Yearly Archives

2023

ବାଇକ୍ ଦୁର୍ଘଟଣାଗ୍ରସ୍ତ : ୧ ମୃତ, ୧ ଗୁରୁତର

ଫୁଲବାଣୀ : କଳିଙ୍ଗା ଘାଟିରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ଦୁଇ ଜଣ ଯୁବକ ଏକ ବାଇକ୍‌ରେ କଳିଙ୍ଗାରୁ ଭଞ୍ଜନଗର ଅଭିମୁଖେ ଯାଉଥିଲେ । ଅନ୍ଧାରକୋଟ ନିକଟରେ ବାଇକ୍‌ଟି ରାସ୍ତା
Read More...

ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବରଗଡ଼ ଜିଲ୍ଲା ଶାଖା ତରଫରୁ ଉନବିଂଶତମ ଆଭାସୀ ପାଠଚକ୍ର ଅନୁଷ୍ଠିତ

ବରଗଡ଼, (କେପିଏନ୍‌ଏସ୍‌) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବରଗଡ଼ ଜିଲ୍ଲା ଶାଖା ତରଫରୁ ଉନବିଂଶତମ ଆଭାସୀ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଡ. ସୁବାସ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟର ଇତିହାସ ବିଭାଗର ପ୍ରାଧ୍ୟାପକ ତଥା ଗବେଷକ ଡ.
Read More...

ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସମ୍ପାଦକ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୁରେନ୍ଦ୍ର ନାଥ ମିଶ୍ରଙ୍କ ବେଦମନ୍ତ୍ର ପାଠରେ ଦ୍ୱିପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଅୟମାରମ୍ଭ
Read More...

ପୁରୀ-ରାଉରକେଲା ଦିନବେଳା ସ୍ୱତନ୍ତ୍ର ଟ୍ରେନ ସବୁଦିନିଆ ହେଉ : ଇଂ ଉତ୍ତମ କୁମାର ସାମଲ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାରେ ଭୁବନେଶ୍ୱର ଏବଂ ରାଉରକେଲାରେ ବଶ୍ୱକପ୍ ହକି ମ୍ୟାଚ ହେଉଥିବାରୁ ଭାରତୀୟ ରେଳବାଇ ପୁରୀ-ଭୂବନେଶ୍ୱର-ରାଉରକେଲା ମଧ୍ୟରେ ଦିନବେଳା ଏକ ସ୍ୱତନ୍ତ୍ର ଟ୍ରେନ ପ୍ରଚଳନ କରିଛନ୍ତି । ବହୁ ପୂର୍ବରୁ ଭୁବନେଶ୍ୱର ପଟୁ ସକାଳୁଆ ଏକ ଟ୍ରେନ ରାଉରକେଲାକୁ ପ୍ରଚଳନ
Read More...

ବଲାଙ୍ଗିର ଲୋକ ଉତ୍ସବର ଦ୍ୱିତୀୟ ସଂଧ୍ୟା

ସଂସ୍କୃତି, ପରମ୍ପରା ସହିତ ମିଳିତ ଭାବରେ ବିକାଶ ଧାରା ଆଗେଇବାକୁ ଆହ୍ୱାନ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଲୋକ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ କୋଶଳ କଳାମଣ୍ଡଳ ପଡିଆରେ ପ୍ରବଳ ଭିଡ ଦେଖାଯାଇଥିଲା । କଳାପ୍ରେମୀ ବଲାଙ୍ଗିରବାସୀ ହଜାର ହଜାର ସଂଖ୍ୟାରେ ଆସି ଲୋକ ମହୋତ୍ସବକୁ
Read More...

୨୩ତମ ମା’ ଦ୍ୱାରସୁନୀ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ନାନାଝର ଗ୍ରାମରେ ୨୩ତମ ମା’ ଦ୍ୱାରସୁନୀ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଦଳଗୁଡିକୁ ଦୁଇଟି ଗୃପ୍‌ରେ ରଖାଯାଇଥିଲା ଓ ଖେଳ ଅନୁଷ୍ଠିତ ହୋଇଥିଲା । ୧୯ ତାରିଖ ଦିନ ଗୃପ୍‌ ‘ଏ’ ମ୍ୟାଚ୍‌ରେ
Read More...

ବଙ୍ଗୋମୁଣ୍ଡାରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଚମାର ମେହେର ଉଚ୍ଚ ବିଦ୍ୟାଳୟ ଠାରେ ଗତକାଲି ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସାଧାରଣ ସଭାରେ ବଙ୍ଗୋମୁଣ୍ଡା ବିଇଓ ବୈକୁଣ୍ଠ
Read More...

୨୧ତମ ବଲାଙ୍ଗିର ଲୋକ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା : ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମନ୍ତ୍ରୀ ଟୁକୁନି ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳାମଣ୍ଡଳର ନୂତନ ମଞ୍ଚରେ ୨୧ତମ ବଲାଙ୍ଗିର ଲୋକ ଉତ୍ସବର ଆଜି ହେଉଛି ଦ୍ୱିତୀୟ ସନ୍ଧ୍ୟା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପ୍ରଖ୍ୟାତ ଟେରାକୋଟା ଶିଳ୍ପୀ ଗୌରଚନ୍ଦ୍ର ରଣା,
Read More...

ନିର୍ମାଣ ଶ୍ରମିକ ଜିଲ୍ଲା ତଥା ରାଜ୍ୟ ନିର୍ମାଣର ପ୍ରମୁଖ ବିନ୍ଧାଣୀ – ମୁଖ୍ୟ ଅତିଥି

ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ୨୧୧ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ୧ କୋଟି ୭୯ ଲକ୍ଷ ୩୫ ହଜାର ନିର୍ମାଣ ଶ୍ରମିକ ଆର୍ଥିକ ସହାୟତା ପ୍ରଦାନ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୋନପୁର ସ୍ଥିତ ନୂଆ ଟାଉନ ହଲ୍‌ ଠାରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ମିଳିତ
Read More...

ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଛତ୍ରପୁରର ଅଷ୍ଟମ ବାଟାଲିୟନ କ୍ୟାମ୍ପସ୍ ପରିସରରେ ସାମାଜିକ ବନୀକରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱରର ଅଗ୍ରଣୀ ଅନୁଷ୍ଠାନ ଶାହା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଛତ୍ରପୁରର ଓଏସ୍‌ଏପି ଅଷ୍ଟମ ବାଟାଲିୟନ କ୍ୟାମ୍ପସ୍ ପରିସରରେ ତୃତୀୟ ସୋପାନରେ ବିଭିନ୍ନ କିସମର ବୃକ୍ଷଚାରାମାନ ଆନୁଷ୍ଠାନିକ ଭାବେ ରୋପଣ କରାଯାଇଛି । ଏହିଥର ମଧ୍ୟ ଆମ୍ବ, ପଣସ,
Read More...