Yearly Archives

2023

ପ୍ରଧାନମନ୍ତ୍ରୀ ଆବାସ ଘର ଦାବୀ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସନନ୍ତ ପଟେଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଆବାସ ଘର ଦାବୀ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଗୁଡୁଖାପଲା ଗ୍ରାମ ପଞ୍ଚାୟତ ସ୍ଥିତ ଖଗ୍‌ସିକନା ଗ୍ରାମର ସନନ୍ତ ପଟେଲ । ତାଙ୍କର ମାଟି ଘରକୁ ବ୍ଲକ ଅଧିକାରୀ ସର୍ଭେ କରି ଯାଇଥିବା…
Read More...

ଆର୍‌ବିଆଇ ସହାୟତାରେ ଆର୍ଥିକ ସାକ୍ଷରତା କର୍ମଶାଳା

କଳାହାଣ୍ଡି, (ପି.କେ. ସାହୁ) : ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ସାଧନ ନୂଆଦିଲ୍ଲୀ ସହାୟତାରେ ତଥା ସମ୍ପର୍କ ଫିନ୍‌ ସର୍ଭିସେସ୍‌ ପ୍ରାଇଭେଟ୍ ଲିମିଟେଡ଼ ଦ୍ୱାରା ମ.ରାମପୁର ବ୍ଲକର ସଂଚୟ ଶକ୍ତି ଭବନ ବୁରାଟଠାରେ ସ୍ଥାନୀୟ ସ୍ୱୟଂ ସହାୟିକା ଦଳର ସଭ୍ୟା, ଗୋଷ୍ଠୀ ସହାୟିକା, ଜମାକାରୀ ଓ…
Read More...

ସହରରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା : ଜମିଥିବା ପାଣିର ନିଷ୍କାସନ ପାଇଁ ତୁରନ୍ତ ପଦକ୍ଷେପ ନେଲେ ପୌର ଅଧ୍ୟକ୍ଷା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଗତ ଦୁଇ ଦିନ ହେଲା ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଆଜି ଏହି ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ପାଣି ଜମିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବଲାଙ୍ଗିର ପୌର ଅଧ୍ୟକ୍ଷା ସଙ୍ଗେ ସଙ୍ଗେ ପୌର କର୍ମଚାରୀମାନଙ୍କୁ ସାଙ୍ଗରେ…
Read More...

କ୍ରିଷ୍ଣମ୍ ଅନୁଷ୍ଠାନ ଦ୍ଵାରା ଆୟୋଜିତ ଷଷ୍ଠ ଚକ୍ରଧାରୀ ନୃତ୍ୟ ଉତ୍ସବ-୨୦୨୩ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : କଳା ଓ ସଂସ୍କୃତିର ସହର ରାଉରକେଲାରେ ଶାସ୍ତ୍ରୀୟ ନୃତ୍ୟ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ନୃତ୍ୟାନୁଷ୍ଠାନ 'କ୍ରିଷ୍ଣମ୍‌'ର ଷଷ୍ଠ ଚକ୍ରଧାରୀ ନୃତ୍ୟ ଉତ୍ସବ-୨୦୨୩ 'ମ୍ୟୁଜିକ ସର୍କଲ'ର ମେହେର ଭବନ ପରିସରରେ ମହାସମାରୋହରେ…
Read More...

ସାଗରପାଲିଠାରେ ରାସ୍ତା କଡରେ ଅଟକି ଥିବା ଟ୍ରକ୍‌କୁ ପଛ ପଟୁ ପିଟିଲା ଏକ ଟ୍ରକ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଗରପାଲିଠାରେ ରାସ୍ତା କଡରେ ଅଟକି ଥିବା ଟ୍ରକ୍‌କୁ ପଛ ପଟୁ ପିଟିଛି ଏକ ଟ୍ରକ୍ । ଏଥିରେ ଟ୍ରକ୍ ଡ୍ରାଇଭର୍ ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ…
Read More...

ତରଭା ବ୍ଲକ୍‌ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାର ବ୍ଲକ୍‌ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ତରଭା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି…
Read More...

ଯୁବକଙ୍କୁ ପିଟିପିଟି ହତ୍ୟା କରିଥିବା ଘଟଣାରେ ଜଣେ ଅଭିଯୁକ୍ତ ଗିରଫ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା ହଲଦୀମୁଣ୍ଡା ଗ୍ରାମରେ ଗତ ଗୁରୁବାର ଦିନ ଜଣେ ଯୁବକଙ୍କୁ ଠେଙ୍ଗା ଓ ପଥରରେ ପିଟିପିଟି ହତ୍ୟା କରିଥିବା ନେଇ ପରିବାର ଲୋକେ ସିନାପାଲି ଥାନାରେ ଅଭିଯୋଗ କରିଥିଲେ । ମୃତ ଯୁବକ ଜଣକ ହଲଦୀମୁଣ୍ଡା ଗ୍ରାମର ଗଗନ ମାଝି ବୋଲି…
Read More...

ଅବସ୍ଥା ଶୋଚନୀୟ ହେବା ପରେ ବଲାଙ୍ଗିର ପୌରପାଳିକାର ଚେତା ପଶିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସ୍ଥା ଶୋଚନୀୟ ହେବା ପରେ ବଲାଙ୍ଗିର ପୌରପାଳିକାର ଚେତା ପଶିଛି । ସହରର ଅନେକ ସ୍ଥାନରେ ଡ୍ରେନ୍‌ଗୁଡ଼ିକ ଜାମ୍‌ ହୋଇ ଯାଇଥିବା ବେଳେ ମ୍ୟୁନିସିପାଲିଟି କାର୍ଯ୍ୟାଳୟରୁ ପାଟଣା ଛକକୁ ଲାଗିଥିବା ଡ୍ରେନ୍‌ରେ ପାଣି ନିସ୍କାସନ ହୋଇ ନପାରିବାରୁ ବାଧ୍ୟ ହୋଇ…
Read More...

ପାଇକମାଲ ସମସ୍ୟା : ମତେ ଯେତେ ମାଠିବୁ ମାଠ ମୁଁ ସେହି ଦରପୋଡା କାଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠ ଅବସ୍ଥିତ ପାଇକମାଲ ସହରର ମୁଖ୍ୟରାସ୍ତା, ଗଳିକନ୍ଦିର ସମସ୍ୟାର ସମାଧାନ ହୋଇପାରୁ ନାହିଁ । ଯେତେ ଯାହା ସମସ୍ୟାକୁ ପଞ୍ଚାୟତ ସମିତିରେ ଉପସ୍ଥାପନ କଲେ ମଧ୍ୟ ଜନ…
Read More...

ବଲାଙ୍ଗିର ସହରରେ ଲାଗି ରହିଛି ଝଡ଼ି ବର୍ଷା : ଜାମ୍‌ ହେବାରେ ଲାଗିଛି ଡ୍ରେନ୍‌ଗୁଡିକ, ମରାମତି ପାଇଁ ସାଧାରଣରେ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଘୁଚାପ ଯୋଗୁଁ ସାରା ଓଡ଼ିଶାରେ ବର୍ଷା ଲାଗି ରହିଥିବା ବେଳେ ଗତକାଲି ଠାରୁ ବଲାଙ୍ଗିର ସହରରେ ଝଡ଼ି ବର୍ଷା ଲାଗି ରହିଛି । ସହରର ଅନେକ ସ୍ଥାନରେ ଡ୍ରେନ୍‌ଗୁଡ଼ିକ ଜାମ୍‌ ହୋଇ ଯାଇଥିବା ଫଳରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଂଚଳବାସୀ ।…
Read More...