ସାହାଜବାହାଲ କଲେଜର ନୂଆ ପରିଚାଳନା ବୈଠକ
ବଲାଙ୍ଗିର, (କେପିଏନ୍ଏସ୍) : ସଦର ବ୍ଲକ ସାହାଜବାହାଲ ଜଗନ୍ନାଥ ଡିଗ୍ରି କଲେଜର ନୂତନ ପରିଚାଳନା କମଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ରାମଶରଣ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୂତନ ସଭ୍ୟମାନେ ଯୋଗଦେଇଥିଲେ । କଲେଜ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ଭୋଇ କଲେଜର ବିଭିନ୍ନ!-->…
Read More...
Read More...