Yearly Archives

2023

ମଦନପୁର ଏମସିସି ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଚତୁର୍ଥ ଦିନ ତୁଜଙ୍ଗ ଦଳ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶରବିବାର ଦିନ ଫାଇନାଲ ମ୍ୟାଚ୍‌ କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଠାରେ ଏମସିସି ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଚତୁର୍ଥ ଦିବସ ତିନି ଗୋଟି ମ୍ୟାଚ୍‌ ହୋଇଯାଇଛି । ଶେଷ
Read More...

ବୁଢ଼ୀବାହାଲ ଛକ ନିକଟରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା : ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର

ଖପ୍ରାଖୋଲ, (ଅଶୋକ ବାଗ) : ଧଣ୍ଡାମୁଣ୍ଡାରୁ ବୁଢ଼ୀବାହାଲ ଦେଇ ଖପ୍ରାଖୋଲ ପାଟଣାଗଡ଼ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାରେ ଆଜି ଦିନ ୧୧ଟା ବେଳେ ଭାରସାମ୍ୟ ହରାଇ ଗୋଟିଏ କାର ଗଛରେ ପିଟି ହୋଇ ଦୁର୍ଘଟଣା ଘଟିଥିବା ଜଣାଯାଇଛି । ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡାର ଆଶୁତୋଷ
Read More...

ସୁପ୍ରିମ ଟାକ୍ସ ନର୍ସିଂ କଲେଜ ପ୍ରତିଷ୍ଠା ଦିବସ ଓ ଶପଥ ଗ୍ରହଣ ସମାରୋହ

୬୦ ଜଣ ଛାତ୍ରଛାତ୍ରୀ ଶପଥ ନେଲେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ସ୍ଥିତ ସୁପ୍ରିମ ଟାକ୍ସ ନର୍ସିଂ କଲେଜ ପ୍ରତିଷ୍ଠା ଦିବସ ଓ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସୁପ୍ରିମ ଟାକ୍ସ ନିର୍ଦ୍ଦେଶକ ଅଜିତ ପାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ବଲପୁର
Read More...

ଅତାବିରାରୁ ଆରମ୍ଭ ହେଲା ପ୍ରଦେଶ କଂଗ୍ରେସ କମିଟିର ଭାରତ ଯୋଡୋ ପଦଯାତ୍ରା

ବରଗଡ, (ନିରୋଜ କୁମାର ପାଣୀ) : ଆଜି ପ୍ରଦେଶ କଂଗ୍ରେସ କମିଟିର ଭାରତ ଯୋଡୋ ପଦଯାତ୍ରାର ଅସ୍ଥାୟୀ କ୍ୟାମ୍ପରୁ ସକାଳ ୧୦ ଘଣ୍ଟା ସମୟରେ ପଦଯାତ୍ରା ଆରମ୍ଭ ହୋଇଥିଲା । ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରାରେ ସହସ୍ରାଧିକ ଲୋକ ଏହି
Read More...

ମୋହନଗିରିରେ ୧୮ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ରବିବାର ନୟାଗଡ଼ ଓ ବଲାଙ୍ଗିରକୁ ଫାଇନାଲରେ ପ୍ରବେଶ କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମୋହନଗିରିଠାରେ ଧବଳେଶ୍ୱର କ୍ରୀଡା ଓ ସଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆରମ୍ଭ ହୋଇଥିବା ୧୮ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଦ୍ୱିତୀୟ
Read More...

ଗଣବଳାତ୍କାର ମାମଲା : ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ନୂଆପଡା, (କେପିଏନ୍‌ଏସ୍‌) : ଜଣେ ମହିଳାଙ୍କୁ ଗଣବଳାତ୍କାର କରିବା ମାମଲାର ବିଚାର କରି ଜିଲ୍ଲା ଦୌର ଓ ଦେୱାନୀ ଜଜ୍‌ ସଂଗ୍ରାମ କେଶରୀ ପଟ୍ଟନାୟକ ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ଏଥିସହ ୫ ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ପୁଣି ୩ ମାସ
Read More...

ନେତାଜୀ ସୁବାଷ ଚନ୍ଦ୍ର ବୋଷ ରଥକୁ ସ୍ୱାଗତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ୱାଧିନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ରଥକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସମେତ ଛାତ୍ରଛାତ୍ରୀ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ନେତାଜୀଙ୍କ ୧୨୫ତମ
Read More...

ରାଜ ଅତିଥି ପାଇଁ ଦିଲ୍ଲୀ ଅଭିମୁଖେ ଯାତ୍ରା କଲେ ଚକୋଟିଆ ଭୁଂଜିଆ ଦମ୍ପତି

ନୂଆପଡା, (କେପିଏନ୍‌ଏସ୍‌) : ଖାଲି ପାଦରେ ରାଜ ଅତିଥି ହେବାକୁ ଦିଲ୍ଲୀ ବାହାରିଲେ ନୂଆପଡା ଜିଲ୍ଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟର ଚକୋଟିଆ ଭୂଞ୍ଜିଆ ଆଦିବାସୀ ଦମ୍ପତି । ସାଙ୍ଗରେ ନେଇଯାଇଛନ୍ତି ବନଜାତ ଦ୍ରବ୍ୟରେ ତିଆରି ସାମଗ୍ରୀ । ଯାହାକୁ ସେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ
Read More...

ବିଜାଢୋଲ ସେବାଶ୍ରମରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଜାଢୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ (ଏସ୍‌ଏସ୍‌ଡ଼ି)ରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଦିଲୀପ କେଉଁଟ ଯୋଗଦେଇଥିବା
Read More...

ଯାତ୍ରୀଙ୍କ ପାଇଁ ସ୍ୱଚ୍ଛ ପାନୀୟଜଳ ଲୋକାର୍ପଣ କଲେ ଶ୍ରୀମୟୀ ମିଶ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ନୂତନ ବସ୍‌ ଟ୍ରିବୁନାଲଠାରେ ଯାତ୍ରୀଙ୍କ ପାଇଁ ସ୍ୱଚ୍ଛ ପାନୀୟଜଳ ଲୋକାର୍ପଣ କଲେ କୋଠାବାଡି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବେଡ୍‌ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ଏହି ଅବସରରେ ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘ ସଭାପତି
Read More...