କର କାମ କରିବାର ଶୈଳୀ ଓ ଜନତା ସହ ସମ୍ପର୍କ
Read More...

ଆମ୍ବେଦକର ଜୟନ୍ତୀ ମହାସମାରୋହରେ ପାଳିତ ହେବ : ଦଳିତ ସମାଜ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ତରଫରୁ ଚଳିତ ବର୍ଷ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରାଯିବ ବୋଲି ସୂଚନା ଦିଆଯାଇଛି । ଏ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗେଟସୋରବରପଡା ସ୍ଥିତ ଆମ୍ବେଦକର କ୍ଲବଠାରେ ଗଣ୍ଡାବଜା ପତ୍ରିକାର
Read More...

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ସଦେଇପାଲି ଉତ୍ସବମୁଖର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ବଲାଙ୍ଗିର ସଦେଇପାଲି ଉତ୍ସବମୁଖର ହୋଇଉଠିଛି । ଗତ ୨୯ ତାରିଖ ଦିନ ଏଥିସକାଶେ କଳସ ଶୋଭାଯାତ୍ରାର ଆୟୋଜନ ହୋଇଥିବା ବେଳେ ସଦେଇପାଲିର ଆବାଳ ବୃଦ୍ଧ ବନିତା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ୩୦ ତାରିଖ ଦିନରୁ
Read More...

ଓକେସିଏଲ୍‌ ପକ୍ଷରୁ ଡିଜିଟାଲ ସାକ୍ଷରତା ସଚେତନତା ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ନଲେଜ କର୍ପୋରେସନ ଲିମିଟେଡ଼ (ଓକେସିଏଲ୍‌) ତରଫରୁ ରବିବାର ପୂର୍ବାହ୍ନରେ ଡେଲାଙ୍ଗ ଷ୍ଟେସନ ବଜାର ନିକଟସ୍ଥ ଆଞ୍ଚଳିକ ଦକ୍ଷତା ବିକାଶ ପ୍ରତିଷ୍ଠାନ ପରିସରରେ ଡିଜିଟାଲ ସାକ୍ଷରତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ
Read More...

ପୁଣି ଗୁହାଳରୁ ଗାଈକୁ ଟାଣି ନେଇ ଖାଇଲା ବାଘ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବେଲରଦନା ଗାଁରେ ବାଘ ଆତଙ୍କ । ଗତକାଲି ରାତିରେ କଲରାପତରିଆ ବାଘ ଗୁହାଳରୁ ଗାଈକୁ ଟାଣି ନେଇ ଖାଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ବେଲରଦନା ଗାଁର ଅର୍ଜୁନ ଧରୁଆଙ୍କ ଗାଈକୁ ଗୁହାଳରେ ବାନ୍ଧି ରଖିଥିଲେ । ଆଜି ସକାଳୁ ଉଠି
Read More...

ରେଳ ଟିକେଟ ବୁକିଂ ସେବା କେନ୍ଦ୍ର ଉଦ୍‌ଘାଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଶ୍ରୀରାମ ନବମୀ ଅବସରରେ କଣାସ ରୋଡ଼ ସନ୍ନିକଟ ଡେଲାଙ୍ଗ ବାୟାବଜାର ସ୍ଥିତ ମୁକ୍ତି କମ୍ୟୁନିକେସନ ପରିସରରେ ରେଳ ଯାତ୍ରୀଙ୍କ ପାଇଁ ଏକ ଟିକେଟ ବୁକିଂ ସେବା କେନ୍ଦ୍ର ଶୁଭ ଉଦ୍‌ଘାଟିତ ହୋଇଯାଇଛି । ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ଡିଭିଜନ
Read More...

ଟିଟିଲାଗଡ ସହରରେ ଯୁବ ମଦ୍ୟପଙ୍କ ଦୌରାତ୍ମ୍ୟ ବୃଦ୍ଧି : ଯୁବପିଢ଼ି ମଦ ପିଇବା ପାଇଁ ଟପୁଛନ୍ତି ସୀମା, ଘଟାଉଛନ୍ତି ଅପରାଧ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ସହରରେ ଯୁବ ପିଢି ନିଶା ସେବନ ଆଡ଼କୁ ଗତି କରୁଛନ୍ତି । ଦିନ ଥିଲା ସନ୍ଧ୍ୟା ହେଲେ ନିଜର ପିଲାମାନଙ୍କୁ ଘରୁ ବାହାରକୁ ଛାଡ଼ୁ ନ ଥିଲେ ପିତାମାତା । ଯୁଗ ପରିବର୍ତ୍ତନ ହେଲା ଏବେ ଘରୁ ବାହାରକୁ ସନ୍ଧ୍ୟାରେ ବୁଲି ଯିବା ଏବେ ଫେଶନରେ ପରିଣତ
Read More...