ଭୁବନେଶ୍ୱରରୁ ଜାମସେଦପୁରକୁ ଉଡିବା ଆରମ୍ଭ କଲା ବିମାନ
ଭୁବନେଶ୍ୱର, (କେପିଏନ୍ଏସ୍) : ଭୁବନେଶ୍ୱରରୁ ଜାମସେଦପୁରକୁ ଉଡିବା ଆରମ୍ଭ କଲା ବିମାନ । ମଙ୍ଗଳବାର ସକାଳ ୭ଟା ୩୦ ମିନିଟ୍ରେ ଇଣ୍ଡିଆ ଏୟାର ୱାନ ବିମାନ ଉଡାଣ ଆରମ୍ଭ କରିଥିଲା । ପ୍ରଥମ ଦିନରେ ଭୁବନେଶ୍ୱରରୁ ଜାମସେଦପୁରକୁ ୫ ଜଣ ଯାତ୍ରୀ ବିମାନରେ ଯାଇଥିଲେ । ସେହିପରି ଜାମସେଦପୁରରୁ!-->…
Read More...
Read More...