Yearly Archives

2023

ଦନ୍ତା ହାତୀ ଆକ୍ରମଣରେ ୨ ମୃତ

ପରଜଙ୍ଗ : ଢେଙ୍କାନାଳ ବନଖଣ୍ଡ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ପରଜଙ୍ଗ ଅଞ୍ଚଳରେ ଶନିବାର ଏକ ଅଘଟଣ ଘଟିଛି । ପୃଥକ ଦୁଇଟି ସ୍ଥାନରେ ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ହେଲେ ଖାଲପାଳ ଗ୍ରାମର ଅଲେଖ ନାୟକ ଏବଂ ପରଜଙ୍ଗ ଗ୍ରାମର ବାରି ନାୟକ । ମିଳିଥିବା ସୂଚନା
Read More...

କୁଆଖାଇ ନଦୀରୁ ଉଦ୍ଧାର ହେଲା ବିରଳ ଆଲବିନୋ କଇଁଛ

ଭୁବନେଶ୍ବର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ପାଣ୍ଡରା ନିକଟସ୍ଥ କୁଆଖାଇ ନଦୀରୁ ଉଦ୍ଧାର ହୋଇଛି ଏକ ବିରଳ କଇଁଛ । ଜଣେ ବ୍ୟକ୍ତି ମାଛ ଧରିବା ଲାଗି 'ସୂତି' ପକାଇଥିଲେ । ସକାଳୁ ଦେଖିବା ବେଳେ ସୂତିର କଣ୍ଟାରେ ଲାଗିଛି ଏକ ଅଜବ ରଙ୍ଗର କଇଁଛ । ଏହି କଇଁଛଟିକୁ ଦେଖିବାକୁ ପାଖ ଆଖ ଲୋକଙ୍କର
Read More...

ଜୁନ୍‌ ୨୦ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା

ପୁରୀ : ଜୁନ୍‌ ୨୦ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି । ତାଲିକା ଅନୁଯାୟୀ, ଏପ୍ରିଲ ୨୩ରେ ପବିତ୍ର ଅକ୍ଷୟ ତୃତୀୟା, ସେହିଦିନ ରଥକାଠ ଅନୁକୂଳ କରାଯିବ । ଏହି ଦିନ ମଧ୍ୟ ପ୍ରସିଦ୍ଧ ଚନ୍ଦନଯାତ୍ରା ଆରମ୍ଭ ହେବ
Read More...

ସ୍କୁଟି ସହିତ ଗଞ୍ଜେଇ ଜବତ, ୨ଜଣ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳରେ ଗୋଟିଏ ସ୍କୁଟି ସହ ଅବକାରୀ ଜାଲରେ ପଡିଛନ୍ତି ଦୁଇ ଜଣ ଗଞ୍ଜେଇ ଚୋରା ଚାଲାଣକାରୀ । ସୂଚନା ମୁତାବକ, ମାଥିଲି ଅଞ୍ଚଳରେ କିଛି ଦିନ ଧରି ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଗୁଇନ୍ଦା ସୂଚନା ମିଳିବା ପରେ ଜିଲ୍ଲା ଅବକାରୀ ବିଭାଗ
Read More...

ରେମେଡ ଛକ ନିକଟରେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍

ବୁର୍ଲା : ସମ୍ବଲପୁର ରେମେଡ ଛକ ନିକଟରେ ଟ୍ରକ ଚାପାରେ ମହିଳାଙ୍କ ମୃତ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଲକ୍ଷ୍ମୀଡୁଙ୍ଗୁରି ନିକଟରେ ରହୁଥିବା ଅଏଁଳା କର(୫୦) । ଅଏଁଳା ଅବିବାହିତ ଥିବା ବେଳେ ସେ ତାଙ୍କ ସମ୍ପର୍କୀୟମାନଙ୍କ ସହିତ ରହୁଥିଲେ । ଭିକ୍ଷାବୃତ୍ତି କରି ପେଟ ପୋଷୁଥିଲେ।
Read More...

କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲାପାଳଙ୍କୁ ମିଳିଲା ଉତ୍କର୍ଷ ଶାସନ ନୀତି ପୁରସ୍କାର

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ କୃଷିକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲାପାଳ ବିଶାଲ ସିଂଙ୍କୁ ମିଳିଛି ରାଜ୍ୟ ସ୍ତରୀୟ ଉତ୍କର୍ଷ ଶାସନ ନୀତି ପୁରସ୍କାର । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପଡ଼ିଆ ପଡିଥିବା ଜମିକୁ ସ୍ୱତନ୍ତ୍ର ମାଇକ୍ରୋ ଇରିଗେସନ ପ୍ରୋଜେକ୍ଟ
Read More...

ବ୍ରାହ୍ମଣ ସମାଜର ସାଙ୍ଗଠନିକ ବୈଠକରେ ବିଭିନ୍ନ ପଦବୀ ଚୟନ

ନୀଳଗିରି : ନୀଳଗିରି ନଗର ବ୍ରାହ୍ମଣ ସମାଜ ପକ୍ଷରୁ ଆଜି ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ନୀଳଗିରି ରାଧାକିଶୋର ଜୀଉ ପରିସରରେ ଆୟୋଜିତ ଏହି ସଭାରେ ସମାଜର ବ୍ଲକ ସଭାପତି ସୂର୍ଯ୍ୟ ନାରାୟଣ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନ୍ନିତ ଅତିଥି ଭାବେ ଗଡ ବ୍ରାହ୍ମଣ
Read More...

ରଥ ନିର୍ମାଣ ପାଇଁ ଦଶପଲ୍ଲା ବନାଞ୍ଚଳରୁ ପୁରୀକୁ ପଠାଗଲା ପ୍ରଥମ ରଥ କାଠ

ନୟାଗଡ଼ : ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ଶ୍ରୀଜୀଉମାନଙ୍କ ତିନି ରଥ ନିର୍ମାଣ ପାଇଁ ଶୁକ୍ରବାର ଅପରାହ୍ନରେ ନୟାଗଡ଼ ବନଖଣ୍ଡରୁ ୩ଟି ଟ୍ରକ ଯୋଗେ ମୋଟ ୧୦୪ ଖଣ୍ଡ କାଠ ପଠାଯାଇଛି । ସେଥିରୁ ଅଶନ କାଠ ୩୩ ଓ ଧଉରା କାଠ ୭୧ ଖଣ୍ଡ ସିଧାସଳଖ ପୁରୀକୁ ପଠାଯାଇଛି । ଦଶପଲ୍ଲା ଜଙ୍ଗଲରୁ
Read More...

ଚନ୍ଦନ ଗଛ ଚୋରି ଉଦ୍ୟମ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସହର ଉପକଣ୍ଠ କପାଳେଶ୍ୱର ପଞ୍ଚାୟତ ଗରାପୁର ହନୁମାନ ମନ୍ଦିର ପରିସରରେ ଥିବା ଏକ ଚନ୍ଦନ ଗଛକୁ କାଟି ଦୁର୍ବୃତ୍ତ ନେଇଯିବାକୁ ଉଦ୍ୟମ କରୁଥିବା ବେଳେ ପଣ୍ଡ ହେଲା ସବୁ ଉଦ୍ୟମ । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗଛର ଗଣ୍ଡିକୁ ନେଇ
Read More...

ଅଟୋ ସହ କାଠପଟା ଜବତ : ଦୁଇ ଅଭିଯୁକ୍ତ ଗିରଫ

କାଶୀପୁର : କାଶୀପୁର ବ୍ଲକ ଟିକିରି ବନାଞ୍ଚଳର ମୋବାଇଲ ସ୍କ୍ୱାର୍ଡ କାଠପଟା ଚୋରା ଚାଲାଣ କରୁଥିବା ଏକ ଅଟୋକୁ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଟିକିରି ବନାଞ୍ଚଳ ଅଧିକାରୀ ଦିବ୍ୟା ମାଧୁରୀ ସେଠୀଙ୍କ ନିର୍ଦ୍ଦେଶରେ ବନ ବିଭାଗର ଡମ୍ବୁରୁଧର ସେନାପତି, ଗୌତମ କୁମାର
Read More...