Yearly Archives

2023

ସଡକ ଦୁର୍ଘଟଣା : ୧ ମୃତ, ୧ ଆହତ

ଝାରସୁଗୁଡ଼ା : ବଡମାଲ ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ୍‌ ୱେର ସାପଡା ନିକଟରେ ଏକ ଅଜଣା ଗାଡି ବାଇକ୍‌କୁ ଧକ୍କାଦେଇ ଫେରାର୍‌ ହୋଇଯାଇଥିବା ଜଣାପଡିଛି । ଏଥିରେ ବାଇକ୍‌ରେ ଥିବା ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ସ୍ୱାମୀ ଆହତ ହୋଇ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ସୂଚନା ଅନୁସାରେ, ମୃତ
Read More...

ବିଧାୟକ ସରୋଜଙ୍କ ଦବ୍‌ଦବାରେ କନକ ଦୁର୍ବଳ : ବିଜେଡିରେ ଯୋଗ ଦେଲେ ବଲାଙ୍ଗିର ଜିଲ୍ଲା ବିଜେପି ଉପସଭାପତି ଶୈଳବାଳା

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଦବ୍‌ଦବାରେ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ଆଗ ଧାଡିର ନେତା କନକବର୍ଦ୍ଧନଙ୍କ ଶିବିର ଦିନକୁ ଦିନ ଆହୁରି ଆହୁରି ଦୁର୍ବଳ ହେବାରେ ଲାଗିଛି । ପାଟଣାଗଡ ବିଧାୟକ ସରୋଜଙ୍କ ଶିବିର ସମୃଦ୍ଧ ହୋଇ ଚାଲିଥିବା ବେଳେ କନକଙ୍କ ଗଡ
Read More...

‘ପରୀକ୍ଷା ପେ ଚର୍ଚ୍ଚା’ରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ କୋଣାର୍କ ଜବାହାର ନବୋଦୟ ବିଦ୍ୟାଳୟ ଛାତ୍ର…

କୋଣାର୍କ : 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କଥା ହୋଇଥିଲେ କୋଣାର୍କ ଜବାହାର ନବୋଦୟ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ତନ୍ମୟ ବିଶ୍ୱାଳ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ତନ୍ମୟ କେମିତି ଚାପ ମୁକ୍ତ ପରୀକ୍ଷା ଦେବୁ ବୋଲି ପ୍ରଶ୍ନ ପଚାରିଥିଲେ
Read More...

ହରଭଙ୍ଗା ଲୋକ ମହୋତ୍ସବ ଉଦ୍‌ଘାଟିତ

ହରଭଙ୍ଗା : ହରଭଙ୍ଗା ଲୋକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଆଜି ଦିନ ୧୨ଟା ସମୟର ହରଭଙ୍ଗା ଅଂଚଳରେ ଅଧିଷ୍ଠାତ୍ରୀ ଦେବୀ ମା' ରୁଦ୍ରକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଏକ ବିରାଟ ଶୋଭାଯାତ୍ରା ବାହାରି ମା'ଙ୍କର ଆଜ୍ଞା ମାଳଙ୍କୁ ନେଇ ମହୋତ୍ସବ ପଡିଆରେ ମା' ରୁଦ୍ରକାଳୀଙ୍କ ପ୍ରତିମା ଓ
Read More...

ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

କୋଣାର୍କ : କୋଣାର୍କ ଥାନା ପଛପାଖ ମହାବୀର ମନ୍ଦିର ନିକଟ ଜଙ୍ଗଲରୁ ଶୁକ୍ରବାର କୋଣାର୍କ ପୋଲିସ ଏକ ଝୁଲନ୍ତା ଶବ ଉଦ୍ଧାର କରିଛି । ଖବରରୁ ଜଣାଯାଇ ଯେ, କୋଣାର୍କ ଥାନା ସିମିଳି ଗ୍ରାମପଞ୍ଚାୟତ ପାଇକରାପୁର ଗ୍ରାମର ବାନାମ୍ବର ପାତ୍ର (୬୦)ବର୍ଷ ଗତ ମଂଗଳବାର ଠାରୁ ଘରୁ ଆସି ଆଉ ଫେରି ନ ଥିଲେ ।
Read More...

ଆଜି ପବିତ୍ର ମାଘ ସପ୍ତମୀ ବୁଡ଼

କୋଣାର୍କ : ଆଜି ପବିତ୍ର ମାଘ ସପ୍ତମୀ ତିଥି । ଭୋର ୪ଟାରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଲେ ହଜାର ହଜାର ଭକ୍ତ । ଦୁଇ ବର୍ଷ ପରେ ଆଡମ୍ବରରେ ପାଳିତ ହେଲା ମାଘ ସପ୍ତମୀ ବୁଡ଼ । ପ୍ରଥମେ ଶ୍ରୀଶ୍ରୀ ତ୍ରିବେଣୀଶ୍ୱର, ଇଶାଣେଶ୍ୱର, ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମାଙ୍କୁ
Read More...

ଉଦ୍‌ଘାଟିତ ହେଲା ବସନ୍ତପଞ୍ଚମୀ ମହୋତ୍ସବ ୨୦୨୩

ଖୋର୍ଦ୍ଧା : ବସନ୍ତପଞ୍ଚମୀ ମହୋତ୍ସବ ୨୦୨୩ ଉଦ୍‌ଘାଟିତ ହୋଇଯାଇଛି । ଚଳିତବର୍ଷ ବେସ ଧୁମଧାମରେ ଆୟୋଜନ କରିଛନ୍ତି ବେଗୁନିଆ ବ୍ଲକ ମଲିପଦର-ବାସୁ ଦେବପୁର ଗ୍ରାମବାସୀ । ଏହି ଅବସରରେ ମନମୋହିଛି ସମ୍ବଲପୁରୀ ନୃତ୍ୟ ଓ ଗୋଟିପୁଅ ନୃତ୍ୟ । ଗ୍ରାମାଞ୍ଚଳ ଲୁକାୟିତ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

ଢେଙ୍କାନାଳ : ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଚିନ୍ତାପୋଖରୀ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ରାଜପଥ ଡିଭାଇଡ଼ରରେ ବାଇକଟି ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୋଟଙ୍ଗା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ
Read More...

ଭାରସାମ୍ୟ ହରାଇ ୨୫ ଫୁଟ ତଳକୁ ଖସିଲା ଟ୍ରାକ୍ଟର : ଡ୍ରାଇଭର୍ ମୃତ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ମୋତିଗାଁ ଗ୍ରାମର ଭଣ୍ଡାରନଦୀ ନିର୍ମାଣଧିନ ପୋଲ ଉପରେ ଭାରସାମ୍ୟ ହରାଇ ନିର୍ମାଣଧୀନ ପୋଲର ୨୫ ଫୁଟ ତଳକୁ ଖସିଲା ଟ୍ରାକ୍ଟର । ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଗାଡିରୁ ଡେଇଁ ପଡିବାରୁ ଅଳ୍ପକେ
Read More...

ସୋଆରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗୁରୁବାର ସାରା ଦେଶ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିବା ବେଳେ ଏହି ସମାରୋହ ସହିତ ଯୋଡି ହୋଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ମଧ୍ୟ ଏହି ବିଶେଷ ଦିବସକୁ ପାଳନ କରାଯାଇଛି । ଏହି ଅବସରରେ ସୋଆର କୁଳାଧିପତି ପ୍ରଫେସର ଡି.ପି. ରାୟ ମୁଖ୍ୟ ଅତିଥି ଭାବେ
Read More...