Yearly Archives

2023

କୁରସୁଡ ଆଦର୍ଶ ବିଦ୍ୟାଳୟର ବାର୍ଷିକୋତ୍ସବ

‘ଶିକ୍ଷାରେ ପ୍ରତିଯୋଗଶତା ନୁହଁ ସହଯୋଗ ଓ ସହଭାଗିତା ଆବଶ୍ୟକ’ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ଶିକ୍ଷା ପ୍ରତିଯୋଗିତାମୂଳକ ହୋଇଯାଇଛି । ତେଣୁ ଛାତ୍ରଛାତ୍ରୀ କେବଳ ପ୍ରଥମ ହେବାର ନିଶା ରଖି ଅହଂକାରୀ ହେଉଛନ୍ତି । ଏହା ସମାଜ ପାଇଁ ମଙ୍ଗଳକର ହେଉନାହିଁ । ବରଂ ଏହା ପରେ ତାଙ୍କୁ
Read More...

ପୁରୁଷ ହକି ବିଶ୍ୱ କପ ଅବସରରେ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସ୍ଥିତ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଶନିବାର ଦିନ ପୁରୁଷ ହକି ବିଶ୍ୱ କପ ଅବସରରେ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତୀୟ ହକି ପରିଷଦ ଓ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ପୁରୁଷ ହକି ବିଶ୍ୱ କପ ଆୟୋଜନ ଅବସରରେ ଉଚ୍ଚ
Read More...

ଏମ୍‌ଏଲ୍‌ଏ ମହିଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ବୈଠକ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହର ସ୍ଥିତ ମୁକୁନ୍ଦି ଲାଲ ଅଗ୍ରୱାଲ ମହିଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଶନିବାର ଦିନ ବିଦ୍ୟାଳୟ ସଭା ଗୃହରେ ଶିକ୍ଷକ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରଂଜିତା ଗୁରୁ
Read More...

ରେଳ ଲାଇନରୁ ମୃତଦେହ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ଷ୍ଟେସନ ଓ ଝଳଡ଼କୁଦା ରେଳ ଲାଇନ ମଧ୍ୟସ୍ଥଳ ରେଳ ଲାଇନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଶରୀରରୁ ମୁଣ୍ଡ ଅଲଗା ହୋଇ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ଗଞ୍ଜାମ ଥାନାକୁ ଅବଗତ
Read More...

ସାଧୁସନ୍ଥଙ୍କ ଆଗମନରେ ଡେଲାଙ୍ଗ ଉତ୍ସବମୁଖର

ବିଦ୍ୟାଳୟ ନୂତନ ଗୃହ ଉଦ୍‌ଘାଟନ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବଡଆଙ୍କୁଲା ଗ୍ରାମର ମହାରାଜ ମହେଶ୍ୱର ଉଚ୍ଚ ଏବଂ ମଧ୍ୟ ଇଂରାଜୀ ବିଦ୍ୟାଳୟର ନୂତନ ଗୃହ ଉଦ୍‌ଘାଟନ ଦିବସ ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପରମପୂଜ୍ୟ ହଜାରେ ଆଠ ଶ୍ରୀ
Read More...

ଝିଙ୍କିଡୁଙ୍ଗୁରୀ ଗ୍ରାମ ଠାରେ ବନ ବିଭାଗ ପକ୍ଷରୁ ଚଢାଉ ନେଇ ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଝିଙ୍କିଡୁଙ୍ଗୁରୀ ଗ୍ରାମ ଠାରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା ନେଇ ଡିଏଫଓ ନିତିଶ କୁମାର ସୂଚନା ଦେଇଛନ୍ତି । ଏହି ଚଢାଉରେ ସଇଁନ୍ତଲା ରେଂଜର କର୍ମଚାରୀମାନେ ସାମିଲ ଥିବା ବେଳେ ଚଢାଉରେ ୭ଟି ବିଜା କାଠଗଣ୍ଡି ଜବତ
Read More...

ପଣ୍ଡକିଟାଲ ଅପର ପ୍ରାଇମେରୀ ସ୍କୁଲ ଆନୁକୂଲ୍ୟରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡକିଟାଲ ଅପର ପ୍ରାଇମେରୀ ସ୍କୁଲ ଆନୁକୂଲ୍ୟରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷକ ହେମସାଗର ବାଘ ଜାତୀୟ ପତାକା ଉତ୍ତୋଳନ କରି ସମବେତ
Read More...

କାର୍‌ ଉପରେ ପଡ଼ିଗଲା ଗଛ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଛକ ନିକଟ ପ୍ରମିଳା ଜୁଏଲାରୀ ନିକଟରେ ଶୁକ୍ରବାର ରାତିରେ ପାଟଣାର ଅକ୍ଷୟ କୁମାର ସାହୁଙ୍କ କାର୍‌ଟି ଜୁଏଲାରୀ ନିକଟରେ ଠିଆ ହୋଇଥିବା ବେଳେ ହଠାତ୍‌ ଏକ ଚାକୁଣ୍ଡା ଗଛ ଭାଙ୍ଗି କାର ଉପରେ ପଡ଼ିଯାଇଥିଲା । ଫଳରେ କାର୍‌ରେ ଥିବା ୨୨ ବର୍ଷୀୟ ଚାଳକ ସହ ୭
Read More...

ନବୀନ ପଟ୍ଟନାୟକ ପୁଣି ଏକ ନମ୍ବର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ‘ଇଣ୍ଡିଆ ଟୁଡେ’ ର ‘ମୁଡ୍ ଅଫ୍‌ ଦ ନେସନ୍’ ପୋଲରେ ପୁଣିଥରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶ‌ରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନିଜ ରାଜ୍ୟରେ ସେ ଲୋକପ୍ରିୟ ମାନ୍ୟତା ବଜାୟ ରଖିଛନ୍ତି । ୭୩.୨% ରେଟିଂ ସହ ନବୀନ ଶୀର୍ଷସ୍ଥାନରେ
Read More...

ଜିଲ୍ଲାସ୍ତରୀୟ ଉତ୍କଳ ଷଡ଼ବଂଶୀୟ ସାତଘରିଆ ମିର୍ଦ୍ଧା ସମାଜ ବୋର୍ଡର ଦ୍ୱାଦଶତମ ମହାସଭା

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଟେଣ୍ଡାପଦର ଠାରେ ଜିଲ୍ଲାସ୍ତରୀୟ ଉତ୍କଳ ଷଡ଼ବଂଶୀୟ ସାତଘରିଆ ମିର୍ଦ୍ଧା ସମାଜ ବୋର୍ଡର ଦ୍ୱାଦଶତମ ମହାସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଂଜନ ବିଶି ଯୋଗ ଦେଇଥିବା ବେଳେ ଜିଲ୍ଲା
Read More...