Yearly Archives

2023

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନିୟମିତତା ଅଭିଯୋଗ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧୀନରେ ଥିବା ୫୯ ନଂ.ଜାତୀୟ ରାଜପଥ ଠାରୁ ଚିଙ୍ଗିରୀଗାଁ ପର୍ଯ୍ୟନ୍ତ ନିର୍ମାଣ ଚାଲୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ
Read More...

ଖଲିଆପାଲି ମହିମାପୀଠରେ ମାଘମେଳା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସନ୍ଥକବି ଭୀମ ଭୋଇଙ୍କ ସାଧନା, ସିଦ୍ଧି ଓ ସମାଧିପୀଠ ଖଲିଆପାଲିଠାରେ ଆଜିଠାରୁ ପବିତ୍ର ମାଘମେଳା ଆରମ୍ଭ ହୋଇଯାଇଛି । ଭୀମ ଭୋଇ ସମାଧିପୀଠ ଟ୍ରଷ୍ଟ ଓ ମାଘମେଳା କମିଟିର ମିଳିତ ଆନୁକୂଲ୍ୟରେ ୫ଦିନ ଧରି ହେବାକୁ ଥିବା ମାଘମେଳା ଆରମ୍ଭ ହୋଇଯାଇଛି । ଜଗତ ଭଗତଙ୍କ
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ

– ଆଧୁନିକ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ଚାଷର ଅଭିବୃଦ୍ଧି ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ କୋଶଳ କଳା ମଣ୍ଡଳ ପଡିଆ ବଲାଙ୍ଗିରଠାରେ ଫେବୃଆରୀ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ
Read More...

ସରକାରୀ ବାଳିକା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉଦ୍‌ଘାଟିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ସରକାରୀ ବାଳିକା ହାଇସ୍କୁଲର ବାର୍ଷିକ କ୍ରୀଡା ଉଦ୍‌ଘାଟିତ ହୋଇଯାଇଛି । ଶୁକ୍ରବାର ଦ୍ୱିତୀୟ ଦିନର ଉଦ୍‌ଘାଟନୀ ଦିବସରେ ସ୍ଥାନୀୟ ସାମ୍ବାଦିକ ସଂଘର ସଭାପତି ବିମଲ କୁମାର ଦାଶ ମୁଖ୍ୟ ଅତିଥି, କାର୍ଯ୍ୟକାରୀ ସଭାପତି
Read More...

ପାଣି ପଞ୍ଚାୟତର ସଫଳତା : ନୂଆପଡା ଜିଲ୍ଲାର ଧାରୋଇ ଗ୍ରାମରେ ଜଳ ସଂରକ୍ଷଣ ସହିତ ଚିନାବାଦାମ ଚାଷ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସାଇପାଳ ଜଳସେଚନ ପ୍ରକଳ୍ପ ନୂଆପଡା ଜିଲ୍ଲାର ନୂଆପଡା ବ୍ଲକ ଓ ବରଗଡ ଜିଲ୍ଲାର ପାଇକମାଳ ବ୍ଲକ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପର ୨୨୬୧.୪୪ ହେକ୍ଟର ଅଞ୍ଚଳରେ ୫ଟି କାର୍ଯ୍ୟକ୍ଷମ ପାଣି ପଞ୍ଚାୟତ ଜଳ ସେଚନ ପରିଚାଳନା ଓ ରକ୍ଷଣାବେକ୍ଷଣରେ ଅଂଶଗ୍ରହଣ କରିଥାନ୍ତି ।
Read More...

ତେତେଲପଡାରେ ଶ୍ରୀ ଜଗନ୍ନାଥ ମନ୍ଦିର କୁମ୍ଭଭରଣ ଉତ୍ସବ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ପଞ୍ଚାୟତ ତେତେଲପଡା ଗାଁରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଜି କୁମ୍ଭଭରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କୁମ୍ଭଭରଣ ଉତ୍ସବରେ ତେତେଲପଡା ଗ୍ରାମବାସୀଙ୍କ ନେତୃତ୍ୱରେ ସକାଳରେ ସଂକୀର୍ତ୍ତନ ଦଳ ସହିତ ଶଙ୍ଖ
Read More...

ପଦୋନ୍ନତି ଅଦାଲତରେ ଶୁଣାଣି ଶେଷ

ତିନି ଦିନରେ ମୋଟ ୧୦୨୧ଟି ଅଭିଯୋଗର ଶୁଣାଣି ଓ ୭୮୮ଟି ଆବେଦନକୁ ପଦୋନ୍ନତି ନିମନ୍ତେ ଗ୍ରହଣ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସରକାରୀ କର୍ମଚାରୀଙ୍କୁ ସମୟୋଚିତ ପଦୋନ୍ନତି ଦେବା ନିମନ୍ତେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ସ୍ୱରୂପ ଚଳିତ ମାସ ପହିଲାରୁ ତିନି ଦିନ ଧରି ମୁଖ୍ୟ ଶାସନ
Read More...

ଗୋଇନ୍ଦାମୁଣ୍ଡାରେ ମାଣ୍ଡିଆ ମଣ୍ଡି ଉଦ୍‌ଘାଟିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରାଜପୁର ପଞ୍ଚାୟତର ଗୋଇନ୍ଦାମୁଣ୍ଡା ଠାରେ ମାଣ୍ଡିଆ ମଣ୍ଡି ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରରେ କଳାହାଣ୍ଡିର ଟିଡିସିସି ଶାଖା ପରିଚାଳକ ଶୈଳେଶ କୁମାର ସାହୁ, ଏଫ୍‌ଓ ବିପିନ ରଥ, ଏଏମ୍‌ଓ ସୌଭାଗ୍ୟ
Read More...

ଆଣ୍ଟି ଲେପ୍ରୋସି ଡେ ପାଳନ ଉପଲକ୍ଷେ ସଚେତନତା

ସାକ୍ଷୀଗୋପାଳ, (ଦିଲ୍ଲୀପ କୁମାର ଧାଉଡିଆ) : ଅଳଗୁମ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର ଦ୍ୱାରା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଅପରାହ୍ଣ ବେଳେ ମେଡିକାଲ କର୍ମଚାରୀ କ୍ଷେତ୍ରମଣି ସେଠି ଓ ପ୍ରଦୀପ୍ତ କୁମାର ଚମ୍ପତି ଉପସ୍ଥିତ ରହି ଛାତ୍ରମାନଙ୍କ ମଧ୍ୟରେ କୁଷ୍ଠ ରୋଗ ସଂକ୍ରାନ୍ତୀୟ ଡିବେଟ୍‌
Read More...

ବନବିଭାଗ ପକ୍ଷରୁ ୯୮ଟି ବିଭିନ୍ନ କଞ୍ଚା ବଳି କାଠ ଜବତ

ଲାଠୋର, (କେପିଏନ୍‌ଏସ୍‌) : ପାଟ୍ରୋଲିଂ କରୁଥିବା ବେଳେ ଗତକାଲି ରାତି ପ୍ରାୟ ୮ଟା ୪୦ ସମୟରେ ଲାଠୋର ରେଞ୍ଜର କର୍ମଚାରୀମାନେ ୯୮ଟି ବିଭିନ୍ନ କଞ୍ଚା ବଳି କାଠ ନେଇ ଯାଉଥିବା ଏକ ଟ୍ରାକ୍ଟର ଗାର୍ଗୁଲି ବିଭାଗର କୁରଲୁମାଲ ଖେଳ ପଡିଆ ନିକଟରେ ଜବତ କରିଥିବା ଜଣାପଡିଛି । ଏହି ଚଢାଉରେ ଦୁଇ
Read More...