ଇ-କାର୍ଟ ଅଫିସରୁ ଲକର୍ ଚୋରି ଅଭିଯୋଗ, ୩ ଅଟକ
କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି-ଗୁଡିଘାଟ ରାସ୍ତାରେ ଥିବା ଇ-କାର୍ଟ ଅଫିସରୁ ରବିବାର ବିଳମ୍ବିତ ରାତିରେ ଲକର୍ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୋମବାର ଏନେଇ ଅଫିସ ସୁପରଭାଇଜର ବିଶ୍ୱଜିତ ତାଣ୍ଡି କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି!-->…
Read More...
Read More...