Yearly Archives

2023

ବଲାଙ୍ଗିର ଜିଲ୍ଲାରେ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ୧୦ ଗୋଟି ବ୍ଲକ ଓ ୪ ଗୋଟି ସହରାଞ୍ଚଳରେ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
Read More...

ସିନ୍ଧେକେଲାରେ ବିଜେଡିର କର୍ମୀ ସମ୍ମିଳନୀ : ବିଜେଡି ଦଳକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବା ପାଇଁ ନିଷ୍ପତ୍ତି

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ଜିଲ୍ଲା ପରିଷଦ ଜୋନ ନଂ ୨୧ର ସିନ୍ଧେକେଲା ଗ୍ରାମରେ ନବ ନିଯୁକ୍ତ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ତଥା ବିଜେଡ଼ି ରାଜ୍ୟ ସମ୍ପାଦକ ଓଡିଶା ହଂସରାଜ ଜୈନଙ୍କ ଆହ୍ୱାନ କ୍ରମେ ଓ
Read More...

ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସ ଦେବଙ୍କ ମଲ୍ଲାଡ଼ ଆଶ୍ରମର ୪୩ତମ ବାର୍ଷିକ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଗଦଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ମଲ୍ଲାଡ଼ ଗ୍ରାମ ଆଶ୍ରମର ୪୩ତମ ବାର୍ଷିକ ଉତ୍ସବ ବିବିଧ ସମାରୋହରେ ଆୟୋଜିତ ହୋଇଯାଇଛି । ତିନିଦିନ ଧରି ପାଳିତ ହେଉଥିବା ଠାକୁରଙ୍କ
Read More...

ଖରା ପାଇଁ ସ୍ୱାସ୍ଥ୍ୟ ବିଭାଗର ସତର୍କବାଣୀ

ଜରୁରି ନଥିଲେ ୧୧ଟାରୁ ୩ ଘରୁ ବାହାରନ୍ତୁ ନାହିଁ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଖୁବ୍‌ଶୀଘ୍ର ଆସିପାରେ ଖରା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ଆଗୁଆ ପଦକ୍ଷେପ ନେଇଛି । ଆଗତ ପ୍ରାୟ ହିଟୱେଭ୍‌ ପାଇଁ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିଛି । ଜରୁରି
Read More...

ପାରିବାରିକ କଳହର କରୁଣ ପରିଣତି : ସ୍ଵାମୀର କାତି ଚୋଟରେ ସ୍ତ୍ରୀ ଓ ଶଳା ଗୁରୁତର

ସୋର : ପାରିବାରିକ କଳହର କରୁଣ ପରିଣତି । ସ୍ଵାମୀର କାତି ଚୋଟରେ ସ୍ତ୍ରୀ ଓ ଶଳା ଗୁରୁତର । ସୂଚନାନୁଯାୟୀ, ତୁଣ୍ଡୁପଡା ଗ୍ରାମର ବସନ୍ତ ସାହୁ ଘରୋଇ କଳହକୁ କେନ୍ଦ୍ର କରି ଉତ୍ତ୍ୟକ୍ତ ହୋଇ ଏକ କାତିରେ ସ୍ତ୍ରୀ ଭାରତୀ ସାହୁ (୪୫ ବର୍ଷ) ଓ ଶଳା ଅନ୍ତର୍ଯ୍ୟାମୀ ସାହୁଙ୍କୁ ଆକ୍ରମଣ କରିଥିଲେ ।
Read More...

ଆଜିଠାରୁ ଓଜେଇଇ ଆବେଦନ

ଭୁବନେଶ୍ୱର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୩ ପାଇଁ ଶୁକ୍ରବାରଠାରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହେବ । ଏହା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ । ତେବେ ଓଜେଇଇ ପରୀକ୍ଷା ପାଇଁ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ମେ' ପ୍ରଥମ କିମ୍ବା ୨ୟ ସପ୍ତାହ ମଧ୍ୟରେ
Read More...

ବ୍ଲକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଚିହ୍ନଟ ଶିବିର

ଦିବ୍ୟାଙ୍ଗମାନେ ସରକାରୀ ଯୋଜନାରେ ସାମିଲ ହେବାକୁ ଆହ୍ୱାନ ଖପ୍ରାଖୋଲ, (ଅଶୋକ ବାଗ) : ଦିବ୍ୟାଙ୍ଗ ସନ୍ତାନମାନଙ୍କୁ ଉପଯୁକ୍ତ ଲାଳନ ପାଳନ କରିବା ସହିତ ସେମାନଙ୍କୁ ସ୍ନେହ, ଶ୍ରଦ୍ଧା ଦେବା ଉଚିତ । ସେମାନଙ୍କ ମୁହଁରେ ହସ ଫୁଟାଇବା ସହିତ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଆମ
Read More...

ମହାଶକ୍ତି ଫାଉଣ୍ଡେସନ ତରଫରୁ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ତ୍ରି-ଦିବସୀୟ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…

କଳାହାଣ୍ଡି, (ପି.କେ.ସାହୁ) : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓ ଜିଲ୍ଲା ପରିଷଦ କଳାହାଣ୍ଡି ସହାୟତାରେ ତଥା ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ମ.ରାମପୁର ବ୍ଲକର ବମକ୍‌, ସାଇଦାଲଙ୍ଗା ଓ ଅଲାତରା ଗ୍ରାମ
Read More...

ଭାଗବତ ପାରାୟଣ ସପ୍ତାହ ଉଦ୍‌ଯାପିତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ଗ୍ରାମର ଏକାଦଶୀ କମିଟି ପକ୍ଷରୁ ସ୍ଥାନୀୟ ପ୍ରହରୀ ମଣ୍ଡପଠାରେ ଗତ ସପ୍ତାହଧରି ଚାଲିଥିବା ଭାଗବତ ପାରାୟଣ ସପ୍ତାହ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଅଧିବାସ ଏବଂ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମର ଶତାଧିକ ମହିଳା ସାମିଲ ହୋଇଥିଲେ
Read More...

ଜାତୀୟ ନାଟ୍ୟ ପ୍ରତିଯୋଗିତା ନିମନ୍ତେ ବ୍ରହ୍ମପୁର କଳାକାରଙ୍କ ଝାଡଖଣ୍ଡ ଗସ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଝାଡଖଣ୍ଡ ରାଜ୍ୟର ଗିରିଢ଼ିହ ଠାରେ କଳା ସଙ୍ଗମ ଅନୁଷ୍ଠାନ ଦ୍ଵାରା ଆୟୋଜିତ ଜାତୀୟସ୍ତରୀୟ ବହୁଭାଷୀ ନାଟକ ଓ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଶାଶ୍ଵତୀ ଅନୁଷ୍ଠାନ ବ୍ରହ୍ମପୁରର ୧୦ ଜଣ କଳାକାର ଯାତ୍ରା କରିଛନ୍ତି । ନାଟ୍ୟକାର ରବି ନାରାୟଣ
Read More...