Yearly Archives

2023

ହିନ୍ଦୀ ଭାଷା ବିକାଶ ପାଇଁ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାମଗୋପାଳ ହିନ୍ଦୀ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ହିନ୍ଦୀ ଭାଷାର ବିକାଶ ପାଇଁ ହିନ୍ଦୀ ବକ୍ତୃତା ପ୍ରତିଯୋଗିତା ସନ୍ତୋଷ ଅଗ୍ରୱାଲାଙ୍କର ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ ନାୟକ ସଭାପତିତ୍ୱ ଓ
Read More...

ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ- ୨୦୨୩ ପାଳିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆଜି ଶନିବାର ଦିନ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ୨୦୨୩ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ
Read More...

ବୈଚ୍ୟିତ୍ରମୟ ଲୋକ ସଂସ୍କୃତିର ଅନନ୍ୟ କ୍ଷେତ୍ର ବଲାଙ୍ଗିର

ଲୋକ ଉତ୍ସବ ଅବସରରେ ଆୟୋଜିତ ହେଲା ସଂପାନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଲୋକ ଜୀବନ ବେଶ ସରସ ଓ ଚଞ୍ଚଳ । ଏଠାକାର ବୈଚ୍ୟିତ୍ରମୟ ଲୋକ ସଂସ୍କୃତି ବଲାଙ୍ଗିରକୁ ସମଗ୍ର ବିଶ୍ୱ ଦରବାରରେ ପ୍ରଦାନ କରିଛି ଏକ ଭିନ୍ନ ପରିଚୟ । ବୈଚ୍ୟିତ୍ରମୟ ଲୋକ ସଂସ୍କୃତିର ଅନନ୍ୟ କ୍ଷେତ୍ର
Read More...

୫୮ତମ ଜନ୍ମ ଦିବସ ଉପଲକ୍ଷେ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜାଜୀ ଟାଉନ ହଲଠାରେ ବରଗଡ଼ ଜିଲ୍ଲା ବହୁଜନ ସମାଜ ପାର୍ଟିର ଜିଲ୍ଲା ପ୍ରଭାରୀ ଟଙ୍କଧର କଣ୍ଟା ତାଙ୍କର ୫୮ତମ ଜନ୍ମଦିବସ ଉପଲକ୍ଷେ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଓ କର୍ମୀ ସମ୍ମିଳନୀ କରି ୫୦ ଜଣ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରି ଉଚ୍ଚ
Read More...

ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସନ ରାଇଜ ସ୍ପୋର୍ଟସ କ୍ଲବ ଛତ୍ରପୁର ଆନୁକୂଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଏକ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଅଛି । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ବସିଥିଲା । ଏଲ୍. ଶ୍ରୀନିବାସ ରାଓ, ରଜନୀ
Read More...

ମାଣ୍ଡୋସିଲ ଜୁନିଅର କଲେଜରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପନୀ ଦିବସ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଜୁନିୟର କଲେଜରେ ଅଧ୍ୟକ୍ଷ ନାରାୟଣ ନାଏକଙ୍କ ତତ୍ୱାବଧାନ ଓ ଉଦବୋଧନରେ ଆତ୍ମସୁରକ୍ଷା ତାଲିମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପ୍ରାଧ୍ୟାପିକା ପୁଷ୍ପାଞ୍ଜଳି ମହାପାତ୍ର ସଭାପତିତ୍ୱ କରିଥିଲେ ଓ ଏହା
Read More...

ହାତିଆ ପଞ୍ଚାୟତ ଭବନରେ ଝାଡ଼ଖଣ୍ଡ ସରକାରଙ୍କ ଓଡ଼ିଆ ମାରଣ ନୀତି ବିରୁଦ୍ଧରେ ଲଢେଇ ଜୋରଦାର କରିବା ପାଇଁ ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଅପରାହ୍ନରେ ଚକ୍ରଧରପୁର ବ୍ଲକ ଅନ୍ତର୍ଗତ ହାତିଆ ଗାଆଁରେ ଓଡ଼ିଆ ଭାଷାଭାଷୀ ଲୋକ ଏକାଠି ଜମା ହୋଇ ହାତିଆ ପଞ୍ଚାୟତ ଭବନରେ ଝାଡ଼ଖଣ୍ଡ ସରକାରଙ୍କ ଓଡ଼ିଆ ମାରଣ ନୀତି ବିରୁଦ୍ଧରେ ଲଢେଇ ଜୋରଦାର କରିବା ପାଇଁ ଜରୁରୀ ବୈଠକରେ ଉପସ୍ଥିତ ହୋଇଥିଲେ । ଶୋକ
Read More...

ପିପିଲି ନିର୍ବାଚନ ମଣ୍ଡଳୀ ଗଣମାଧ୍ୟମ ପ୍ରତିନିଧିଙ୍କ ବନ୍ଧୁମିଳନ-୨୦୨୩

ପିପିଲି, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ନିର୍ବାଚନ ମଣ୍ଡଳୀର ସମସ୍ତ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଶୁକ୍ରବାର ସ୍ଥାନୀୟ ମାଣିକ ଗାର୍ଡେନ ମଣ୍ଡପଠାରେ ବନ୍ଧୁମିଳନ କାର୍ଯ୍ୟକ୍ରମ -୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଲୋକ ପ୍ରିୟ ଯୁବ ବିଧାୟକ
Read More...

ଗଳା କାଟି ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ରେବିଙ୍ଗିଆ ସାତାମସ୍କା ନିଖୋଜ ବୃଦ୍ଧାଙ୍କ କ୍ଷତ ବିକ୍ଷତ ମୃତଦେହ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଜଣାପଡିଛି । ଏଥିସହ କେହି ଦୁର୍ବୃତ୍ତ ବୃଦ୍ଧାଙ୍କୁ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଦୁଇ ଦିନ ତଳେ
Read More...

ଶ୍ରୀ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜାଗର ଯାତ୍ରା ସୁରୁଖୁରୁରେ ସମାପନ କରିବା ପାଇଁ ମନ୍ଦିର କାର୍ଯ୍ୟାଳୟ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଶୁକ୍ରବାର ସନ୍ଧ୍ୟା ବେଳେ ମନ୍ଦିର କାର୍ଯ୍ୟାଳୟ ପରିସରରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ
Read More...